Browsing Category

ଦେଶ ବିଦେଶ

ଦେଶରେ କରୋନା ସୁସ୍ଥ ହାର ୨୩.୩%

ନୂଆଦିଲ୍ଲୀ, ୨୮ା୪: ଦେଶରେ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ଅଧିକରୁ ଅଧିକ ନମୁନା ପରୀକ୍ଷା କରାଯାଉ । ଡ୍ରୋନ…

ସେଣ୍ଟ୍ରାଲ ଜେଲର ୧୯ କଏଦୀ କରୋନା ପଜିଟିଭ୍

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଆଜି ମଧ୍ୟପ୍ରଦେଶର ସେଣ୍ଟ୍ରାଲ ଜେଲର ୧୯ ଜଣ କଏଦୀ କରୋନାରେ ଚିହ୍ନଟ ହୋଇଛନ୍ତି । ଏକ ଅସ୍ଥାୟୀ ଜେଲରେ ସମସ୍ତ କଏଦୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।…

ବସ୍ ଇନସୁରାନ୍ସ ଅବଧି ୬ମାସ ବୃଦ୍ଧି କରାଯାଉ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର, ୨୮ା୪(ଓଡ଼ିଶା ଭାସ୍କର): ଆଜି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ପରିବହନମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପଦ୍ମନାଭ ବେହେରା…

ଗୁଜବ ପରେ ଇରାନରେ ୫୦୦୦ ଲୋକ ପିଇଗଲେ ମଦ, ଚାଲିଗଲା ୭୨୮ ଜଣଙ୍କ ଜୀବନ

ଗୁଜବ ପ୍ରକାଶ ପରେ ହଜାର ହଜାର ଲୋକ ମଦ ପିଇ ମରିବା ଘଟଣାକୁ ଶେଷରେ ସ୍ୱୀକାର କରିଛନ୍ତି ଇରାନ୍ ସରକାର । ସୋସିଆଲ ମିଡିଆ ମାଧ୍ୟମରେ ଇରାନରେ ଏକ ଗୁଜବ ପ୍ରଚାର ହୋଇଥିଲା ଯେ, ଆଲକହଲ୍ ପିଇବା ଦ୍ୱାରା କରୋନା ହେବନାହିଁ ।…

ହିମାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ, ୨୮ା୪: ହିମାଚଳପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ଦିନ ୧୨ଟା ୧୭ରେ ଭୂକମ୍ପ ଅନୂଭୂତ ହୋଇଥିବା ନେଇ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ୪ ଥିବା ରିକ୍ଟର ସ୍କେଲରେ ରେକର୍ଡ଼ କରାଯାଇଛି । କିନ୍ତୁ…

ନୀତି ଆୟୋଗ କାର୍ଯ୍ୟାଳୟ ସିଲ୍

ନୂଆଦିଲ୍ଲୀ, ୨୮ା୪: ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ନୀତି ଆୟୋଗ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । ୨ଦିନ ପାଇଁ ନୀତି ଆୟୋଗ ବିଲ୍ଡିଂକୁ ସିଲ୍ କରାଯାଇଥିବା ନେଇ ସୂଚନା ମିଳିଛି । ସେଠାରେ ଜଣେ ଅଧିକାରୀଙ୍କଠାରେ କରୋନା…

ଏଣିକି ଫ୍ଲାଇଟ୍ ପାଇଁ ଦେଖାଇବାକୁ ପଡିବ ମେଡିକାଲ ସାର୍ଟିଫିକେଟ୍

କରୋନା ଭାଇରସ୍ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକ୍-ଡାଉନର ଅବଧି ମେ ୩ରେ ସମାପ୍ତ ହେବାକୁ ଯାଉଛି । ହଟସ୍ପଟ୍ ଅଞ୍ଚଳକୁ ଛାଡି ବାକି ଅଞ୍ଚଳରେ ଲକ୍-ଡାଉନ୍ ହଟାଇବା ଉପରେ ସରକାର ବିଚାର କରୁଛନ୍ତି । କିନ୍ତୁ ଟ୍ରେନ୍ ଓ…