
Browsing Category
ଦେଶ ବିଦେଶ
ମର୍ମନ୍ତୁଦ ଦୁର୍ଘଟଣା: କାର୍ ଓ ଟ୍ରକ୍ ଧକ୍କାରେ ୭ ଜଣଙ୍କ ମୃତ୍ୟୁ
ବେଙ୍ଗାଲୁରୁ: ତିରୁବନ୍ନାମଲାଇରେ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । କାର୍ ଓ ଟ୍ରକ୍ ଧକ୍କାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ…
ଆପଣ ଆଇଫୋନ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଗାଡ଼ିରେ କିପରି କନେକ୍ଟ ହୁଏ ଆପଲ କାର ପ୍ଲେ
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଆଇଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥିସହିତ ଯାନବାହାନ ମଧ୍ୟ ଯଥେଷ୍ଟ ଉନ୍ନତ ହେବାରେ ଲାଗିଛି। କାରରେ ଥିବା ମ୍ୟୁଜିକ୍ ସିଷ୍ଟମକୁ ପ୍ରବେଶ କରିବାକୁ,…
ଦୀପାବଳୀ ପୂର୍ବରୁ ସରକାରଙ୍କ ବଡ଼ ଉପହାର : ଶସ୍ତା ହୋଇପାରେ ଚାଉଳର ମୂଲ୍ୟ
ନୂଆଦିଲ୍ଲୀ : ପାର୍ବଣ ଋତୁ ଆରମ୍ଭ ହେବ ପୂର୍ବରୁ ମଧ୍ୟ ଚାଉଳର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଥିଲେ । ଚାଉଳ ଉପରେ ରପ୍ତାନି ଶୁଳ୍କର ଅବଧି ଆସନ୍ତା ବର୍ଷ ପର୍ଯ୍ୟନ୍ତ…
ଆଫଗାନିସ୍ତାନରେ ପୁଣି ଭୂମିକମ୍ପ ଝଟକା: ଘରୁ ବାହାରି ଦୌଡ଼ିବାକୁ ଲାଗିଲେ ଲୋକେ, ଜାଣନ୍ତୁ କେତେ ଥିଲା ତୀବ୍ରତା
କାବୁଲ: ପଶ୍ଚିମ ଆଫଗାନିସ୍ତାନରେ ଆଜି ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ଏଠାରେ ୬.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଘଟିଛି ବୋଲି ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ସୂଚନା ଦେଇଛି। ୧୦ କିଲୋମିଟର…
ଜବରଦସ୍ତ ରୋଜଗାର କରିବାର ସୁଯୋଗ! ଆସନ୍ତା ସପ୍ତାହରେ ଖୋଲୁଛି ଏହି ୩ଟି କମ୍ପାନୀର IPO
ନୂଆଦିଲ୍ଲୀ: IPO କ୍ଷେତ୍ରରେ ସେପ୍ଟେମ୍ବର ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ମାସରେ ଅନେକ SME ଏବଂ ବଡ କମ୍ପାନୀର IPO ଖୋଲିଛି। ଅକ୍ଟୋବର ବିଷୟରେ କହିବାକୁ ଗଲେ, ଏହି ମାସରେ ମଧ୍ୟ ଅନେକ କମ୍ପାନୀ ଇସୁ…
RBI ଗଭର୍ଣ୍ଣରଙ୍କୁ ମିଳିଲା ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କ ତରଫରୁ ‘A+’Rank : ମରକ୍କୋରେ ମିଳିଲା ସମ୍ମାନ
ନୂଆଦିଲ୍ଲୀ : ଶନିବାର ଦିନ ମରକ୍କୋର ମାରାକେଶ ସହରରେ RBIର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ କାର୍ଡ ୨୦୨୩ ରେ 'A +' ମାନ୍ୟତା ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ବ୍ୟାଙ୍କର…
ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ: ଦୁଇ ରାଜ୍ୟ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ
ନୂଆଦିଲ୍ଲୀ: ନଭେମ୍ବର ମାସରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଗତ ୯ ତାରିଖରେ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ତାରିଖ ଘୋଷଣା କରିଥିଲେ । ନଭେମ୍ବର ୩ରୁ ୩୦ ତାରିଖ ପର୍ଯ୍ୟନ୍ତ ୫ଟି…
ବଡ଼ ଧରଣର ସଡ଼କ ଦୁର୍ଘଟଣା: କଣ୍ଟେନରକୁ ଧକ୍କା ଦେଲା ମିନି ବସ୍, ୧୨ ଜଣଙ୍କ ମୃତ୍ୟୁ, ୨୩ ଜଣ ଆହତ
ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଆସିଛି ଏକ ବଡ଼ ଦୁର୍ଘଟଣାଜନିତ ଖବର । ଦ୍ରୁତ ଗତିରେ ଯାଉଥିବା ଏକ ମିନି ବସ ଏକ କଣ୍ଟେନରକୁ ଧକ୍କା ଦେବା ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୨୩ ଜଣ ଆହତ ହୋଇ ହସ୍ପିଟାଲରେ…
କେନ୍ଦ୍ର ସରକାର ଗଠନ କରିବେ ‘ସ୍ୱତନ୍ତ୍ର କମାଣ୍ଡୋ ୱିଙ୍ଗ’: ପ୍ରସ୍ତୁତ ହେଲା ନକ୍ସା, ସବୁ ରାଜ୍ୟକୁ ଚିଠି ଲେଖିଲା ଗୃହ ମନ୍ତ୍ରଣାଳୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ସ୍ମାର୍ଟଫୋନ, ଇଣ୍ଟରନେଟର ଯୁଗ ଯେତିକି ବଢ଼ୁଛି, ସେହି ଅନୁପାତରେ ସାଇବର ଠକଙ୍କର ରାଜୁତି ମଧ୍ୟ ବଢ଼ିବାରେ ଲାଗିଛି । ଗୋଟିଏ ସ୍ଥାନରେ ବସି ରହି ଠକମାନେ ସମାଜର ଶିକ୍ଷିତ, ମୁର୍ଖ…
‘ଅପରେସନ ଅଜୟ’: ଇସ୍ରାଏଲରୁ ଫେରିଲେ ଆଉ ୨୭୪ ଭାରତୀୟ
ନୂଆଦିଲ୍ଲୀ: ଅପରେସନ ଅଜୟର ୪ର୍ଥ ବ୍ୟାଚ ଦିଲ୍ଲୀରେ ପହଁଚିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ୨୭୪ ଭାରତୀୟ ପହଁଚିବା ଖବର ସାମ୍ନାକୁ ଆସିଛି । ତେବେ ଚତୁର୍ଥ ବ୍ୟାଚକୁ ମିଶାଇ ସମୁଦାୟ ୯୧୯ ଜଣ ଭାରତୀୟ ଇସ୍ରାଏଲରୁ…