Browsing Category
ଦେଶ ବିଦେଶ
ବିଶ୍ୱ ଆଗରେ ଭାରତ ଦୋହରାଇଲା ଗାନ୍ଧୀଙ୍କ ଗୁଣ, ଗାରିମା…ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଶ୍ୱର ବହୁ ବଡ଼ ବଡ଼ ନେତା
ଓଡିଶା ଭାସ୍କର; ଜି-୨୦ ଶିଖର ସମ୍ମିଳନୀକୁ ନେଇ ଆଜି ରାଜଘାଟରେ ରହିଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଅତିଥି ଭାବେ ଆସିଥିବା ବିଶ୍ୱ ନେତାଙ୍କୁ ସ୍ୱାଗତ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜଣଙ୍କ ପରେ ଜଣେ…
ଗଣ ଦୁଷ୍କର୍ମ ପରେ ପୋଷାକ ଛଡ଼ାଇ ନେଲେ ଦୁର୍ବୁତ୍ତ : ପୀଡିତା ସାହାଯ୍ୟ ମାଗିବାରୁ ଲୋକେ ଭାବିଲେ ପାଗଳ
ଭିଲବାଡା : ରାଜସ୍ଥାନର ଭିଲବାଡାରୁ ପୁଣିଥରେ ହୃଦୟଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ କିଛି ଅଭିଯୁକ୍ତ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି । ମହିଳାର ଶରୀରକୁ କ୍ଷତ କରିବା ସହ ତାହାର କପଡା ମଧ୍ୟ ନେଇଯାଇଛନ୍ତି…
ବକ୍ସ ଅଫିସରେ ଚାଲିଲା ଯବାନର ଯାଦୁ! ଦୁଇ ଦିନରେ ରୋଜଗାର କଲା ୨୦୦ କୋଟି, ଜାଣନ୍ତୁ ତୃତୀୟ ଦିନର କଲେକ୍ସନ କେତେ
ନୂଆଦିଲ୍ଲୀ: ଶାହାରୁଖ ଖାନଙ୍କ ଫିଲ୍ମ 'ଯବାନ' ପ୍ରେକ୍ଷାଳୟରେ ଧମାଲ ସୃଷ୍ଟି କରୁଛି। ଚଳଚ୍ଚିତ୍ରଟି ରିଲିଜ ହେବା ମାତ୍ରେ ବକ୍ସ ଅଫିସକୁ କାବୁ କରିଥିଲା ଏବଂ ଖୁବ ଜୋରରେ ରୋଜଗାର କରୁଛି।'ଯବାନ' ଏହାର ଉଦଘାଟନୀ…
KYC ଅପଡେଟ ନହେଲେ ସ୍ଥଗିତ ରହିବ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ : ଏହିପରି ଭାବେ କରନ୍ତୁ ପୁନଃ ଆକ୍ଟିଭ
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ସୂଚନା ଅନୁଯାୟୀ, ଯଦି ଜଣେ ଗ୍ରାହକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ KYC କୁ ଅପଡେଟ କରିନାହାନ୍ତି, ତେବେ ଆପଣଙ୍କ ଆକାଉଣ୍ଟକୁ ସ୍ଥଗିତ ରଖାଯିବ । KYC ଅପଡେଟ୍ ନକରିବା…
(Video) ଭାରତର ପୂର୍ବତନ F1 ଡ୍ରାଇଭର ହେଲେ ଭୟଭୀତ, ରେସ୍ ମଝିରେ ଅଚାନକ କାରରେ ଲାଗିଲା ନିଆଁ
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ F1 ଡ୍ରାଇଭର କରୁଣ ଚନଧୋକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଥିବା ଖବର ସାମ୍ନାକୁ ଆସିଛି । ସେ ୨୦୨୩ ଗୁଡଉଡ୍ ରିଭାଇଭାଲ ରେସ୍ ରେ ଏପରି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ରେସ୍ ସମୟରେ…
ରାଜଘାଟ ପରିଦର୍ଶନ କରୁଛନ୍ତି ବିଶ୍ୱ ନେତା, ସମସ୍ତଙ୍କୁ ସ୍ୱାଗତ ଜଣାଇ ପରିଦର୍ଶନ କରାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଓଡିଶା ଭାସ୍କର; ଜି-୨୦ ଶିଖର ସମ୍ମିଳନୀକୁ ନେଇ ଆଜି ରାଜଘାଟରେ ରହିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏଠାରେ ଥିବା ଶାନ୍ତି ଦ୍ୱାରରେ ସ୍ଵାକ୍ଷର କରିବେ ବିଭିନ୍ନ ଦେଶର ମୁଖ୍ୟ ଓ ପ୍ରତିନିଧି ମଣ୍ଡଳି । ପୂର୍ବାହ୍ନ ୯ଟାରୁ…
ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିର ପହଁଚିଲେ ରୁଷି ସୁନକ, ଭଗବାନ ସ୍ୱାମୀ ନାରାୟଣଙ୍କର କଲେ ଦର୍ଶନ
ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ଦିଲ୍ଲୀରେ ହେଉଥିବା ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ଶୁକ୍ରବାର ଦିନ ଭାରତରେ ପହଁଚିଛନ୍ତି । ରବିବାର ଦିନ ସକାଳୁ ସେ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତିଙ୍କ…
ମରକ୍କୋ ଭୂମିକମ୍ପ: ୨୦୦୦ ଟପିଲା ମୃତ୍ୟୁସଂଖ୍ୟା, ୨୦୫୦ରୁ ଅଧିକ ଆହତ
ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତିରେ ମରକ୍କୋରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ୬.୮ ରିକ୍ଟର ସ୍କେଲରେ ମପାଯାଇଛି । ମରକ୍କୋର ଗୃହମନ୍ତ୍ରୀ କହିଛନ୍ତି ଯେ, ଭୂମିକମ୍ପରେ…
ଜି-୨୦ ଶିଖର ସମ୍ମିଳନୀରେ ଭାରତର କୂଟନୈତିକ ବିଜୟ: ଦିଲ୍ଲୀ ଘୋଷଣାପତ୍ରକୁ ମଞ୍ଜୁରି
ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି । ଶନିବାର ଠାରୁ ଦିଲ୍ଲୀର ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ଜି-୨୦ ସମ୍ମିଳନୀ । ତେବେ ଏହି ସମ୍ମିଳନୀର ପ୍ରଥମ ଦିନରେ ଭାରତକୁ ଏକ ବଡଧରଣର ସଫଳତା ମିଳିଛି । ନୂଆଦିଲ୍ଲୀରେ…
ସଂସ୍କୃତି ସହ ‘କୋଣାର୍କ ଚକ୍ର’ ଭିତରେ ରହିଛି ବିଜ୍ଞାନର ଭଣ୍ଡାର: ସାରା ବିଶ୍ୱ ଦେଖୁଛି ଭାରତର ଐତିହ୍ୟ
ନୂଆଦିଲ୍ଲୀ: ପଥରର କଳାକୃତିକୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି କୋଣାର୍କ ସୂର୍ଯ୍ୟ ମନ୍ଦିର । ସୂର୍ଯ୍ୟଙ୍କ ବିଶାଳକାୟ ରଥ ପରି ଏହି ମନ୍ଦିରକୁ ପ୍ରସ୍ତୁତ କରାଯାଇଛି । ଏହାକୁ ୭ଟି ଘୋଡ଼ା ଟାଣୁଥିବାର ଆକୃତି…