Browsing Category
ଦେଶ ବିଦେଶ
ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିଲା, ଏହି ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା
ନୂଆଦିଲ୍ଲୀ: ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଗୁଜୁରାଟରେ କ୍ଷମତାସୀନ…
ଛୁଆ ସହିତ ଏଗ୍ରିମେଣ୍ଟ କଲା ବାପା: ସର୍ତ୍ତ ମାନିଲେ ମିଳିବ ଏମିତି ପୁରସ୍କାର
ନୂଆଦିଲ୍ଲୀ: ଶିଶୁ ମାନେ ସାଧାରଣତଃ ଟିକେ ଦୁଷ୍ଟାମୀ କରିଥାନ୍ତି । ତେବେ ନିଜ ଛୁଆକୁ ସୁଧାରିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି ଜଣେ ପିତା । ଶିଶୁଟିକୁ ଦୁଷ୍ଟାମୀରୁ ଦୂରେଇ ରଖିବା ପାଇଁ ଏକ ଏଗ୍ରିମେଣ୍ଟ ସାଇନ୍…
ଡ୍ୟୁଟିର ପ୍ରଥମ ଦିନରେ ହିଁ ନର୍ସଙ୍କ ସହ ଗଣଦୁଷ୍କର୍ମ: ମେଡିକାଲ ଛାତରୁ ମିଳିଲା ପୀଡିତାଙ୍କ ଶବ
ଉତ୍ତରପ୍ରଦେଶ: ଉନ୍ନାଓ ବାଙ୍ଗରମାଉ ଦୁଲ୍ଲାପୁରବା ଗ୍ରାମର ଏକ ହସ୍ପିଟାଲରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ । ୫ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏକ ପ୍ରାଇଭେଟ ହସ୍ପିଟାଲରେ ନର୍ସଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ…
ଗଛରେ ଓଲଟା ଝୁଲାଇ ଯୁବକଙ୍କୁ ନିର୍ଧୁମ୍ ମାଡ଼: ସାମ୍ନାକୁ ଆସିଲା Video
ନୂଆଦିଲ୍ଲୀ: ଯୁବକଙ୍କୁ ଗଛରେ ଓଲଟା ଝୁଲାଇ ନିର୍ଧୁମ୍ ମାଡ଼, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଛତିଶଗଡ଼ର ବିଳାସପୁର ଜିଲ୍ଲାରେ ଘଟିଥିବା ଜଣାପଡିଛି । ଭିଡିଓ ଭାଇରାଲ ପରେ ପୋଲିସ…
ସଂସଦ ଭବନରେ ପର୍ଣ୍ଣ ଭିଡିଓ ଦେଖୁଥିଲେ ସାଂସଦ, ଏହି ସମୟରେ ହଠାତ୍ ପହଞ୍ଚିଗଲେ ଜଣେ ମହିଳା
ନୂଆଦିଲ୍ଲୀ: ଆଜିକାଲିର ଅନେକ ଯୁବପୀଢ଼ି ପର୍ଣ୍ଣ ଭିଡିଓର ନିଶାରେ କବଳିତ ହୋଇଥିବାର ଦେଖିବାକୁ ମିଳୁଛି । ତେବେ ବ୍ରିଟେନର ଜଣେ ସାଂସଦଙ୍କର ପର୍ଣ୍ଣ ନିଶା ସୀମା ଟପିଛି । ଥରେ ନୁହେଁ, ଦୁଇ ଦୁଇ ଥର ସାଂସଦ ଜଣଙ୍କ ପର୍ଣ୍ଣ…
ବିଶ୍ୱବିଦ୍ୟାଳୟର ହିସାବ ଭୁଲ୍: ଅନର୍ସ ଛାତ୍ରଙ୍କୁ ଭୁଲରେ ମିଳିଲା ଅଧିକ ମାର୍କ
ନୂଆଦିଲ୍ଲୀ: ଶିକ୍ଷାର ଏକ ନଗ୍ନରୂପ ବିହାରର ଏକ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି । ଜଣେ ଗ୍ରାଜୁଏଟ ଛାତ୍ରଙ୍କୁ ମୋଟ ୧୦୦ ମାର୍କରୁ ୫୫୫ ନମ୍ବର ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟର ପରୀକ୍ଷା ବିଭାଗର ଏହି…
ପୁଣି ଥରେ ଖାଉଟିଙ୍କୁ ମହଙ୍ଗା ମାଡ: ୧୦୨ ଟଙ୍କା ବଢିଲା ଏଲପିଜି ସିଲିଣ୍ଡର
ନୂଆଦିଲ୍ଲୀ: ଦେଶରେ ପୁଣିଥରେ ମହଙ୍ଗା ହୋଇଛି ଏଲପିଜି ସିଲିଣ୍ଡର ମୂଲ୍ୟ । ୧୯ କିଗ୍ରା ସିଲିଣ୍ଡରରେ ଉପଲବ୍ଧ ହେଉଥିବା ବ୍ୟବସାୟିକ ଗ୍ୟାସର ମୂଲ୍ୟ ୧୦୨.୫୦ ଟଙ୍କା ବୃଦ୍ଧି ପାଇଛି । ମେ ୧ ତାରିଖରୁ ଏହି ଦରବୃଦ୍ଧି ଲାଗୁ…
ଚିକେନକୁ ନେଇ ମହାଭାରତ: ଶାଶୂଘର ଆଗରେ ଧାରଣାରେ ବସିଲା ବୋହୂ
ଲଖନଉ: ଉତ୍ତରପ୍ରଦେଶର ସହାରନପୁରରେ ଜଣେ ବିବାହିତା ମହିଳା ନିଜ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଥିବା ଘଟଣା ସାମ୍ନାକୁ ଆସିଛି । ବିବାହିତାଙ୍କୁ ଶାଶୂଘରେ ପଶିବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ କହିବା…
ଇଫତାର ପାର୍ଟିରେ ହିନ୍ଦୁଙ୍କୁ ଦିଆଗଲା ବିଫ୍: ଅସନ୍ତୋଷ ଜାହିର କଲେ ହିନ୍ଦୁ ନେତା
ନୂଆଦିଲ୍ଳୀ: ବିଫ୍ ବା ଗୋମାଂସକୁ ନେଇ ଦେଖାଦେଇଛି ବିବାଦ । ଇଫ୍ତାର ପାର୍ଟରେ ପାରମ୍ପରିକ ଥାଳିରେ ବିଫ୍ ପରସା ଯିବାକୁ ନେଇ ଦେଖା ଦେଇଥିଲା ବିବାଦ । ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଖାଲେଦା ଜିଆଙ୍କ ପକ୍ଷରୁ ଆୟୋଜନ…
ଆଜି ଅନ୍ତର୍ଜାତୀୟ ଶ୍ରମ ଦିବସ: ଜାଣନ୍ତୁ କେଉଁ ସ୍ଥାନରେ କେବେ ପାଳନ ହୋଇଥାଏ ଏହି ଦିନ…
ନୂଆଦିଲ୍ଲୀ: ମେ ୧ ତାରିଖକୁ ଦେଶରେ ଶ୍ରମ ଦିବସ ବା ଶ୍ରମିକ ଦିବସ ରୂପେ ପାଳନ କରାଯାଏ । ତେବେ କେବଳ ଭାରତ ନୁହେଁ, ସାରା ଦୁନିଆରେ ଏହାକୁ ଭିନ୍ନ ନାମରେ ଏବଂ ଭିନ୍ନ ଦିନ ମାନଙ୍କରେ ପାଳନ କରାଯାଏ । ଅନ୍ତରାଷ୍ଟ୍ରୀୟ…