Browsing Category
ଦେଶ ବିଦେଶ
ନେପାଳର ନୂଆ ପ୍ରଧାନମନ୍ତ୍ରୀ ଶପଥ ନେବେ ଆଜି
ନୂଆଦିଲ୍ଲୀ: ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଆଜି ଶେର ବାହାଦୁର ଦେଓବା ଶପଥ ଗ୍ରହଣ କରିବେ । ୨୮ ଘଣ୍ଟା ମଧ୍ୟରେ ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।…
ବିଳମ୍ବ ହେବ ପିଲାଙ୍କ ଟିକାକରଣ, ଜାୟକୋବ-ଡି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀକୁ ଅପେକ୍ଷା
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ପିଲାଙ୍କୁ କରୋନା ଠାରୁ ଦୂରେଇ ରଖିବା ପାଇଁ ପ୍ରସ୍ତୁତ ହେଉଥିବା ଟିକାକରଣ ବିଳମ୍ବ ହୋଇପାରେ । ଗୁଜରାଟ ସ୍ଥିତ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଜାଇଡସ କାଡିଲା ଶିଶୁଙ୍କ ପାଇଁ ତିଆରି…
ଜୁଲାଇ ୪ରୁ ଆସିଲାଣି କରୋନାର ତୃତୀୟ ଲହର, ନିୟମ ଭାଙ୍ଗିଲେ ଉପୁଜିବ ଭୟଙ୍କର ସ୍ଥିତି: ବିଶେଷଜ୍ଞ
ହାଇଦ୍ରାବାଦ (ଓଡ଼ିଶା ଭାସ୍କର): କୋଭିଡର ତୃତୀୟ ଲହର ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆସିବ ବୋଲି ଏସ୍ବିଆଇ ନିଜ ରିପୋର୍ଟରେ କହିଥିଲା । ହେଲେ ଜୁଲାଇ ୪ ତାରିଖରୁ କୋଭିଡର ତୃତୀୟ ଲହର ଆରମ୍ଭ ହୋଇଯାଇଛି ବୋଲି ୟୁନିଭର୍ସିଟି…
ସୀମା ଟପିଲା ଡ୍ରାଗନ୍, ଲଦାଖରେ ପଶିଲା ଚୀନ୍ର ପିଏଲ୍ଏ ସେନା, ଦଲାଇଲାମାଙ୍କ ଜନ୍ମଦିନ ପାଳନକୁ ବିରୋଧ କରି ଫେରିଗଲେ..
ଲଦାଖ, (ଓଡ଼ିଶା ଭାସ୍କର): ଚୀନ୍ ସେନାର ଦାଦାଗିରି ପୁଣି ଥରେ ସାମ୍ନାକୁ ଆସିଛି । ସୀମା ଅତିକ୍ରମ କରି ଭାରତର ଲଦାଖ ସ୍ଥିତ ଦେମଚୁକ୍ରେ ପଶିଥିଲେ ଚୀନ୍ ସୈନିକ । ସେମାନଙ୍କ ସହ କେତେକ ଚୀନ୍ ଲୋକ ମଧ୍ୟ ଥିଲେ ।…
ଭାରତୀୟ ଏଜେନ୍ସି ଗୁଡିକୁ ଝଟକା, ପଳାତକ ମେହୁଲ୍ ଚୋକ୍ସିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍
ରୋସେଉ, (ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଋଣ ଜାଲିଆତି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଭାରତରୁ ପଳାତକ ମେହୁଲ ଚୋକ୍ସିଙ୍କୁ ସୋମବାର ଡୋମିନିକାର ଏକ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି…
ଆଜି ୮ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ, କରୋନା ସଂକ୍ରମଣର ସ୍ଥତି ଓ ସାମ୍ଭାବ୍ୟ ତୃତୀୟ ଲହର ମୁକାବିଲା ନେଇ ହୋଇପାରେ ଆଲୋଚନା
ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସ୍ଥିତି ପ୍ରସଙ୍ଗରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଉତ୍ତର-ପୂର୍ବାଞ୍ଚଳର ୮ରାଜ୍ୟ ଯଥା ଆସାମ, ନାଗାଲାଣ୍ଡ, ତ୍ରିୁରା,ସିକିମ୍, ମଣିୁର,…
ଜାଣନ୍ତୁ କିଏ ଏହି ଶେର ବାହାଦୂର ଦେବୁଆ;୫ମ ଥର ପାଇଁ ହେବେ ନେପାଳ ପ୍ରଧାନମନ୍ତ୍ରୀ
କାଠମାଣ୍ଡୁ: ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଶେର ବାହାଦୂର ଦେବୁଆ । ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେବୁଆଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା…
୨ ସନ୍ତାନ ନିୟମକୁ ନେଇ ଏମିତି କହିଲେ ନୀତିଶ
ପାଟଣା: ଉତ୍ତର ପ୍ରଦେଶ ଏବଂ ଆସାମ ଭଳି ବିଜେପି ଶାସିତ ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣକୁ ଆଣିବାକୁ ଆଇନ ଲାଗୁକରାଯିବା ପାଇଁ ଯୋଜନା କରୁଥିବାବେଳେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାକୁ ନେଇ ସାଧାରଣରେ ତାଙ୍କର…
ହୁସିଆର; ହିନ୍ଦୁ ଅଞ୍ଚଳରେ ଗୋ ମାଂସ ବିକିଲେ ଅବସ୍ଥା ସିଭିଅର ହେବ
ଗୌହାଟି: ହିନ୍ଦୁ ଅଞ୍ଚଳରେ ଗୋମାଂସ ବେପାର ହୋଇ ପାରିବ ନାହିଁ ବୋଲି ନିୟମ ଆଣିଛନ୍ତି ଆସାମ ସରକାର । ସୋମବାର ଆସାମ ସରକାରଙ୍କ ପକ୍ଷରୁ ଏହାର ପଶୁ ସୁରକ୍ଷା ଆଇନକୁ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଲାଗୁ କରାଯାଉଥିବା…
ଡେଲ୍ଟାରୁ ସୁରକ୍ଷା ଦେବ ଆଷ୍ଟ୍ରାଜେନିକା କକଟେଲ୍: ଏହି ରାଷ୍ଟ୍ର ଆରମ୍ଭ କଲା ପ୍ରୟୋଗ
ଥାଇଲାଣ୍ଡରରେ ସିନୋଭାକ ଟିକାର ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ମିଳିବ ଆଷ୍ଟ୍ରାଜେନିକାର ଟିକାର ଦ୍ୱିତୀୟ ଡୋଜ । ଏହି ମିଶ୍ରଣ ଡେଲ୍ଟା ଭାରିଆଣ୍ଟ ବିରୋଧରେ ସୁରକ୍ଷା ଦେବା ସହ ଶରୀରରେ ଉଚ୍ଚ ରୋଗପ୍ରତିରୋଧକ ଶକ୍ତିକୁ…