Browsing Category

ଦେଶ ବିଦେଶ

ଭଗବାନ ତିଆରି କରିବା ବେଳେ କରିଦେଲେ ଏକ ବଡ ଭୁଲ୍‌, ବ୍ୟକ୍ତିଙ୍କ ଛାତିରେ ହିଁ ଖଞ୍ଜିଦେଇଛନ୍ତି ତାଙ୍କ ପେଟ

ନୂଆଦିଲ୍ଲୀ:ଦୁନିଆରେ ସମସ୍ତ ଜିନିଷର ସୃଷ୍ଟି ଭଗବାନ ବେଶ୍ ଭଲ ଭାବେ ଭାବି ଚିନ୍ତି କରିଛନ୍ତି । ଗୋଟିଏ ଗୋଟିଏ ଜିନିଷକୁ ଏପରି ତିଆରି କରିଛନ୍ତି ଯେପରି ତାହା ଏହି ଦୁନିଆରେ ଠିକ୍ ଭାବରେ ତିଷ୍ଠି ରହିପାରିଛି । କିନ୍ତୁ…

ଏବେ UPI ମାଧ୍ୟମରେ କାରବାର ହେବ ଡିଜିଟାଲ୍ ଟଙ୍କା, କୋଟିକୋଟି ଗ୍ରାହକଙ୍କୁ SBI ଦେଲା ଉପହାର

ନୂଆଦିଲ୍ଲୀ: ଗ୍ରାହକଙ୍କ ସଂଖ୍ୟା ହିସାବରେ ଦେଶରେ ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ ସୋମବାର ଦିନ ଏକ ନୂଆ ଯୋଜନା ଆରମ୍ଭ କରିଛି । ଏହି ଯୋଜନାରେ ଏବେ କୋଟିକୋଟି ଲୋକ ସିଧା ୟୁପିଆଇ ମାଧ୍ୟମରେ ଡିଜିଟାଲ ଟଙ୍କାର କାରବାର…

ଛତୁ ଚାଷ କରି ମାଲାମାଲ ହେଉଛନ୍ତି ଚାଷୀ, ସରକାର ଦେଉଛନ୍ତି ୫୦ ପ୍ରତିଶତ ଅନୁଦାନ

ନୂଆଦିଲ୍ଲୀ: ଚାଷୀମାନଙ୍କ ଅଗ୍ରଗତି ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିସହ ଅନେକ ସହାୟତା ରାଶି ମଧ୍ୟ ପ୍ରଦାନ କରୁଛନ୍ତି । ଏହାରି ମଧ୍ୟରେ ବିହାର ରାଜ୍ୟରେ ମହିଳାମାନେ ମଧ୍ୟ…

ପ୍ରଥମ ଦିନରେ ପଠାନର ରେକର୍ଡ ଭାଙ୍ଗିବ ଫିଲ୍ମ ‘ଯବାନ’! ରିଲିଜ ପୂର୍ବରୁ ଦିଲ୍ଲୀ-ମୁମ୍ବାଇରେ ବିକ୍ରି ହେଉଛି ସର୍ବାଧିକ ଟିକେଟ

ନୂଆଦିଲ୍ଲୀ: ଚଳିତ ବର୍ଷ ଶାହରୁଖ ଖାନଙ୍କ ଯବାନ ଫିଲ୍ମ ମୋଷ୍ଟ ଆୱେଟେଡ୍ ଫିଲ୍ମରୁ ଅନ୍ୟତମ । ଫିଲ୍ମର ପ୍ରିଭ୍ୟୁ ଏବଂ ଟ୍ରେଲର ରିଲିଜ ପରେ ଯବାନ ଫିଲ୍ମ ଦେଖିବାକୁ ଲୋକେ ଉତ୍ସାହର ସହ ଚାହିଁ ବସିଛନ୍ତି । ଏହାରି ମଧ୍ୟରେ…

୨୦୧୪ରୁ ଦାୟିତ୍ୱ ଗ୍ରହଣ କରିବା ପର ଠାରୁ ଗୋଟିଏ ବି ଛୁଟି ନେଇନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆରଟିଆଇ ଆବେଦନରୁ ଆସିଲା ତଥ୍ୟ

ନୂଆଦିଲ୍ଲୀ: ସମସ୍ତେ ଜାଣନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ କର୍ମପରାୟଣ ବ୍ୟକ୍ତି ଓ ସେ କର୍ମରେ ବିଶ୍ୱାସ କରନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି କି ୨୦୧୪ରେ କ୍ଷମତାକୁ ଆସିବା ପର ଠାରୁ ମୋଦୀ ଗୋଟିଏ…

୨୦୧୪ରେ କ୍ଷମତାକୁ ଆସିବା ପରେ ଗୋଟିଏ ବି ଛୁଟି ନେଇ ନାହାଁନ୍ତି ପିଏମ ମୋଦୀ: ଆରଟିଆଇ ଜବାବରେ ଖୁଲାସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ କ୍ଷମତାକୁ ଆସିବା ପରେ ଗତ ୯ ବର୍ଷ ଧରି ନିଜ କାର୍ଯ୍ୟକାଳ ଭିତରେ ଗୋଟିଏ ବି ଛୁଟି ନେଇ ନାହାଁନ୍ତି । ଆରଟିଆଇ ଅଧିନରେ ମଗାଯାଇଥିବା ସୂଚନାର ଜବାବରେ ସରକାର ଏହି…

ଜନ୍ମ ନେଲା ମାଛ ଭଳି ଦେଖା ଯାଉଥିବା ଶିଶୁ : ଦେଖିବା ପାଇଁ ଲାଗିଲା ଲୋକଙ୍କ ଭିଡ

ଉତ୍ତରପ୍ରଦେଶ : ବେଳେବେଳେ ଏହି ଦୁନିଆରେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟେ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି । ଏଠାରେ ଜଣେ ମହିଳା ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି, ଯାହାର କି…

ମୋ ମା’କୁ ବିପଦରେ ପକାଇଲା ଭିସ୍ତାର ଏୟାର ଲାଇନ୍ସ, ଇନଷ୍ଟାରେ ପୋଷ୍ଟ ହେଲା ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ପ୍ରଶ୍ନ ଘେରରେ ଆସିଲା ଭିସ୍ତାରା ବିମାନ । ତେବେ ବ୍ୟକ୍ତି ଜଣଙ୍କ ଆରୋପ ଅନୁସାରେ ବିମାନ ଲ୍ୟାଣ୍ଡ କଲା ପରେ ତାଙ୍କର ଅନ୍ଧ ମା’ଙ୍କୁ ବିମାନରୁ ଓହ୍ଲାଇ ନଥିଲେ ବିମାନର…

ପୁଣି କହିଲେ ‘ମୁଁ କେବଳ ସନାତନ ଧର୍ମକୁ ଶେଷ କରିବାକୁ କହୁଛି’ ; ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ

ତାମିଲନାଡୁ: ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ବୟାନ ଦେଇଥିଲେ । ସେ ଏକ କାର୍ୟ୍ୟକ୍ରମରେ ବକ୍ତବ୍ୟ ଦେବା ସମୟରେ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମେଲେରିଆ ଭାଇରସ ସହିତ ତୁଳନା…

ପୁଣି ଆଉ ଥରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କଲା ଚନ୍ଦ୍ରଯାନ ୩, ୪୦ ସେମି ଉପରକୁ ଡିଆଁ ମାରି ଚନ୍ଦ୍ରରେ ବିକ୍ରମ ଦେଖାଇଲା କମାଲ

ନୂଆଦିଲ୍ଲୀ:ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠରେ ପୁଣି ଆଉ ଥରେ ଲ୍ୟାଣ୍ଡିଂ କରିଛି । ଇସ୍ରୋ ସୋମବାର ଏହି ସୂଚନା ଦେଇଛି । ପ୍ରକୃତ ଘଟଣା ହେଉଛି ବିକ୍ରମ ଲ୍ୟାଣ୍ଡରକୁ ପ୍ରଥମେ ଚନ୍ଦ୍ର ପୃଷ୍ଠରେ ୪୦ ସେଣ୍ଟିମିଟର ଉପରକୁ…