CHARIDHAM
Browsing Category

ଦେଶ ବିଦେଶ

ଦିଲ୍ଲୀ: ହନୁମାନ ଜୟନ୍ତୀ ଶୋଭାଯତ୍ରା ସମୟରେ ହିଂସା, ପଥରମାଡ଼ରେ ଅନେକ ପୋଲିସ କର୍ମୀ ଆହତ

ଦିଲ୍ଲୀର ଜାହାଙ୍ଗୀର ପୁରୀରେ ହନୁମାନ ଜୟନ୍ତୀ ଅବସରରେ ଦୁଇ ପକ୍ଷ ମଧ୍ୟରେ ହିଂସା ହେବାର ଖବର ଆସିଛି । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ପଥର ମାଡ଼ ହୋଇଥିଲା । ଘଟଣାରେ ପୋଲିସ କର୍ମିଙ୍କ ସମେତ ଅନେକ ଲୋକ ଆହତ…

ଆଇପିଏଲ ଇତିହାସରେ ମୁମ୍ବାଇର ସବୁଠୁ ଖରାପ ପ୍ରଦର୍ଶନ, ପ୍ରଥମ ଥର ପାଇଁ ପ୍ରାରମ୍ଭିକ ୬ ମ୍ୟାଚ୍ ରେ ପରାଜିତ

ଚଳିତ ଆଇପିଏଲରେ ମୁମ୍ବାଇ ଏହାର ପ୍ରଥମ ୬ ମ୍ୟାଚ୍ ରେ ପରାଜୟର ସାମ୍ନା କରିଛି । ଆଜି ଲକ୍ଷ୍ନୌ ସୁପର୍ ଜିଆଣ୍ଟ ବିଜୟ ସହିତ ୬ ମ୍ୟଚ୍ ରୁ ଚାରୁି ମ୍ୟାଚ୍ ରେ ବିଜୟ ହାସଲ କରି ସାରିଛି । ଦଳ ଏବେ ୮ ପଏଣ୍ଟ ସହିତ ଗୁଜୁରାଟ…

କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ପ୍ରସଙ୍ଗ: ସାଂସଦ କୋଟା ଫେରାଇବାକୁ ଦାବିକଲେ ବିଜେଡି, କଂଗ୍ରେସ

କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସୟ, ଏବଂ ଜିଲ୍ଲାପାଳ କୋଟା ରେ ଆଡମିଶନକୁ ବନ୍ଦ କରିବା ନିଷ୍ପତିକୁ ନେଇ ରାଜ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି । ଶାସକ ବିଜେଡି ଏବଂ କଂଗ୍ରେସ ଏହି ନିଷ୍ପତିକୁ ବିରୋଧ କରିଛନ୍ତି । ଏହି କୋଟା…

ମହିଳା ଏବଂ ଶିଶୁଙ୍କ ସମେତ ଅତି କମରେ ୩୦ ଜଣଙ୍କର ମୃତ୍ୟୁ

ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ପାକିସ୍ତାନ । ଏଥିରେ ପ୍ରାୟ ୩୦ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ମିଡିଆ ରିପୋର୍ଟ କରିଛି । ଟୋଲୋ ନ୍ୟୁଜ୍ ରିପୋର୍ଟ ମୁତାବକ ଆଫଗାନିସ୍ତାନର ଦକ୍ଷିଣପୁର୍ବ…

ଯୁବକଙ୍କ ମଳାଶୟରୁ ମିଳିଲା ୨ କେଜିର ଡମ୍ବଲ, କାଢ଼ିବାକୁ ଡାକ୍ତର ହୋଇପଡ଼ିଲେ ନୟାନ୍ତ, ଜାଣନ୍ତୁ କାରଣ

ସାଧାରଣତଃ ଆପଣ ଜିମରେ ଡମ୍ବଲ୍ସ ବ୍ୟବହାର ହେଉଥିବାର ଜାଣିଥିବେ କିନ୍ତୁ କରୋନା ପରଠାରୁ ଅଧିକାଂଶ ଲୋକେ ଘରେହିଁ ବ୍ୟାୟମ କରୁଛନ୍ତି ଫଳରେ ଅନେକ ଜିମ୍ ଉପକରଣ ଘରକୁ କିଣି ଆଣୁଛନ୍ତି । କିନ୍ତୁ ବ୍ରାଜିଲର ଡାକ୍ତରମାନେ…

ଡାକ୍ତରଙ୍କ ବିରୋଧରେ ୩୫ ବର୍ଷରେ ୪୮ ମହିଳାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ

ବ୍ରିଟେନ୍ ରେ ଜଣେ ଭାରତୀୟ ବଂଶୋଦ୍ଧଭ ୪୮ ମହିଳାଙ୍କ ସହିତ ୫୪ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗ୍ଲାସଗୋ ହାଇକୋର୍ଟର ବେଞ୍ଚ ଏହି ମାମଲାରେ ଶୁଣାଣି କରି କୃଷ୍ଣ ବଲ୍ଲଭ ପ୍ରସାଦ ସିଂ(୭୨)ଙ୍କୁ ଗୁରୁବାର…

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଥାନାରେ ଏତଲା, ମଦ ପିଇ ଗୁରୁଦ୍ୱାରରେ ପ୍ରବେଶ କରିଥିବା ଅଭିଯୋଗ

ଚଣ୍ଡୀଗଡ଼: ଭାରତୀୟ ଜନତା ପାର୍ଟୀର ନେତା ତେଜିନ୍ଦର ପାଲ ସିଂହ ବଗ୍ଗା ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବିରୋଧରେ ପୋଲିସରେ ଅନଲାଇନ ଅଭିଯୋଗ କରିଛନ୍ତି । ସିଏମ ମାନଙ୍କ ଉପରେ ନିଶାସକ୍ତ ଅବସ୍ଥାରେ…

ଜାଣନ୍ତୁ କିପରି ବିବାହ କରିଥିଲେ ହନୁମାନ ମହାରାଜ! ଏହି ରାଜ୍ୟରେ ଏକା ସାଙ୍ଗରେ ସ୍ତ୍ରୀ’ଙ୍କ ସହ ପାଆନ୍ତି ପୂଜା

କୁହାଯାଏ ଯେ ଭଗବାନ ହନୁମାନ ଏପରି ଦେବତା ଯିଏ ଅମର ଅଟନ୍ତି । ହନୁମାନ ତାଙ୍କର ସାରା ଜୀବନ ପ୍ରଭୁ ଶ୍ରୀରାମଙ୍କ ଆରାଧନାରେ କଟାଇ ଦେଇଥିଲେ । ତାଙ୍କର ବାଲ୍ୟଲୀଳା ବିଷୟରେ ସମସ୍ତେ ପ୍ରାୟତଃ ଜାଣନ୍ତି । ବର୍ତ୍ତମାନର…

ପାକିସ୍ତାନରେ ବିଧାନସଭା ପାଲଟିଲା ରଣକ୍ଷେତ୍ର: ଉପ ବାଚସ୍ପତିଙ୍କୁ ଚାପୁଡ଼ା ମାରିଲେ ଇମ୍ରାନଙ୍କ ଦଳର ବିଧାୟକ

ପଞ୍ଜାବ (ପାକିସ୍ତାନ) ବିଧାନସଭାରେ ଶନିବାର ଜୋରଦାର ହଙ୍ଗମା ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ ଇମରାନ ଖାନଙ୍କ ପାର୍ଟୀ ପାକିସ୍ତାନ ତହରିକ-ଏ-ଇନ୍ସାଫ୍(ପିଟିଆଇ) ସଦସ୍ୟ ପଞ୍ଜାବ ବିଧାନସଭାର ଉପ ବାଚସ୍ପତି ଦୋସ୍ତ…

ନାଗକୁ ହତ୍ୟା କରିଦେଲା ଯୁବକ, ଏହାପରେ ନାଗ ହତ୍ୟାର ପ୍ରତିଶୋଧ ନେଲା ନାଗିନ

ନୂଆଦିଲ୍ଲୀ: ନାଗ-ନାଗୁଣୀଙ୍କୁ ନେଇ ଆପଣମାନେ ପୂର୍ବରୁ ଅନେକ କାହାଣୀ ଶୁଣିଥିବେ । ମାତ୍ର ନିକଟରେ ଉତ୍ତରପ୍ରଦେଶରୁ ଯେଉଁ କାହାଣୀଟି ସାମ୍ନାକୁ ଆସିଛି ତାହା କୌଣସି ଫିଲ୍ମର ଷ୍ଟୋରୀ ଠାରୁ କମ୍ ନୁହେଁ । ନାଗର ମୃତ୍ୟୁର…