Browsing Category
ଦେଶ ବିଦେଶ
ରେଳ ମନ୍ତ୍ରୀ ଅଶ୍ୱିନୀଙ୍କ ବଡ଼ ଘୋଷଣା: ଏଣିକି ଦୁଇଟି ସିଫ୍ଟରେ କାମ କରିବେ କର୍ମଚାରୀ
ନୂଆଦିଲ୍ଲୀ: ରେଳମନ୍ତ୍ରୀ ଭାବରେ ଦାୟିତ୍ୱକୁ ଆସିବା ପରେ ଅଶ୍ୱିନୀ ବୈଷ୍ଣବ ବଡ ଘୋଷଣା କରିଛନ୍ତି । ମନ୍ତ୍ରଣାଳୟ ସହିତ ସଂଯୁକ୍ତ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଏଣିକି ଦୁଇଟି ସିଫ୍ଟରେ କାମ କରିବେ ବୋଲି ରେଳ…
ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଆଜି ୯୧୧ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା…
ଅଗଷ୍ଟ ସୁଦ୍ଧା ଆସିବ ଫାଇଜର ଓ ମଡର୍ଣ୍ଣା ଟିକାର ୩ରୁ ୪ ମିଲିୟନ୍ ଡୋଜ
ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର): କରୋନାର ତୃତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଟିକାକରଣକୁ ବେଶ୍ ଗୁରତ୍ୱାରୋପ କରିଛନ୍ତି । କୋଭିଡ୍-୧୯ ଟିକାକରଣକୁ ବିସ୍ତାର କରିବା ପାଇଁ ଦେଶରେ ଅଧିକରୁ ଅଧିକ…
ଶପଥପାଠ ପରେ ହ୍ୟାକ୍ ହୋଇଥିଲା ସିନ୍ଧିଆଙ୍କ ଫେସବୁକ୍ ଆକାଉଣ୍ଟ; ଜାଣନ୍ତୁ କଣ ହୋଇଥିଲା ପୋଷ୍ଟ
ନୂଆଦିଲ୍ଲୀ : ବିଜେପି ସରକାରର କ୍ୟାବିନେଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଜ୍ୟୋତିରଦିତ୍ୟ ସିନ୍ଧିଆଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ ହୋଇଥିଲା । ଗୁରୁବାର ଶପଥ ପାଠ ଉତ୍ସବ ପରେ ପରେ…
ଭାରତ ସିରିଜ୍ ପୂର୍ବରୁ ଶ୍ରୀଲଙ୍କା କୋଚଙ୍କୁ କରୋନା
ନୂଆଦିଲ୍ଲୀ: ସଙ୍କଟରେ ଭାରତ ଶ୍ରୀଲଙ୍କା ଦିନିକିଆ ସିରିଜ । ଶ୍ରୀଲଙ୍କା ଟିମର ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର କୋଭିଡ-୧୯ ପଜିଟିଭ ହେବାପରେ ଭାରତ ସିରିଜକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଗ୍ରାଣ୍ଟଙ୍କ ସମେତ ସବୁ…
ପୁଣି ଫେରିଲା ଜିକା ଭାଇରସ; ଏହି ରାଜ୍ୟରୁ ଚିହ୍ନଟ ହେଲେ ପ୍ରଥମ ଆକ୍ରାନ୍ତ
ଥିରୁଅନନ୍ତପୁରମ: ଦେଶକୁ ପୁଣି ଥରେ ଫେରିଛି ଜିକା ଭାଇରସ୍ । ୨୦୧୭ରେ ପ୍ରଥମ ଥର ପାଇଁ ଦେଶରେ ଚିହ୍ନଟ ହୋଇଥିବା ଜିକା ଭାଇରସ୍ ପୁଣି ଥରେ ଫେରିଛି । ଶୁକ୍ରବାର କେରଳରୁ ଦେଶର ପ୍ରଥମ ଜିକା ଭାଇରସ ଆକ୍ରାନ୍ତ ଚିହ୍ନଟ…
ଯେଉଁ ପଦବୀରେ ବାପା ଭରିଥିଲେ ଉଡ଼ାଣ, ସେହି ପଦବୀରେ ଏବେ ଜ୍ୟୋତିରାଦିତ୍ୟ ବିରାଜମାନ!
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡ୍ରିମ୍ ଟିମ୍'ରେ ସ୍ଥାନ ପାଇଛନ୍ତି । ପ୍ରାୟ ଦେଢ଼ ବର୍ଷ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ…
ଚାଷ ପାଇଁ ଲକ୍ଷେ କୋଟି : କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆମୂଳଚୂଳ ପରିବର୍ତ୍ତନ ପରେ ଗୁରୁବାର ବଡ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର । ଚାଷୀ ଓ ଚାଷର ଉନ୍ନତି ପାଇଁ ୧ ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରାଯାଇଛି । କେନ୍ଦ୍ର ସରକାରଙ୍କ…
ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ପୂରାଇଲେ ବୋତଲ, ଭିଡିଓ ବି ଭାଇରାଲ୍ କଲେ: ଏବେ ପୁଲିସ୍ ଘୋଷଣା କରିଛି ପୁରସ୍କାର, ପଢ଼ନ୍ତୁ ପୂରା ଖବର
ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୁଲିସ୍ ବାଂଲାଦେଶୀ ମହିଳାଙ୍କ ସହିତ ଗଣଦୁଷ୍କର୍ମ ଏବଂ ଅତ୍ୟାଚାର କରିବା ମାମଲାରେ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିମଧ୍ୟରେ ଦୁଇ ଜଣ ମହିଳା ମଧ୍ୟ ସାମିଲ ଥିବା ବେଳେ ୧୧ଜଣ…
ପୁଣି ଅଡୁଆରେ ସଲମାନ: ଚଣ୍ଡୀଗଡ଼ରୁ ଆସିଲା ସାଙ୍ଘାତିକ ଅଭିଯୋଗ
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଏବଂ ତାଙ୍କ କମ୍ପାନୀ ‘ବିଙ୍ଗ ହ୍ୟୁମାନ’ ପାଇଁ ବଢ଼ିବାରେ ଅସୁବିଧା । ଚଣ୍ଡୀଗଡ଼ର ଜଣେ ବ୍ୟବସାୟୀ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି । ବ୍ୟବସାୟୀ ଅଭିଯୋଗ କରିଛନ୍ତି…