Browsing Category
ଦେଶ ବିଦେଶ
ନିଆରା ଭାବରେ ମାଆଙ୍କ ୧୦୦ତମ ଜନ୍ମଦିନ ପାଳିଲେ ମୋଦୀ, ଦେଖନ୍ତୁ ଭିଡିଓ
ଗୁଜରାଟ(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା ହିରାବେନଙ୍କ ୧୦୦ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଭେଟିବା ପାଇଁ ଗୁଜରାଟର ଗାନ୍ଧିନଗରରେ ଥିବା ତାଙ୍କ ମା’ଙ୍କ…
ରାଷ୍ଟ୍ରପତି ନିର୍ବାଚନ: ରାଜନୈତିକ ଦଳ ମଧ୍ୟରେ ଚାଲିଛି ଅଙ୍କକଷା, ଏମ୍ ଭେଙ୍କେୟା ନାଇଡୁଙ୍କ ନାଁକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ଏନ୍ଡିଏ ସରକାର କିମ୍ବା ବିରୋଧୀ ମେଣ୍ଟ, କେହି ବି ନିଜ ନିଜ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ବିଭିନ୍ନ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହାରି ଭିତରେ…
ଅର୍ଥିକ ସଙ୍କଟ ମଧ୍ୟରେ ମିଳିଲା ଆଶ୍ବସ୍ତି, ଏଫଏଟିଏଫର ଗ୍ରେ’ ତାଲିକାରୁ ହଟିଲା ପାକିସ୍ତାନ
ନୁଆଦିଲ୍ଲୀ: ପାକିସ୍ତାନକୁ ମିଳିଲା ଖୁସି ଖବର । ଗତ କିଛି ବର୍ଷ ଧରି ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନକୁ ଗ୍ରେ ତାଲିକାରେ ରଖାଯାଇଥିବା ବେଳେ…
ମଇଁଷି ଚିକିତ୍ସା ପାଇଁ ଆସିଥିଲେ ପଶୁ ଡାକ୍ତର, ନିଶା ଦେଇ ଜୋର ଜବରଦସ୍ତି ଯୁବତୀଙ୍କ ସହ ବିବାହ କରାଇଦେଲେ ଲୋକେ
ବିହାର: ମଇଁଷି ଚିକିତ୍ସା ପାଇଁ ଖବର ପାଇ ଆସିଲେ । ହେଲେ ହଠାତ୍ ଜବରଦସ୍ତ ବାହାଘର ହୋଇଯିବ ବୋଲି ଜାଣିନଥିଲେ । ଏମିତି ଏକ ଅଜବ ଘଟଣା ଜଣେ ପଶୁ ଡାକ୍ତରଙ୍କ ସହ ଘଟିଛି । ତାଙ୍କୁ ଚିକିତ୍ସା ପାଇଁ ଡାକି କିଛି ଲୋକେ…
ପତ୍ନୀଙ୍କ ସହ ସେକ୍ସ ନକଲେ ମିଳିବ ଏମିତି ସଜ୍ଜା: ପ୍ରତ୍ୟେକ ମାସରେ ୩୦ ହଜାର ଫାଇନ୍ ସାଙ୍ଗକୁ ଜେଲଦଣ୍ଡ, ନିଷ୍ପତ୍ତି ଶୁଣାଇଲେ କୋର୍ଟ
ନୂଆଦିଲ୍ଲୀ: ଆଜିକାଲିର ଦୈନନ୍ଦିନ ଜୀବନରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିବା ଏକ ସାଧାରଣ କଥା ହୋଇଗଲାଣି । କେଉଁଠି ସ୍ୱାମୀ ସ୍ତ୍ରୀକୁ ହତ୍ୟା କରୁଛି ତ କେଉଁଠି ସ୍ତ୍ରୀ ମଧ୍ୟ ସ୍ୱାମୀକୁ ଆକ୍ରମଣ କରୁଛି । ଅନେକ…
ଭୁବନେଶ୍ୱରରୁ ପଶ୍ଚିମବଙ୍ଗକୁ ସ୍ଥାନାନ୍ତର ହୋଇଯିବ ICCR କାର୍ଯ୍ୟାଳୟ, କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ ସଂସ୍କୃତି ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର)ର ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶାରୁ ଉଠିଯିବ । ଆସନ୍ତା ଜୁଲାଇ ମାସ ୧ ତାରିଖରୁ ଏହା ଭୁବନେଶ୍ୱରରୁ…
ଅଗ୍ନିପଥ ଯୋଜନାକୁ ଭାରତରେ ବିରୋଧ କିନ୍ତୁ ସାରା ଦୁନିଆରେ ସ୍ୱାଗତ: ବିଶ୍ୱର ୩୦ଟି ଦେଶରେ ଲାଗୁ ହୋଇଛି ‘Tour of Duty Entry Scheme’
ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ଆସିଥିବା ଅଗ୍ନିପଥ ଯୋଜନାକୁ ନେଇ ବର୍ତ୍ତମାନ ସାରା ଦେଶରେ ବିରୋଧାଭାସ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହି ଯୋଜନାକୁ ଦେଶ…
ଫେସବୁକ, ହ୍ୱାଟ୍ସଆପ ଏବଂ ଟ୍ୱିଟର ସମେତ ୨୨ ଆପ ବ୍ୟାନ: ଜାଣନ୍ତୁ କ’ଣ ପ୍ରକୃତ ରହସ୍ୟ
ବିହାର: ଜୁନ ୧୮ ତାରିଖରେ ବିହାର ବନ୍ଦ ପୂର୍ବରୁ ୧୨ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି ରାଜ୍ୟ ସରକାର । ଏହାସହିତ ଫେସବୁକ, ହ୍ୱାଟ୍ସଆପ ଏବଂ ଟ୍ୱିଟର ସମେତ ମୋଟ ୨୨ଟି ଆପ ଉପରେ ବ୍ୟାନ ଆଦେଶ ଜାରି କରାଯାଇଛି…
ବାପରେ ବାପ୍! ମହିଳାଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ଭୟଙ୍କର ଷଣ୍ଢ ଲଢ଼େଇ, ମାନୁନାହାନ୍ତି ନାଳ ନର୍ଦ୍ଦମା, ଦେଖନ୍ତୁ Video
ନୂଆଦିଲ୍ଲୀ: ବିଭିନ୍ନ ସମୟରେ କୌଣସି କାରଣକୁ ନେଇ ପୁରୁଷ-ପୁରୁଷଙ୍କ ମଧ୍ୟରେ ଝଗଡ଼ା ଆପଣମାନେ ଦେଖିଥିବେ । ତେବେ ମହିଳାଙ୍କ ମଧ୍ୟରେ କ୍ୟାଟ୍ ଫାଇଟ୍ କେବେ ଦେଖିଛନ୍ତି କି? ନିକଟରେ କିଛି ମହିଳା ଲଢ଼େଇରେ ଏତେ ମାତିଗଲେ ଯେ…
ଭାରତର ସବୁଠାରୁ ବଡ଼ କ୍ରିପ୍ଟୋ ପୋଞ୍ଜି ଘୋଟାଲା: ବୁଡ଼ିଯିବ ଏକ ଲକ୍ଷ କୋଟି, ସର୍ବସ୍ୱ ହରାଇବେ ଦେଶର ହଜାର ହଜାର ନିବେଶକ
ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ସ୍କାମ ବହୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥାଏ । ଏଭଳି ସ୍କାମ ଦ୍ୱାରା ଦେଶର ଅର୍ଥନୀତି ମଧ୍ୟ ଦୁର୍ବଳ ଆଡ଼କୁ ଠେଲି ହୋଇଯାଇଥାଏ । ତେବେ ଖୁବଶୀଘ୍ର ଭାରତରେ ଏଭଳି ଏକ ବଡ଼ଧରଣର…