Browsing Category
ଦେଶ ବିଦେଶ
୧୨ ଜୁଲାଇରୁ ଶସ୍ତା ହେବ ସୁନା! ଜାଣନ୍ତୁ କେତେ ରହିବ ଦାମ୍
ନୂଆଦିଲ୍ଲୀ: ଯଦି ଆପଣ ଶସ୍ତାରେ ସୁନା କିଣିବାକୁ ଚାହୁଁଛନ୍ତି କିମ୍ବା ସୁନାରେ ବିନିଯୋଗ କରିବାକୁ ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଜୁଲାଇ ୧୨ ତାରିଖରୁ ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ର…
ଘରର ଦେଖାଶୁଣା କରିବା ପାଇଁ ଦେଇଥିଲେ ଚାବି, ୫ କୋଟିର ମାଲ୍ ନେଇ ଫୁର୍ ହୋଇଗଲା ଚାକର
ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ବଡ଼ଧରଣର ଲୁଟ୍ ଖବର ସାମନାକୁ ଆସିଛି । ଜେଲରେ ରହିଥିବା ଜଣେ ବ୍ୟକ୍ତି ନିଜ ଘରର ଦେଖାଶୁଣା କରିବା ପାଇଁ ଚାକରକୁ ଘରର ଚାବି ଦେଇଥିଲେ । ମାତ୍ର ଚାକରଟି ନିଜ ସହଯୋଗୀଙ୍କ ସହ ମିଶି ମାଲିକ ଘରୁ…
ପୁଣି ଦେଶରେ ହଜାରେ ଟପିଲା କରୋନା, ଆଜି ୧୨୦୬ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା…
ଆଜିଠାରୁ ୧୧ ଦିନ ଯାଏ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ପୂରା ତାଲିକା
ନୂଆଦିଲ୍ଲୀ: ଆଜି ଠାରୁ ପୂରା ୧୧ ଦିନ ଯାଏ ବନ୍ଦ ରହିବ ବ୍ୟାଙ୍କ୍ ସେବା । ତେଣୁ ବ୍ୟାଙ୍କ ସମ୍ବନ୍ଧିତ ଯଦି କୌଣସି କାମ ରହିଛି ତେବେ ତାକୁ ସାରିବାକୁ ଆପଣଙ୍କୁ ଲମ୍ବା ଅପେକ୍ଷା କରିବାକୁ ପଡ଼ିବ । କାରଣ ଜୁଲାଇ ମାସରେ…
ଲାଉଡ୍ ସ୍ପିକର ବଜାଇଲେ ଗଣିବେ ୧ ଲକ୍ଷ ଫାଇନ୍, ଲାଗୁହେଲା ନିୟମ
ନୂଆଦିଲ୍ଲୀ: ଏଣିକି ବିନା ଅନୁମତିରେ ଲାଉଡ୍ ସ୍ପିକର ବଜାଇଲେ ୧ ଲକ୍ଷ ଫାଇନ୍ ଗଣିବେ । ଏହାସହ ଧ୍ୱନି ପ୍ରଦୂଷଣ କଲେ ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଯାଏଁ ଫାଇନ୍ ଦେବାକୁ ପଡ଼ିବ । ଖୁବଶୀଘ୍ର ଏହି ନିୟମ ଲାଗୁ କରିବାକୁ…
ସାର୍ ନୁହେଁ, ଆପଣ ମୋତେ ବସ୍ ଡାକିବେ, ଇଞ୍ଜିନିୟରଙ୍କୁ ଏପରି କହିଲେ ନୂଆ ରେଳମନ୍ତ୍ରୀ ଅଶ୍ୱିନୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନବଗଠିତ କ୍ୟାବିନେଟରେ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଅଶ୍ୱିନୀଙ୍କୁ ନେଇ ଦିଲ୍ଲୀ ଦରବାରରେ…
ବାଂଲାଦେଶ ଜୁସ୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୫୨ ମୃତ, ୫୦ରୁ ଅଧିକ ଆହତ
ଢାକା,(ଓଡ଼ିଶା ଭାସ୍କର): ବାଂଲାଦେଶର ଏକ କାରଖାନାରେ ଶୁକ୍ରବାର ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିସହ ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି ।…
ବାୟୁରେ ରହିଛି କି କରୋନା ଭୂତାଣୂ; ଜାଣିବାରେ ସହାୟତା କରିବ ଏହି ମେସିନ୍
ବେଙ୍ଗାଲୁରୁ: କରୋନା ସମୟରେ ସମସ୍ତେ ସତର୍କତା ଅବଲମ୍ବନ କରୁଛନ୍ତି । ତେବେ ଆପଣ ନିଶ୍ୱାସ ପ୍ରଶ୍ୱାସରେ ଯେଉଁ ବାୟୁ ନେଉଛନ୍ତି ସେଥିରେ ଅଛି କି କରୋନା ଭୂତାଣୁ । ଏସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଆବିଷ୍କାର ହୋଇଛି ଏକ…
ଅଶ୍ୱତ୍ଥାମା ହେବ ଆମେରିକୀୟ ସେନା!
ୱାଶିଂଟନ୍: ମହାଭାରତର ଚରିତ୍ର ଅଶ୍ୱତ୍ଥାମା । ଅମର ରହିବାର ବର ପାଇଥିବା ଅଶ୍ୱତ୍ଥାମା ନିଜ ବୟସ କମ କରିବାର ଶକ୍ତି ପାଇଥିଲେ । ସମାନ ଢଙ୍ଗରେ ଆମେରିକୀୟ ସେନା ମଧ୍ୟ ସେହିଭଳି କିଛି ସଫଳତା ହାସଲ କରିବାକୁ ଯାଉଛି ।…
ବଳଦ କି ଟ୍ରାକ୍ଟର ନଥିଲା; ଜମି ହଳ କଲେ ଦୁଇ ଭଉଣୀ…
ନୂଆଦିଲ୍ଲୀ: ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ । ଏଠାରେ ବଡ଼ ମାତ୍ରାରେ କୃଷି କାର୍ଯ୍ୟ କରାଯାଇଥାଏ । ହେଲେ ଆଜିବି ଅନେକ କୃଷକ ଅଛନ୍ତି ଯେଉଁମାନେ ଉଚିତ୍ ସୁବିଧା ସୁଯୋଗ ପାଇପାରୁନାହାଁନ୍ତି । ଏଭଳିି ଅନେକ କୃଷକ…