Browsing Category

ଦେଶ ବିଦେଶ

ସ୍ୱାମୀ ଭିଆଇଲା ଭୟାନକ ହତ୍ୟାକାଣ୍ଡ, ସ୍ତ୍ରୀର କଟାମୁଣ୍ଡ ଧରି ପହଞ୍ଚିଲା ଥାନାରେ

ବେଙ୍ଗାଲୁରୁ: ପୁଣି ସ୍ୱାମୀର ବର୍ବର କାଣ୍ଡ। ପ୍ରଥମେ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କଲା। ପରେ ନିଜେ ସ୍ତ୍ରୀର କଟା ମୁଣ୍ଡକୁ ଧରି ଥାନାରେ ପହଞ୍ଚି ଆତ୍ମସମର୍ପଣ କଲା। ନିକଟରେ ଏହିପରି ଏକ ଘଟଣା ମଧ୍ୟ ସାମ୍ନାକୁ…

ମହାରାଷ୍ଟ୍ର ନିର୍ବାଚନ ସମ୍ପର୍କରେ ରାହୁଲଙ୍କ ମ୍ୟାଚ୍ ଫିକ୍ସିଂ ଦାବିର ଜବାବ ଦେଲେ ECI, କହିଲେ ଭିତ୍ତିହୀନ ଅଭିଯୋଗ…

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ର ନିର୍ବାଚନରେ ​​ମ୍ୟାଚ୍ ଫିକ୍ସିଂ ଅଭିଯୋଗ କରିଥିଲେ। ଆଜି ଏହାର ଜବାବ ଦେଇଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ କମିଶନ କହିଛନ୍ତି ଯେ…

ପହଲଗାମ ପ୍ରତିଶୋଧକୁ ପୂରିଲା ମାସେ, ସେପଟେ ଏବେବି ଛଟପଟ ହେଉଛି ପାକିସ୍ତାନ

ନୂଆଦିଲ୍ଲୀ:  ଆଜି ହେଉଛି ସେହି ଦିନ ଯେଉଁ ଦିନ ସିନ୍ଦୂରର ଯବାବ ଅପରେସନ ସିନ୍ଦୂର ମାଧ୍ୟମରେ ଦେଇଥିଲେ ଭାରତୀୟ ସେନା। ୨୬ ତାରିଖର ପହଲଗାମ ଆତଙ୍କୀ ଆକ୍ରମଣ ୨୬ ଜଣ ନିରୀହ ପୁରୁଷଙ୍କୁ ସେମାନଙ୍କ ଜାତି ପଚାରି ପଚାରି…

କୃଷକଙ୍କ ଆୟ ବଢ଼ାଉଛି ନୂଆ ଭାରତର ନୂଆ ଯୋଜନା

ନୂଆଦିଲ୍ଲୀ: ଭାରତର ଅର୍ଥନୀତି ଏବଂ ସଂସ୍କୃତିର ହୃଦୟରେ ରହିଛି କୃଷି। ଏହା ଲକ୍ଷ ଲକ୍ଷ ଲୋକଙ୍କୁ ଜୀବୀକା ଦେବା ସହ ଦେଶକୁ ପରିଚୟ ଦେଇଥାଏ। ଗତ ଏଗାର ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ,…

୫ ହଜାର ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ପୁଣି ଅମାନିଆ ହେଲାଣି କରୋନା। ଦିନକୁ ଦିନ ବଢ଼ି ବଢ଼ି ଚାଲିଛି କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟ ହେଉ କି ଦେଶ ସବୁଠି ମାଡ଼ି ମାଡ଼ି ଚାଲୁଛି କରୋନା ଭୂତାଣୁ। ଆଉ ଏବେ ଏହି କରୋନା ଆକ୍ରାନ୍ତଙ୍କ…

ବିଶ୍ୱର ସବୁଠାରୁ ବଡ଼ କମ୍ପାନୀକୁ ମଧ୍ୟ ଆର୍ଥିକ ସଙ୍କଟ, ଏବେ ଦେବ ନାହିଁ ନୂଆ ନିଯୁକ୍ତି

ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ଇ-କମର୍ସ କମ୍ପାନୀ ଆମାଜନ (Amazon) ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଏହି ସଙ୍କଟ ଯୋଗୁଁ କମ୍ପାନୀ ନୂଆ ନିଯୁକ୍ତି ଉପରେ ରୋକ ଲଗାଇଛି। ଗତ ବର୍ଷ ଗୁଗଲ (Google), ମେଟା (Meta)…

World Poha Day 2025: ଇନ୍ଦୋରବାସୀଙ୍କ କାହିଁକି ପ୍ରିୟ ଜଳଖିଆ ପୋହା? ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ: ପୋହା ଏକ ସିମ୍ପଲ ଡିସ୍ ହୋଇପାରେ କିନ୍ତୁ ଏହାର ଅନେକ ସ୍ୱାସ୍ଥ୍ୟଗତ ଲାଭ ଅଛି । ଯାହା ଯୋଗୁଁ ଏହା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଆଜି ହେଉଛି ବିଶ୍ବ ପୋହା…

ବ୍ୟାଗ ଭିତରେ ଥିଲା 20 ଲକ୍ଷର ଅଳଙ୍କାର..ହଠାତ୍ ମାଙ୍କଡ଼ ଆସି ଝାମ୍ପି ନେଇଗଲା ତାପରେ…

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଭକ୍ତ ତୀର୍ଥ ନଗରୀ ବୃନ୍ଦାବନକୁ ଯାଆନ୍ତି । ସବୁଠାରୁ ବଡ଼ କଥା ହେଉଛି ଏଠାରେ ମାଙ୍କଡ଼ମାନେ କୌଣସି ବ୍ୟକ୍ତିଙ୍କୁ ଛାଡି ନାହାଁନ୍ତି, କିନ୍ତୁ ଏଥର ଏକ ମାଙ୍କଡ଼ କିଛି ଆଶ୍ଚର୍ଯ୍ୟଜନକ କାମ…

ରାସ୍ତାରେ ଲ୍ଯାଣ୍ଡ କଲା ହେଲିକପ୍ଟର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଉତ୍ତରାଖଣ୍ଡ: କେଦାରନାଥରେ ଟଳିଲା ବଡ଼ ଦୁର୍ଘଟଣା । ହାଇୱେରେ ହେଲିକପ୍ଟରର ଜରୁରୀ ଅବତରଣ । ରାସ୍ତା ମଝିରେ ଲ୍ୟାଣ୍ଡିଂ କଲା ହେଲିକପ୍ଟର । ରାସ୍ତାର ଉଭୟ ପାର୍ଶ୍ବରେ ଅଟକିଲା ଗାଡ଼ି ମୋଟର । ଯାନ୍ତ୍ରିକ ତ୍ରୁଟି…

ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା: KSCA ସମ୍ପାଦକ, ଟ୍ରେଜରର୍ ଦେଲେ ଇସ୍ତଫା

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାକୁ ନେଇ କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ ଆସୋସିଏଶନ(କେଏସସିଏ)ର ସମ୍ପାଦକ ଏ. ଶଙ୍କର ଏବଂ ଟ୍ରେଜରର୍ (କୋଷାଧ୍ୟକ୍ଷ) ଇ.ଏସ୍. ଜୟରାମ ନିଜ ପଦରୁ…