Browsing Category
ଦେଶ ବିଦେଶ
ସୂର୍ଯ୍ୟରୁ ବାହାରିଥିବା ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ ଆଜି ପୃଥିବୀ ସହ ହେବ ଧକ୍କା, ପ୍ରଭାବିତ ହୋଇପାରେ ଜିପିଏସ୍
ୱାଶିଂଟନ୍: ସୂର୍ଯ୍ୟଙ୍କଠାରୁ ଏକ ଉଜ୍ଜ୍ୱଳ ଆଲୋକ ବାହାରିଥିବା ନେଇ ନାସାର ସୋଲାର ଡାଇନାମିକ୍ସ ଅବଜରଭେଟରୀ ସୂଚନା ଦେଇଛି । ଏହା ଯୋଗୁଁ ଶନିବାର ଦିନ ଏକ ଜିଓମ୍ୟାଗ୍ନେଟିକ୍ ଷ୍ଟୋର୍ମ କିମ୍ବା ଭୂ-ଚୁମ୍ବକୀୟ ଝଡ଼…
ଘର ଅଳିଆରୁ ମିଳିଲା ୨୦ କୋଟି ଟଙ୍କାର ଦୁର୍ଲଭ ହୀରା, ବୃଦ୍ଧ ଦମ୍ପତିଙ୍କ ବଦଳିଗଲା ଭାଗ୍ୟ!
ନୂଆଦିଲ୍ଲୀ: ମଣିଷର ଭାଗ୍ୟ କେତେବେଳେ ବଦଳିଯିବ ତାହା କେହି ବି କହିପାରିବେନି । କାହା ସହ କୌଣସି ବି ମୁହୂର୍ତ୍ତରେ ଚମତ୍କାର ହେବ ତାହା ଆଗରୁ ଜାଣିବା ଖୁବ୍ ମୁସ୍କିଲ୍ । ତେବେ ଏପରି କିଛି ହୋଇଛି ବ୍ରିଟେନରେ ରହୁଥିବା…
ଆମେରିକାରେ ଶିଶୁଙ୍କୁ ଦିଆଯିବ ଫାଇଜର ଟିକା
ୱାଶିଂଟନ୍: କରୋନା କାଳରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଆମେରିକାରେ ଶିଶୁଙ୍କୁ ଟିକା ଦିଆଯିବା ନେଇ ଚାଲିଛି ପ୍ରସ୍ତୁତି । ଶିଶୁଙ୍କୁ କୋଭିଡର ଫାଇଜର ଟିକା ଦିଆଯିବ । ଦେଶର ୫ରୁ ୧୧ ବର୍ଷ ବୟସ୍କଙ୍କୁ ଫାଇଜର…
ପୁନିଥଙ୍କ ଗୋଟିଏ ଝଲକ ପାଇଁ ଫ୍ୟାନ୍ସ ପାଗଳ, ରାଜକୀୟ ସମ୍ମାନ ସହିତ ହେବ ଅନ୍ତିମ ସଂସ୍କାର
ବେଙ୍ଗାଲୁରୁ: କନ୍ନଡ ଅଭିନେତା ତଥା ପାୱାର୍ ଷ୍ଟାର୍ ପୁନିଥ୍ ରାଜକୁମାରଙ୍କର ୪୬ ବର୍ଷରେ ନିଧନ ହୋଇଯାଇଛି । ହୃଦଘାତ କାରଣରୁ ତାଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ଦିନ ହୃଦଘାତ କାରଣରୁ ତାଙ୍କୁ ବେଙ୍ଗାଲୁରୁସ୍ଥିତ…
ପୁଣି ବିମାନ ଉଡ଼ାଣ ଉପରେ ଲାଗିଲା କଟକଣା, ନଭେମ୍ବର ୩୦ ଯାଏ ବିଦେଶକୁ ଉଡ଼ାଣ ବନ୍ଦ
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ପୁଣି ଥରେ ନଭେମ୍ବର ୩୦ ଯାଏ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବା ଉପରେ ରୋକ ଲଗାଇଛି ଡିଜିସିଏ । ଗତକାଲି କରୋନା ସଂକ୍ରାନ୍ତ କଟକଣାକୁ କେନ୍ଦ୍ର ସରକାର ନଭେମ୍ବର ୩୦ ଯାଏ ବୃଦ୍ଧି…
ଆଜି ପୁଣି ବଢ଼ିଲା ତୈଳ ଦର, ମୁମ୍ବାଇରେ ପେଟ୍ରୋଲ ଦର ୧୧୪ ପାର୍; ଜାଣନ୍ତୁ ଆପଣଙ୍କ ସହରର ଦର
ନୂଆଦିଲ୍ଲୀ: ଦେଶରେ ତୈଳଦରରେ ଲଗାମ ଲାଗିବାର ନାଁ ଧରୁନି । ସରକାରୀ ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ଥରେ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ପାଇଛି । ଆଜି ଡିଜେଲ୍ ଦର ୩୭ ପଇସା ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ୍ ଦର ୪୪…
ଆଜି ଦେଶରେ ୩ଟି ଲୋକସଭା ସିଟ୍ ଏବଂ ୨୯ଟି ବିଧାନସଭା ସିଟ୍ରେ ହେବ ଉପନିର୍ବାଚନ
ନୂଆଦିଲ୍ଲୀ: ଆଜି ଦେଶରେ ୩ଟି ଲୋକସଭା ସିଟ୍ ଏବଂ ୨୯ଟି ବିଧାନସଭା ସିଟ୍ରେ ଉପନିର୍ବାଚନ ହେବ । ମତଦାନ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ କୋଭିଡ ପ୍ରୋଟୋକଲ୍ ନେଇ ସମସ୍ତ ପଦକ୍ଷେପ ନିଆଯାଇଛି ।…
ଦମ୍ପତିଙ୍କ ହନିମୁନ୍ ଖରାପ ହେବାରୁ ହୋଟେଲ ଉପରେ ଲାଗିଲା ଏତିକି ଟଙ୍କାର ଜୋରିମାନା!
ନୂଆଦିଲ୍ଲୀ: ଚଣ୍ଡିଗଡ଼ର ଗ୍ରାହକ ବିବାଦର ସମାଧାନ ଆୟୋଗ ଏକ ନବ ବିବାହିତ ଦମ୍ପତିଙ୍କ ହନିମୁନ୍ ଖରାପ କରିବାରୁ ଏକ ଟ୍ରାଭେଲ୍ ଫର୍ମ ଏବଂ ମନାଲିର ଏକ ହୋଟେଲ ଉପରେ ଜୋରିମାନା ଲଗାଇଛନ୍ତି। ଉକ୍ତ ଦମ୍ପତି ଅଭିଯୋଗ କରିଥିଲେ…
ରାଜଧାନୀରେ ପୂର୍ଣ୍ଣ କ୍ଷମତା ସହ ଖୋଲିବ ସିନେମା ହଲ୍, ଥିଏଟର୍ ଓ ମଲ୍ଟିପ୍ଲେକ୍ସ
ନୂଆଦିଲ୍ଲୀ: ଦିଲ୍ଲୀରେ ଅବଶ୍ୟ ଛଠ୍ ପୂଜା ପାଇଁ ଅନୁମତି ଦିଆଯାଇଛି, କିନ୍ତୁ ଚଳିତ ଥର ଯମୁନା କୂଳରେ ଏହା ଆୟୋଜନ ହେବ ନାହିଁ । ଏହା ବଦଳରେ ରାଜସ୍ୱ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଜାଗା ଚିହ୍ନଟ କରି ଏମସିଡି, ଡିଡିଏ…
ପୃଥିବୀ ଆଡକୁ ଆସୁଛି ସୌର ଝଡ଼, ଜିପିଏସ୍ ସେବା ବାଧାପ୍ରାପ୍ତ ନେଇ ଆଶଙ୍କା ପ୍ରକାଶ କଲା ନାସା
ନୂଆଦିଲ୍ଲୀ, : ଆଜି ପୃଥିବୀ ଉପରେ ସୌର ଝଡ଼ର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଏହା ଦ୍ୱାରା ଜିପିଏସ୍ ସେବା ବାଧାପ୍ରାପ୍ତ ହୋଇପାରେ ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା- ନାସା ପକ୍ଷରୁ କୁହାଯାଇଛି । ନାସାର…