Browsing Category

ଦେଶ ବିଦେଶ

ବିଶ୍ୱରେ ଆରମ୍ଭ ହେଲାଣି ତୃତୀୟ ଲହର, ବଢୁଛି ଡେଲ୍‌ଟା ଭାରିଏଣ୍ଟ୍‌ର ପ୍ରକେପ ; ଏବେଠୁ ସତର୍କ ନହେଲେ ସଂକ୍ରମଣ ବ୍ୟାପିବା ସହ ରଚିବ ମୃତ୍ୟୁର…

ଜେନେଭା, (ଓଡ଼ିଶା ଭାସ୍କର): ବିଶ୍ୱରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଛି ବୋଲି କହି ଗୁରୁବାର ସତର୍କ କରାଇ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆନ୍ଧାନୋମ୍‌ ଘେବ୍ରେୟେସୁସ୍‌…

ବନ୍ୟା ନେଲାଣି ୩୦ ଜୀବନ; ବଢିବ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗୁରୁବାର ୟୁରୋପରେ ହୋଇଥିବା ବନ୍ୟାରେ ୩୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ଆଶା କରାଯାଉଛି । ଜର୍ମାନୀ ଏବଂ ବେଲଜିୟମରେ ପ୍ରଳୟଙ୍କରୀ ବନ୍ୟା ଫଳରେ ଗୁରୁବାର ୩୦ ଜଣଙ୍କର…

ସେଲ୍ଫି ନେଲାବେଳେ ବଜ୍ରପାତ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ବଜ୍ରପାତ ଯୋଗୁଁ ପ୍ରତିବର୍ଷ ବିଶ୍ୱରେ ଅନେକ ଲୋକଙ୍କ ଜୀବନ ଯାଉଛି । ଯଦି କାହା ଉପରେ ବଜ୍ରପାତ ପଡ଼େ ସେ ହୁଏତ ବଞ୍ଚିନପାରେ । ତେବେ କେହି ଭାଗ୍ୟବାନ ହୋଇଥିବ ଯେ କି ବଜ୍ରପାତରୁ ବଞ୍ଚିଥିବ । ଏଭଳି ଏକ ଘଟଣା…

ସ୍ୱାମୀ ସଫେଇ କର୍ମଚାରୀ କିନ୍ତୁ ସମାନ ଅଫିସରେ ସ୍ତ୍ରୀ ମୁଖିଆ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ଆସିଛି ଏକ ଭଲ ଖବର । ଯେଉଁଠାରେ ଜଣେ ସଫେଇ କର୍ମଚାରୀଙ୍କ ପତ୍ନୀ ସେହି ବ୍ଲକ ଅଫିସରେ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ସୁନୀଲ କୁମାର ନାମକ ଜଣେ ସଫେଇ କର୍ମଚାରୀ ଯେଉଁ ବ୍ଲକରେ ସଫେଇ…

ସେକ୍ସ କଲେ ମିଳୁଛି ପିଇବା ପାଇଁ ପାଣି

ନୂଆଦିଲ୍ଲୀ : ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ଗୁରୁବାର ଏକ ଛାତିଥରା ଖବର ସାମ୍ନାକୁ ଆସିଛି । ଲିବ୍ୟାରେ ପାଣି ପାଇଁ ମହିଳାଙ୍କୁ ଯୌନ ସମ୍ପର୍କ ରଖିବାକୁ ପଡୁଥିବା ନେଇ ଖବର ପ୍ରକାଶ ପାଇଛି । ଲିବ୍ୟାରେ ରହିଥିବା…

ଏବେ ଆରଟି-ପିସିଆର ଟେଷ୍ଟରେ କରୋନା ସଂକ୍ରମିତଙ୍କ ନେଗେଟିଭ ରିପୋର୍ଟ, ଜାଣନ୍ତୁ ପୁରା ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲାରେ ହ୍ରାସ ଦେଖିବାକୁ ମିଳିଛି । କିଛି ବିଶେଷଜ୍ଞ ଏହାକୁ ଆଶ୍ୱସ୍ତି କହୁଥିବାବେଳେ, କିଛି ବିଶେଷଜ୍ଞ ଭାରତରେ ତୃତୀୟ ଲହରର ଆରମ୍ଭ ହୋଇଥିବା ନେଇ ମଧ୍ୟ ମତ ଦେଇଛନ୍ତି । ଏହି…

ଘୁଞ୍ଚିଲା ଜେଇଇ ମେନ୍ -୨୦୨୧ ; ଜାଣନ୍ତୁ କେବେ ହେବ ପରୀକ୍ଷା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଜେଇଇ ମେନର ଅନ୍ତିମ ଦୁଇ ଚରଣ ପରୀକ୍ଷା ବାକି ରହିଥିବା ବେଳେ…

ଏଲଏସିରେ ଚୀନର ନୂଆ ଚାଲ୍, ସୀମାଠାରୁ କିଛି କିମି ଦୂରରେ ତିଆରି କଲା କଂକ୍ରିଟ୍ କ୍ୟାମ୍ପ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଧମୁନଥିବା ବେଳେ ଏବେ ପୁଣି ଥରେ ଚୀନ ସୈନ୍ୟମାନେ, ସୀମାରେ ସକ୍ରିୟ ହେବାରେ ଲାଗିଛନ୍ତି । ଚୀନ ଏବେ ଏଲଏସି ପାଖରେ ପରମାନେଟ୍ କଂକ୍ରିଟ୍ କ୍ୟାମ୍ପ ତିଆରି କରୁଛି । କୁହାଯାଉଛି ଯେ, ଏପରି…

ଭୁଲରେ ବି ଖେଳନ୍ତୁନି ଏମିତି ଦୋଳି, ନହେଲେ…

ନୂଆଦିଲ୍ଲୀ: ଦୋଳି ଖେଳିବାକୁ ହୁଏତ ସମସ୍ତେ ପସନ୍ଦ କରିଥାନ୍ତି । ତେବେ ଋଷିଆର ଦୁଇଜଣ ମହିଳାଙ୍କ ଏହି ଦୋଳି ଖେଳିବା ଭାରି ପଡ଼ିଛି । ୬୩୦୦ ଫୁଟରେ ଦୋଳି ଖେଳୁଥିବା ସମୟରେ ଛିଡ଼ିଯାଇଥିଲା ଦୋଳି । ଆଉ ଏହି ଘଟଣାର ଭିଡିଓ…

ଶସ୍ତା ହେବ ଖାଇବା ତେଲ; ସରକାର ଆପଣାଉଛନ୍ତି ଏହି ଉପାୟ

ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧିକୁ ନେଇ ଜନସାଧାରଣ ଅସ୍ତବ୍ୟସ୍ତ ହେଉଛନ୍ତି । ଏପରି ସ୍ଥିତିରେ ହ୍ରାସ ପାଇବାକୁ ଯାଉଛି ଖାଇବା ତେଲର ଦାମ । ଖାଇବା ତେଲର ଦର ଦେଶବ୍ୟାପୀ ୨୦୦ ଡେଇଁଥିବା ବେଳେ ଏହା ଆଗାମୀ ଦିନରେ…