Browsing Category
ଦେଶ ବିଦେଶ
ଇଲେକ୍ଟ୍ରିକ ଗାଡ଼ି କ୍ରେତାମାନଙ୍କର ଦୂର ହେଲା ଟେନସନ, ବୈଜ୍ଞାନିକମାନେ ତିଆରି କଲେ ସଲିଡ ଷ୍ଟେଟ ବ୍ୟାଟେରୀ, ୧୦ ମିନିଟରେ ଫୁଲ ହେବ ଚାର୍ଜ
ନୂଆଦିଲ୍ଲୀ: ଇଲେକ୍ଟ୍ରିକ ଗାଡ଼ି କ୍ରେତାମାନଙ୍କ ପାଇଁ ସବୁଠାରୁ ବଡ଼ ଟେନସନ ହେଉଛି ଏହାର ଚାର୍ଜିଙ୍ଗ । ଇଲେକ୍ଟ୍ରିକ ଗାଡ଼ିରେ ହେବୀ ଡ୍ୟୁଟି ଲିଥିୟମ ବ୍ୟାଟେରୀ ଲାଗୁଛି, ଯେଉଁଥିରେ ଚାର୍ଜ କରିବା ପାଇଁ ବହୁତ ସମୟ…
AAPକୁ ପୁଣି ଏକ ବଡ଼ ଝଟକା: ଛତିଶଗଡ଼ ରାଜ୍ୟ ସଭାପତିଙ୍କ ଇସ୍ତଫା, ନିକଟରେ ଜଣେ ବିଧାୟକ ଦଳ ଛାଡ଼ିଥିଲେ
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳମାନେ ପ୍ରସ୍ତୁତ ହେଉଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ପୁଣି ଥରେ ଆମ ଆଦମୀ ପାର୍ଟି (ଆପ)କୁ ଲାଗିଛି ଏକ ବଡ଼ ଝଟକା । ଗତ ମାସରେ ଗୁଜରାଟ…
ପାକିସ୍ତାନ ଉପରେ ଇରାନର ମିଜାଇଲ ଓ ଡ୍ରୋନ ଆକ୍ରମଣ, ୨ ଶିଶୁ ମୃତ
ନୂଆଦିଲ୍ଲୀ : ଇରାନ ମଙ୍ଗଳବାର ଦିନ ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀ ଗୋଷ୍ଠୀ ରହୁଥିବା ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ ଦ୍ୱାରା ଆକ୍ରମଣ କରିଛି। ଏହି ଆକ୍ରମଣକୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦୃଢ ନିନ୍ଦା…
“ଅଯୋଧ୍ୟା ରାମ ମନ୍ଦିର ଏକ ସ୍କାରକରେ ପରିଣତ ହେବ”: ସୁପରହିଟ୍ ସିରିଏଲ ‘ରାମାୟଣ’ର ଅଭିନେତା
ଓଡିଶା ଭାସ୍କର: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି ସମାରୋହରେ ଯୋଗ ଦେବା ପାଇଁ ଏବେଠୁ ବିଶ୍ୱର କୋଣ ଅନୁକୋଣ ଭକ୍ତଙ୍କ ଆଗମନ…
କୁନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତା ବାଘର ମୃତ୍ୟୁ
ଓଡ଼ିଶା ଭାସ୍କର: କୁନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତା ବାଘର ମୃତ୍ୟୁ। ନାମିବ୍ୟାରୁ ଆସିଥିବା ଚିତାବାଘଙ୍କ ମଧ୍ୟରୁ ଆଜି ଶୌର୍ଯ୍ୟ ନାମକ ଚିତା ବାଘର ମୃତ୍ୟୁ ହୋଇଛି। ଆଜି ସକାଳ ୧୧ଟା ସମୟରେ ଚିତାବାଘ ଶୌର୍ଯ୍ୟର…
ଅଲିମ୍ପିକ୍ସ ଯୋଗ୍ୟତା ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି ଭାରତୀୟ ମହିଳା ହକି ଦଳ
ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ଚଳିତ ବର୍ଷ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସ ଗେମ୍ସରେ ଖେଳିବା ପାଇଁ ପ୍ରୟାସକୁ ସୁଦୃଢ଼ କରି ଏଫଆଇଏଚ୍ ହକି ଅଲିମ୍ପିକ୍ସ କ୍ୱାଲିଫାୟରର ସେମିଫାଇନାଲରେ ପ୍ରବେଶ…
(Video) ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପୂଜା ଆରମ୍ଭ; ସରଯୁ ଘାଟରେ ଆରତି କଲେ ଶ୍ରଦ୍ଧାଳୁ
ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ଜାନୁଆରୀ ୨୨ତାରିଖରେ ହେବ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ । ଏଥି ପାଇଁ ଉତ୍ତରପ୍ରଦେଶରେ ଆଜିଛୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଶ୍ରଦ୍ଧାଳୁମାନେ ଜାନୁଆରି ୧୬…
ବଡ଼ ଖବର; କେନ୍ଦ୍ରାପଡ଼ା ଜିଲ୍ଲାରେ ମଦ ବିକ୍ରି ବନ୍ଦ ଖୋଲିବନି କୌଣସି ମଦ ଦୋକାନ: ଜିଲ୍ଲାପାଳ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାପାଳ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ଆସନ୍ତାକାଲି ଏବଂ ୨୨ ତାରିଖରେ ସମସ୍ତ ମଦ ଦୋକାନ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ତରପରୁ ନିର୍ଦ୍ଦେଶ ଜାରି କରାଯାଇଛି । ସାରା ଜିଲ୍ଲାରେ…
ଆପଣଙ୍କ ମୋବାଇଲ ଫୋନ୍ ହେବ TV: ବିନା Internet-ବିନା Simରେ ଦେଖିପାରିବେ ଭିଡିଓ
ନୂଆଦିଲ୍ଲୀ: ମୋବାଇଲରେ ଭିଡିଓ, ସିନେମା ଏବଂ ଟିଭି ଇତ୍ୟାଦି ଦେଖିବା ପାଇଁ ସିମ କାର୍ଡ ଏବଂ ଇଣ୍ଟରନେଟ ଉଭୟର ଆବଶ୍ୟକତା ରହିଛି । କିନ୍ତୁ ଏବେ ଏହି ଟ୍ରେଣ୍ଡ ବଦଳିଯାଇଛି । କାରଣ ବର୍ତ୍ତମାନ ଖୁବଶୀଘ୍ର ଭାରତକୁ ମିଳିବ…
ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ: ଯୋଗ ଦେବା ପାଇଁ ବିରାଟ-ଅନୁଷ୍କାଙ୍କୁ ମିଳିଲା ନିମନ୍ତ୍ରଣ
ଓଡିଶା ଭାସ୍କର: ଅଯୋଧ୍ୟାରେ ରାମ ମନ୍ଦିରର ସମର୍ପଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ…