Browsing Category

ଦେଶ ବିଦେଶ

ଫ୍ରୀ ଫାୟାର୍ ଗେମ୍ ନେଲା ୧୩ ବର୍ଷିୟ ପୁଅର ଜୀବନ, ସୁଇସାଇଡ୍ ନୋଟରେ ‘I AM SORRY MUMMY’ ଲେଖି ଆତ୍ମହତ୍ୟା

ଛତରପୁର: ପବଜୀ ଗେମ୍ ପରେ ଏବେ ଯୁବପିଢ଼ି ଫ୍ରୀ ଫାୟାର୍ ଗେମ୍ ପିଲାମାନଙ୍କ ପାଇଁ ହାନିକାରକ ହେବାରେ ଲାଗିଛି । କରୋନା କାଳରେ ପାଠପଢ଼ାରେ ବ୍ରେକ୍ ଲାଗିଥିବାରୁ ପିଲାମାନେ ମୋବାଇଲ୍ ରେ ଗେମ୍ ଖେଳି ସମୟର ଦୁରୂପଯୋଗ…

ଅଜାଗାରେ କରୋନା ଟିକା, କାରନାମାକୁ ନେଇ କିର୍ତ୍ତୀ ହେଉଛନ୍ତି ଟ୍ରୋଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଉଦ୍ଦେଶ୍ୟ ଥିଲା ଠିକ୍ । ହେଲେ ବାର୍ତ୍ତା ଦେଇଛ ଭୁଲ୍... ଏଭଳି ୟୁଜର୍ସ କହିବା ସହ ଟ୍ରୋଲ୍ କରୁଛନ୍ତି । ଆଉ ସମାଲୋଚନାର ଶିକାର ହେଉଛନ୍ତି ଅଭିନେତ୍ରୀ କିର୍ତ୍ତୀ କୁହ୍ଲାରୀ । କାରଣ ଟିକାକରଣକୁ…

ପୁଲୱାମାରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ଏନାକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଭାରତୀୟ ଯବାନଙ୍କୁ ମିଳିଛି ବଡ଼ ସଫଳତା । ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର୍ କରି ମାରି ଗଡ଼ାଇଛନ୍ତି ବିଏସଏଫ୍ ଯବାନ । ଆଜି ଭାରତୀୟ ଯବାନ ମାନେ ସୀମାରେ ପଶିବାକୁ ଚେଷ୍ଟା…

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଜାଣନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ସାର ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଚିଠି…

ନୂଆ ଶିକ୍ଷାନୀତି: ସମ୍ଭାବନା ସହ ସମସ୍ୟା

ଦୀର୍ଘଦିନର ପ୍ରତୀକ୍ଷା ପରେ ମାତୃଭାଷା ତଥା ଆଞ୍ଚଳିକ ଭାଷାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ଆଉ ଇତିମଧ୍ୟରେ ୧୧ଟି ଆଞ୍ଚଳିକ ଭାଷାରେ ବିଟେକ୍ ପାଠପଢ଼ା ପାଇଁ ଅନୁମତି ଦେଇସାରିଛନ୍ତି ସରକାର । ଏଭଳି ଘୋଷଣା…

ଦେଶରେ ୫୯୩ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । କିଛିଦିନ ପୂର୍ବରୁ ପୁଣି କରୋନା କଡ଼ ଲେଉଟାଇବାକୁ ନେଇ ଚିନ୍ତା ବଢ଼ିଯାଇଥିଲା ।…

ଦେଶରେ ବଢ଼ି ଚାଲି ବେକାରୀ ସମସ୍ୟା, ଖାଲି ପଡ଼ିଛି ୮ ଲକ୍ଷରୁ ଅଧିକ ପଦବୀ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବେକାରୀ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହେଉଛି । କରୋନା କାରଣରୁ ଏହି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅପରପକ୍ଷେ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଓ…

୧୩୨ ଦେଶରେ ପହଞ୍ଚିଲା କରୋନାର ଡେଲ୍ଟା ଭାରିଆଣ୍ଟ, ଚେତାଇଲା WHO

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓ ଧୀର ଟିକାକରଣକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO । ଶୁକ୍ରବାର ଦିନ WHO କରୋନାର ଡେଲ୍ଟା ଭାରିଆଣ୍ଟକୁ ନେଇ ଚେତାବନୀ ଦେଇଛି । WHOର ଜୁରୁରୀକାଳୀନ…

ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ମନ୍ଦିର, ଶ୍ରୀନଗର ସମେତ ବିଭିନ୍ନ ସହରରେ ହାଇ ଆର୍ଲଟ ଜାରି

ଶ୍ରୀନଗର: ଜାମ୍ମୁକାଶ୍ମୀର ସୀମାନ୍ତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ କଡା ମୁକାବିଲା କରୁଥିବା ଭାରତୀୟ ସେନାର ଅପରେସନକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଉଭୟ ପାକିସ୍ତାନ ଓ ଆତଙ୍କବାଦୀ ସଂଗଠନ । ଆଉ ଏଥିପାଇଁ ଭାରତର କିଛି…

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ବିରୋଧରେ ମାମଲା ରୁଜୁ କଲା ମିଜୋରାମ ପୋଲିସ

ଆଇଜୋଲ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ମିଜୋରାମ ପୋଲିସ । କୋଲାସିବ ଜିଲ୍ଲାର ଭାୟେଙ୍ଗତେ ସହରର ବାହାର ପରିସରରେ ହୋଇଥିବା ହିଂସା ମାମଲରେ ଆସାମ ମୁଖ୍ୟମନ୍ତ୍ରୀଙ୍କ…