Browsing Category

ଦେଶ ବିଦେଶ

ଗୁଗୁଲ ମ୍ୟାପ୍ ପାଇଁ ନିର୍ମାଣଧୀନ ପୋଲ ତଳକୁ ଗାଡ଼ି ଖସିବା ଘଟଣା: ଭୁଲ୍ କାହାର…?

ନୂଆଦିଲ୍ଲୀ: ବଦାୟୁଁ ଜିଲ୍ଲାର ଦାତାଗଞ୍ଜରେ ରାମଗଙ୍ଗା ନଦୀ ଉପରେ ଏକ କାର୍ ଅସମ୍ପୂର୍ଣ୍ଣ ପୋଲରୁ ଖସି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳେ ବରେଲିରୁ ଡାଟାଗଞ୍ଜ ଯାଉଥିବା ୩ ଜଣ ବ୍ୟକ୍ତି ଗୁଗୁଲ୍ ମ୍ୟାପ୍…

ଏହି ଆପ୍‌କୁ ଡାଉନଲୋଡ୍ କରିବା ମାତ୍ରେ ଖାଲି ହୋଇଯାଉଛି ଆକାଉଣ୍ଟ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଦେଶରେ ସାଇବର ଠକେଇ ମାମଲା ପ୍ରତିଦିନ ଦେଖିବାକୁ ମିଳୁଛି । ବର୍ତ୍ତମାନ ଠକିବାର ନୂଆ ପନ୍ଥା ବି ଅବଲମ୍ବନ କରୁଛନ୍ତି ଠକ ଗୋଷ୍ଠୀ । ଏଭଳି ଏକ ମାମଲା ବର୍ତ୍ତମାନ ତାମିଲନାଡୁରେ ଘଟିଛି । ଏଠାରେ ହ୍ୟାକର୍ସ…

ବାଂଲାଦେଶର ଇସ୍କନ ପୂଜକ ଚିନ୍ମୟ ପ୍ରଭୁଙ୍କ ଗିରଫଦାରୀକୁ ନେଇ କଡ଼ା ସମାଲୋଚନା କଲା ଭାରତ

ନୂଆଦିଲ୍ଲୀ: ବାଂଲାଦେଶରେ ଇସ୍କନ ପୂଜକ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ମଙ୍ଗଳବାର (ନଭେମ୍ବର ୨୬, ୨୦୨୪) ନିନ୍ଦା କରିଛି ବନଭାରତ। ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉଦ୍…

CTET ୨୦୨୪ ପରୀକ୍ଷା ପାଇଁ କେମିତି କରିବେ ପ୍ରସ୍ତୁତି, କାହା ଉପରେ ଦେବେ ଧ୍ୟାନ

ନୂଆଦିଲ୍ଲୀ- ବିଏଡ କରିଛନ୍ତି କିନ୍ତୁ ଚାକିରି ମିଳିନି ବା ଚାକିରିକୁ ନେଇ ଖୁସି ନାହାନ୍ତି, ତେବେ ସଣ୍ଟ୍ରୋଲ ଟିଚର ଏଲିଜିବିଲିଟି ଟେଷ୍ଟ (ସିଟିଇଟି) ପାଇଁ ପ୍ରସ୍ତୁତ ହୁଅନ୍ତୁ । ଏହି ଟେଷ୍ଟ ଦେଇ ଆପଣ କେନ୍ଦ୍ରୀୟ…

Realme GT 7 Pro ହେଲା ଲଞ୍ଚ, ଜାଣନ୍ତୁ ଫିଚରଠାରୁ ମୂଲ୍ୟ ପର୍ଯ୍ୟନ୍ତ ସମସ୍ତ ସୂଚନା

ନୂଆଦିଲ୍ଲୀ: Realme ଭାରତରେ ନିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହା କମ୍ପାନୀର ଏକ ପ୍ରିମିୟମ ସ୍ମାର୍ଟଫୋନ । ଏହି ଫୋନର ଚର୍ଚ୍ଚା ଭାରତର ସ୍ମାର୍ଟଫୋନ ମାର୍କେଟରେ ଚାଲିଥିଲା, କିନ୍ତୁ ଆଜି ଅର୍ଥାତ ୨୬ ନଭେମ୍ବର…

ବାପରେ କି ଚାପୁଡ଼ା….! ଫୁଲ ସହିତ ମୋବାଇଲ ବାଜିଲା ବାବାଙ୍କ ମୁହଁରେ, ଗାଲ ଆଉଁସି ଆଉଁସି ଚାଲିଲେ ବାଟ

ଲକ୍ଷ୍ନୌ: ବାଗେଶ୍ୱର ଧାମ ପୀଠ ମୁଖ୍ୟ ତଥା ପ୍ରବଚକ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଉପରକୁ ମୋବାଇଲ ମାଡ଼ ହୋଇଛି । ଉତ୍ତର ପ୍ରଦେଶରେ ଆୟୋଜିତ ହିନ୍ଦୁ ଏକତା ଯାତ୍ରା ଅବସରରେ ଏ ଘଟଣା ଘଟିଥିବା ଜଣାପଡ଼ିଛି । ବାବାଙ୍କ…

(Big Breaking) ରାଜ୍ୟସଭା ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ- ନିର୍ବାଚନ କମିଶନଙ୍କ ତରଫରୁ ଆସିଲା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି । ବିଜ୍ଞପ୍ତି ମତାବକ ଆସନ୍ତା ମାସ ୨୦ ତାରିଖରେ ହେବ ରାଜ୍ୟସଭା ପାଇଁ ଉପନିର୍ବାଚନ । ଏଥିରେ ୪ ରାଜ୍ୟର ୬ ସିଟ ପାଇଁ ହେବ…

(Video) ଏମିତି ଏକ କାଫେ, ପରସୁଛି ରୂପା କପରେ ସୁନା ଚାହା

ଦୁବାଇ- ଆପଣ ବିଭିନ୍ନ କିସମର ଚା' ପିଇଥିବେ । କେଉଁଠି ଏକ କପ ଚା'ର ଦାମ ୫ ଟଙ୍କା ହୋଇଥିବ ତ କେଉଁଠି ହଜାର । ହେଲେ କେବେ ଏକ ଲକ୍ଷରୁ ଅଧିକ ମୂଲ୍ୟର ଚା' କଥା ଶୁଣିଛନ୍ତି? ବିଶ୍ୱାସ ନ ହେଲେ ବି କଥାଟି ସତ । ଦୁନିଆରେ…

ଗଣତନ୍ତ୍ରର ଜନନୀ ଭାରତ, ରାଷ୍ଟ୍ର ଲକ୍ଷ୍ୟ ହାସଲ ପାଇଁ ପ୍ରତ୍ୟେକଙ୍କ ସହଯୋଗ ଲୋଡ଼ା…

ନୂଆଦିଲ୍ଲୀ: ସମ୍ବିଧାନ ଦିବସ ଅବସରରେ ସଂସଦ ଭବନରେ ଆୟୋଜିତ ହୋଇଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଲିଭ ଇନରେ ରହିବା ପରେ ପ୍ରେମିକା ଉପରେ ହେଲା ସନ୍ଦେହ, ତା ପରେ ପ୍ରେମିକ ଯାହା କଲା ପ୍ରେମ ଉପରୁ ଉଠିଯିବ ବିଶ୍ୱାସ

ରାୟପୁର- ଛତିଶଗଡରୁ ପୁଣି ଏକ ଲିଭ ଇନ ରିଲେସନର କରୁଣ ଚିତ୍ର ସାମ୍ନାକୁ ଆସିଛି । ରିଲେସନରେ ରହିବା ପରେ ପ୍ରେମିକ ତାର ପ୍ରେମିକକୁ ମାରି ଜଙ୍ଗଲରେ ପୋତି ଦେଲା । ଘଟଣାର ୧୦ ମାସ ପରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ…