Browsing Category

ଦେଶ ବିଦେଶ

ପୁଣି କରୋନା ତାଣ୍ଡବ ରଚିଲା ଏହି ଦେଶରେ, ଆରମ୍ଭ ହେଲା ଲକଡାଉନ୍

ଲଣ୍ଡନ, ୧୫ା୧୨: ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ । ସୂଚନା ମୁତାବକ ଇଂଲଣ୍ଡରେ କରୋନା ଭାଇରସର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ କିଛି ଅଞ୍ଚଳକୁ ପୁଣି ଲକଡାଉନ୍ କରାଯାଇଛି ।…

ସ୍କୂଲ ଖୋଲିବା କୁ ନେଇ ପ୍ରସ୍ତୁତି , ଶନିବାର ଓ ରବିବାର ପଢ଼ାଯିବ ପାଠ

କରୋନା ମହାମାରୀ ସଙ୍କଟ ମଧ୍ୟ ରେ ଦୀର୍ଘ ଦିନ ଧରି ରାଜ୍ୟ ର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି ଯାହଫଳରେ ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ଇତିମଧ୍ୟ ରେ ଏକ ଖୁସି ଖବର…

କରୋନା ପାଇଁ ବନ୍ଦ ହେବ ଶୀତ ଅଧିବେଶନ

ନୂଆଦିଲ୍ଲୀ, ୧୫ା୧୨: କରୋନା ପାଇଁ ଦେଶର ସ୍କୁଲ, କଲେଜଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିଛି । । ତେବେ କରୋନା ପାଇଁ ଚଳିତ ଥର ସଂସଦର ଶୀତ ଅଧିବେଶନ ହେବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ…

୨୪ ଘଣ୍ଟାରେ ୩୫୪ କରୋନା ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ, ୧୪।୧୨: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୩ ହଜାର ୭୦୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୦୬୫ ନୂଆ…

ନ୍ୟୁଡ ଭିଡିଓ କଲ୍ କରି ଫସିଗଲେ ଯୁବକ

ସୋସିଆଲ ମିଡିଆରେ ଅନେକ ଯୁବକ ଯୁବତୀମାନଙ୍କୁ ବ୍ଲାକମେଲ କରି ଟଙ୍କା ଲୁଟୁଥିବାର ତ ଆପଣ ଶୁଣୁଥିବେ । କିନ୍ତୁ ଜଣେ ଯୁବତୀ ଯୁବକଙ୍କୁ ବ୍ଲକାମେଲ କରି ଠକିନେଇଥିବା ଘଟଣା ବହୁତ କମ୍ ଶୁଣିଥିବେ । ସେହିପରି ଏକ ଘଟଣା…

ଟିକାକରଣ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ,୧୪ ।୧୨: ଦେଶରେ ହେବାକୁ ଥିବା ଟିକାକରଣ ପାଇଁ ଆଜି ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ପ୍ରତି ଦିନ ପ୍ରତି ସେସନରେ ୧୦୦ରୁ ୨୦୦ ଲୋକଙ୍କୁ ଟିକା ଦିଆଯିବ । ଟିକା ଦିଆଯିବା ପରେ ବ୍ୟକ୍ତିଙ୍କୁ ୩୦…

କରୋନା କାଳରେ ଗୁପଚୁପ୍ ଦୋକାନୀର ଗଜବ ଯୁଗାଡ, ଭାଇରାଲ ହେଲା ଭିଡିଓ

କରୋନା କାଳରେ ସାରା ବିଶ୍ୱର ଲୋକ ଚିନ୍ତିତ ଥିବା ବେଳେ ବାହାରକୁ ଯିବା ପାଇଁ ମଧ୍ୟ ଡର ଲାଗୁଛି । ଏହି ସମୟରେ ବାହାରେ ମିଳୁଥିବା ଖାଦ୍ୟକୁ ବହୁତ ଲୋକ ମିସ୍ କରୁଛିନ୍ତି । ସେହିପରି ଅନେକ ଲୋକ ସାଧାରଣତଃ ଝିଅମାନଙ୍କୁ ଭଲ…