fbpx
Browsing Category

ଦେଶ ବିଦେଶ

ମହଙ୍ଗା ହେବ ଚିକିତ୍ସା ସେବା: ଏମ୍ସ ପ୍ରାଇଭେଟ୍ ଓ୍ଵାର୍ଡରେ ଲାଗିଲା ୫% GST, ଏବେ ଦିନକୁ ଦେବାକୁ ପଡିବ ଏତିକି ଟଙ୍କା

ନୂଆଦିଲ୍ଲୀ: ନିକଟରେ ଡାଲି, ଚାଉଳ, ଚୁଡା, ମୁଢି ଏବଂ ଦହି ପରି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ଲାଗୁ କରାଯାଇଛି। ଏବେ ସରକାରଙ୍କ ନଜର ସ୍ଵାସ୍ଥ୍ୟ କ୍ଷେତ୍ରରୁ ଜିଏସଟି ଆଦାୟ କରିବା ଉପରେ ପଡିଛି। ଫଳରେ ଏମ୍ସ…

ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ସୋନିଆ ଗାନ୍ଧୀ, ଔଷଧ ନେଇ ସାଙ୍ଗରେ ଆସିଲେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ: ପୁଅ ରାହୁଲଙ୍କ ପରେ ଏବେ ମାଆ ସୋନିଆଙ୍କ ପାଳି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ କେସରେ ପଚରା ଉଚୁରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର‌୍ୟ୍ୟାଳୟ ପହଞ୍ଚିଛନ୍ତି।…

ସ୍ୱାଇନ୍ ଫ୍ଲୁରେ ୧୦୪ ଘୁଷୁରି ମୃତ୍ୟୁ: ପ୍ରଶାସନ ନେଲା ବଡ ପଦକ୍ଷେପ

ଉତ୍ତରପ୍ରଦେଶ: ଲକ୍ଷ୍ନୌର ଜିଲ୍ଲାପାଳ ବର୍ତ୍ତମାନ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଘୁଷୁରି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦ୍ରବ୍ୟ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି। ସହରରେ ୧୦୦ ରୁ ଅଧିକ ଘୁଷୁରିଙ୍କ ମୃତ୍ୟୁ ପରେ ଏପରି…

ଅନ୍ତଃସତ୍ତ୍ବା ମା’ ଉପରେ ମାଡ଼ିଗଲା ଟ୍ରକ, ଗର୍ଭରୁ ବାହାରି ୫ ଫୁଟ ଦୂରରେ ପଡ଼ିଲା ଜୀବନ୍ତ ଶିଶୁ

ଫିରୋଜାବାଦ: ୯ ମାସ ଗର୍ଭବତୀ ସ୍ତ୍ରୀ ଉପରେ ମାଡ଼ିଗଲା ଟ୍ରକ। ପେଟ ଭିତରୁ ବାହାରିଗଲା ଜୀବନ୍ତ ଶିଶୁ। ଏଭଳି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ଫିରୋଜାବାଦ ନରଖୀ ଥାନା ଅଞ୍ଚଳରେ। ମୃତ ମହିଳାଙ୍କ ସ୍ୱାମୀ…

କିଏ ହେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି? କାଉଣ୍ଟ ଡାଉନ୍ ଆରମ୍ଭ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୮ ଜୁଲାଇରେ ଭୋଟିଂ ହୋଇଥିବା ବେଳେ ଆଜି ଆରମ୍ଭ ହୋଇଛି ଭୋଟ ଗଣତି । ଦେଶର ପଞ୍ଚଦଶ ରାଷ୍ଟ୍ରପତି କିଏ ହେବେ, ତାହା ଜାଣିବାକୁ ଚାହିଁବସିଛନ୍ତି ଜନତା । ଏହାରି ମଧ୍ୟରେ କାଉଣ୍ଟ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍ ମାନଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟ: ମେଡିକାଲରେ ଭର୍ତ୍ତି

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସ୍ୱାସ୍ଥ୍ୟ ଅଚାନକ୍ ବିଗିଡ଼ିଯାଇଛି, ଯାହାଫଳରେ ତାଙ୍କୁ ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବୁଧବାର ସକାଳେ ହିଁ ତାଙ୍କୁ…

ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ, ଜାଣନ୍ତୁ କେତେ ନମ୍ବରରେ ଆପଣ?

ନୂଆଦିଲ୍ଲୀ: ସଂସଦ ଭବନରେ ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା ହେବ । ଏହା ପରେ ଦେଶ କୁ ଏକ ନୂଆ ରାଷ୍ଟ୍ରପତି ମିଳିବ । ଏନଡିଏ ପକ୍ଷରରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ…

ବିସିସିଆଇ ସମ୍ବିଧାନ ସଂଶୋଧନ ମାମଲା, ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟନ୍ତ ଶାହଙ୍କ ସହିତ ଅନ୍ୟ କର୍ମକର୍ତ୍ତାଙ୍କର କାର୍ଯ୍ୟକାଳ ବୃଦ୍ଧି ନେଇ ସମ୍ବିଧାନ ସଂଶୋଧନ କରିବା ସକାଶେ ବିସିସିଆଇ ଦାୟର…

କେନ୍ଦ୍ରୀୟ ବିଭାଗରେ ଖାଲି ପଡିଥିବା ପ୍ରାୟ ୧୦ ଲକ୍ଷ ନିଯୁକ୍ତି ଦେବେ କେନ୍ଦ୍ର ସରକାର, ସରକାରୀ ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କ ପୂରଣ ହେବ…

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ବିଭାଗରେ ବହୁ ସଂଖ୍ୟକ ପଦବୀ ଖାଲି ପଡ଼ିଛି। ଏହି ସୂଚନାକୁ ଲୋକସଭାରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ମାର୍ଚ୍ଚ ୧, ୨୦୨୧ ପର୍ଯ୍ୟନ୍ତ…

ବ୍ରିଟେନ ପ୍ରଧାନମନ୍ତ୍ରୀ ଫାଇନାଲ ରେସ୍, ଜାଣନ୍ତୁ କିଏ ଆଗରେ

ନୂଆଦିଲ୍ଲୀ: ବ୍ରିଟେନ ଇତିହାସରୁ ଉତ୍ତପ୍ତ ଦିବସ ହୁଏତ ଉଭେଇଯାଇପାରେ। କିନ୍ତୁ ଶାସକ କଞ୍ଜରଭେଟିଭ୍ ପାର୍ଟିରେ ଚାଲିଥିବା ତୀବ୍ର କ୍ଷମତାଯୁଦ୍ଧର ତାତି ଆଗକୁ ଆହୁରି ଅଧିକ ଅନୁଭୂତ ହେବ । ପ୍ରଧାନମନ୍ତ୍ରୀ ବୋରିସ୍…