Browsing Category
ଦେଶ ବିଦେଶ
ଲସ୍ ଆଞ୍ଜେଲସରେ ସାମ୍ବାଦିକାଙ୍କୁ ଗୁଳି ମାରିଲା ପୋଲିସ, ବିକ୍ଷୋଭ ରିପୋର୍ଟିଂ ବେଳେ ଘଟିଲା ଦୁର୍ଘଟଣା: ଦେଖନ୍ତୁ Video
ଆମେରିକାର ଲସ୍ ଆଞ୍ଜେଲସରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ କଭରେଜ କରୁଥିବା ଜଣେ ମହିଳା ସାମ୍ବାଦିକାଙ୍କୁ ପୋଲିସ ରବର ଗୁଳିରେ ଆଘାତ କରିଛି। ଘଟଣାଟি ରବିବାର ସନ୍ଧ୍ୟାରେ ଘଟିଥିଲା, ଯେତେବେଳେ ଅଷ୍ଟ୍ରେଲୀୟ ପତ୍ରକାର…
ଜାହାଜରେ ବିସ୍ଫୋରଣ, ୪ କ୍ରିୟୁ ମେମ୍ବର ନିଖୋଜ
କୋଚି: କେରଳ ସମୁଦ୍ର ତଟ୍ଟରେ କଣ୍ଟେନର ଜାହାଜରେ ବିସ୍ଫୋରଣ ହୋଇଥିବା ସୂଚନା । ଏହି ଜାହାଜରେ ସିଙ୍ଗାପୁର ପତାକା ଲାଗିଥିବା ଜଣାପଡ଼ିଛି ।
ସୋମବାର ଦିନ ଏହି ଅଘଟଣ ଘଟିଥିବାବେଳେ ବିସ୍ଫୋରଣରେ ୫ ଜଣ ଆହତ ହୋଇଛନ୍ତି ।…
ଅନଲାଇନ ଗେମିଂରେ ଟଙ୍କା ହରାଇ ଆତ୍ମହତ୍ୟା କଲେ ଡାକ୍ତର, କାର ଭିତରେ ୩ ଦିନ ରହିଲା ଶବ
ଚେନ୍ନାଇ: ଶୁନ୍ ଶାନ୍ ଜଙ୍ଗଲ ରାସ୍ତାରେ ଠିଆ ହୋଇଥିଲା କାର୍। ଦେଖୁ ଦେଖୁ ବିତିଗଲା ୩ ଦିନ। ଗୋଟେ ଇଞ୍ଚ ବି ଘୁଞ୍ଚିଲାନି। ଆଉ କାର୍ ଭିତରୁ ଆସୁଥିଲା ଭଣ ଭଣ ଦୁର୍ଗନ୍ଧ। ସନ୍ଦେହ ହେବାରୁ ଖୋଲାଗଲା କାର୍ ଡୋର୍। ଆଉ ୩…
AC ପାଇଁ ମହାଭାରତ, ଭାଙ୍ଗିଗଲା ବାହାଘର
ଉତ୍ତରପ୍ରଦେଶ: ଏସି ପାଇଁ ଭାଙ୍ଗିଗଲା ବାହାଘର। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନାଁ? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟା ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଗ୍ରାରେ। ଯେଉଁଠି ଦେଖିବାକୁ ମିଳିଛି…
ରାଜ କୁଶୱାହା କିଏ? ହନିିମୁନ ରାତିରେ ସୋନମ୍ ପ୍ରେମିକ ସହ ମିଶି କିପରି ରଚିଥିଲା ହତ୍ୟା ଷଡ଼ଯନ୍ତ୍ର !
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ଘଟଣାରେ ନୂଆ ନୂଆ ଘଟଣା ସାମ୍ନାକୁ ଆସିଛି। ଏହାରି ଭିତରେ ତାଙ୍କ ସ୍ତ୍ରୀ ସୋନମଙ୍କ ପ୍ରେମିକ ରାଜ କୁଶୱାହା ବୋଲି ଜଣେ ନୂଆ ନାଁ କାହାଣୀର ମୋଡ଼ ବଦଳାଇଛି।
ତେବେ…
ହନିମୁନ୍ କରିବାକୁ ଯାଇ ପୁଣି ଜଣେ ନବଦମ୍ପତ୍ତି ନିଖୋଜ, ୧୧ ଦିନ ହେବ ମିଳୁନି ପତ୍ତା
ଉତ୍ତରପ୍ରଦେଶ: ମଧ୍ୟପ୍ରଦେଶର ସୋନମ ଏବଂ ରାଜାଙ୍କ ପରେ, ସିକିମକୁ ହନିମୁନ୍ କରିବାକୁ ଯାଇଥିବା ଆଉ ଏକ ନବ ବିବାହିତ ଦମ୍ପତି ନିଖୋଜ ହୋଇଯାଇଛନ୍ତି। ୧୧ ଦିନ ହେବ ଉଭୟଙ୍କର କୌଣସି ସନ୍ଧାନ ମିଳିପାରୁନାହିଁ।
ପୋଲିସ…
୯୫ ବର୍ଷର ବରକୁ ୯୦ ବର୍ଷର କନିଆଁ, ୭୦ ବର୍ଷର ଲିଭଇନ୍ ରିଲେସନସିପ୍
ରାଜସ୍ଥାନ: ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ବୃଦ୍ଧ ଦମ୍ପତି ୭୦ ବର୍ଷ ଧରି ଲିଭ-ଇନ୍ ସମ୍ପର୍କରେ ରହିବା ପରେ ବହୁତ ଧୁମଧାମରେ ବିବାହ କରିଛନ୍ତି।
କୁହାଯାଉଛି ଯେ ୧୦୦ ବର୍ଷ…
ଚାଲୁଥିଲା ଏକ୍ସପ୍ରେସ, ଟ୍ରାକକୁ ଖସିପଡ଼ିଲେ ଯାତ୍ରୀ, ଫଳରେ ୫ ଜଣଙ୍କର ମୃତ୍ୟୁ, ଅନେକ ଆହତ
ମୁମ୍ୱାଇ: ଚଳନ୍ତା ଟ୍ରେନରୁ ଖସି ୫ ମୃତ। ଚଳନ୍ତା ଏକ୍ସପ୍ରେସରୁ ଖସି ୫ ଯାତ୍ରୀଙ୍କ ମୃତ୍ୟୁ। ମୁମ୍ୱାଇ ଥାଣେ ରେଲଓ୍ୱେ ଷ୍ଟେସନରେ ଆଘଟଣ। ଲକ୍ଷ୍ନୌ ଯାଉଥିବା ଟ୍ରେନରୁ ଖସିପଡ଼ିଲେ ଯାତ୍ରୀ।
ମୁମ୍ୱାଇର ଥାଣେ ଅଞ୍ଚଳରେ…
ଫେସବୁକରେ ପ୍ରେମ, ବିବାହ ପାଇଁ ଚାପ, ଶେଷରେ ଯନ୍ତ୍ରଣାଦାୟକ ମୃତ୍ୟୁ
ଉତ୍ତରପ୍ରଦେଶ: ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତା, ତା ପରେ ପ୍ରେମ, ଶେଷରେ ଯନ୍ତ୍ରଣାଦାୟକ ମୃତ୍ୟୁ। ଏଭଳି ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସମ୍ଭଲରେ।
ମହିଳା ଜଣଙ୍କ ବିବାହିତା ହୋଇକି ମଧ୍ୟ…
ଟ୍ରମ୍ପଙ୍କ ଟ୍ରାଭେଲ ବ୍ୟାନ ଆଜିଠାରୁ ଲାଗୁ, ଏହି ୧୨ଟି ଦେଶର ନାଗରିକଙ୍କୁ ଆମେରିକା ପ୍ରବେଶ ଉପରେ ରୋକ
ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ଭ୍ରମଣ ନିଷେଧାଜ୍ଞା ଜାରି କରିଛନ୍ତି, ଯାହା ଆଜି ଅର୍ଥାତ୍ ୯ ଜୁନ ୨୦୨୫ରୁ କାର୍ଯ୍ୟକାରୀ ହେଉଛି। ଏହି ନିଷେଧାଜ୍ଞା ଅନୁସାରେ, ୧୨ଟି ଦେଶର ନାଗରିକଙ୍କୁ…