Browsing Category
ଦେଶ ବିଦେଶ
ଆସିବ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍, ଲିଡ୍ ରୋଲରେ ଏହି ହିରୋ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ଜୀବନୀ ଉପରେ ଏକ ବାୟୋପିକ୍ ନିର୍ମିତ ହେଉଛି । ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ ସାଙ୍ଗକୁ ସଫଳ ଅଧିନାୟକ…
ଭୁଟାନ୍ରେ ଲଞ୍ଚ ହେଲା ଭୀମ୍ ଆପ୍, ଭାରତୀୟ ପର୍ଯ୍ୟଟକ ଓ ବ୍ୟବସାୟଙ୍କୁ ମିଳିବ କ୍ୟାସଲେସ୍ ସୁବିଧା
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଭୁଟାନରେ ଭାରତର ମୋବାଇଲ୍ ପେମେଣ୍ଟ ଆପ୍ ‘ଭୀମ୍ ଆପ୍ ’ଅର୍ଥାତ୍ ଭରତ ଇଣ୍ଟରଫେସ୍ ଫର୍ ମନି ଲଞ୍ଚ କରାଯାଇଛି । ଏହାକୁ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଭୁଟାନର…
୧୫ରେ ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ ,କରୋନାର ଦ୍ବିତୀୟ ଲହର ପରେ ନିଜ ସଂସଦୀୟ କ୍ଷେତ୍ରକୁ ଯିବେ ମୋଦି
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୫ରେ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତରେ ଯିବେ । କରୋନାର ଦ୍ୱିତୀୟ ଲହର ପରେ ଏହା ମୋଦିଙ୍କ ପ୍ରଥମ ବାରାଣାସୀ ଗସ୍ତ । ବାରାଣାସୀରେ…
ଦୀପକ କାବ୍ରା ରଚିଲେ ଇତିହାସ, ପ୍ରଥମ ଭାରତୀୟ ଭାବେ ହେଲେ ଅଲିମ୍ପିକର ଜିମ୍ନାଷ୍ଟିକ୍ ଜଜ୍
ନୂଆଦିଲ୍ଲୀ: ଭାରତର ଜିମ୍ନାଷ୍ଟିକ୍ ବିଚାରପତି ଦୀପକ କାବ୍ରା ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ବିଚାରପତି ଭାବେ ଯୋଗଦେବେ । ଜିମ୍ନାଷ୍ଟିକ୍ସରେ ପ୍ରଥମ…
ସାଂଘାତିକ ହୋଇପାରେ ଦୁଇଟି ଅଲଗା ଟିକା ନେବା, ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ନୂଆଦିଲ୍ଲୀ: କମିନି କରୋନା ଭୟ । ହଟିନି ସଂକ୍ରମଣ । ଦ୍ୱିତୀୟ ତରଙ୍ଗ ପରେ ଭୂତାଣୁର ତୃତୀୟ ଲହର ଦେଶକୁ ମାଡ଼ି ଆସୁଛି ବୋଲି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ତେବେ ଏହାରି ମଧ୍ୟରେ…
ବିପଦରେ ଇଣ୍ଟରନେଟରେ ଉପଲବ୍ଧ ମାଗଣା ତଥ୍ୟ, ଜାଣନ୍ତୁ କାହିଁକି ଏମିତି କହିଲେ ସୁନ୍ଦର ପିଚାଇ
ନୂଆଦିଲ୍ଲୀ: ବିପଦରେ ମାଗଣାରେ ଇଣ୍ଟରନେଟରେ ଉପଲବ୍ଧ ହେଉଥିବା ତଥ୍ୟ । ସୋମବାର ଏକ ସାକ୍ଷାତକାରରେ ଏମିତି କିଛି କହିଛନ୍ତି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ । ପିଚାଇ କହିଛନ୍ତି ବହୁ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର…
ହଠାତ୍ ମରି ଯାଉଛନ୍ତି ପକ୍ଷୀ, ପୁଣି ଏକ ବଡ଼ ମହାମାରୀ ଆଶଙ୍କା
ନୂଆଦିଲ୍ଲୀ: କିଛି କାରଣ ନାହିଁ, ଜଣାପଡୁନି କଣ ରୋଗ । କିନ୍ତୁ ହଠାତ୍ ବିଭନ୍ନ ପ୍ରଜାତିର ପକ୍ଷୀ ମରି ଟଳିପଡୁଛନ୍ତି । ଫଳରେ ପୁଣି ଏକ ମହାମାରୀ ବା ଫ୍ଲୁ’ର ଆଶଙ୍କା ଘନେଇଲାଣି । ଆମେରିକାରେ ଦେଖାଦେଇଛି ଏଭଳି ରହସ୍ୟମୟ…
ପାକିସ୍ତାନୀ ସେନା ଉପରକୁ ଆତଙ୍କୀ ଆକ୍ରମଣ, ୧୫ରୁ ଅଧିକ ଯବାନ ମୃତ
ପାକିସ୍ତାନର ଖୈବର ପାଖତୁନଖ୍ୱାର କୁର୍ରମଠାରେ ପାକିସ୍ତାନ ତହରିକ-ଏ-ତାଲିବାନ ସେନା ଉପରକୁ ଆକ୍ରମଣ କରିଛି । ଏହି ଆକ୍ରମଣରେ ସେନାର କ୍ୟାପଟେନଙ୍କ ସହ ୧୨ରୁ ୧୫ ଯବାନଙ୍କ ମୃତ୍ୟୁ ହୋଇଛି । ଆକ୍ରମଣରେ ଅନେକ ପାକିସ୍ତାନୀ…
ଘୋଷଣା ହେଲା NEET (PG)ର ପ୍ରବେଶିକା ତାରିଖ; ଜାଣନ୍ତୁ କେବେ ହେବ ପରୀକ୍ଷା ?
ନୂଆଦିଲ୍ଲୀ:ନିଟ୍ ପିଜି ପରୀକ୍ଷା ସେପ୍ଟେମ୍ବର ୧୧ ତାରିଖରେ ହେବ । ଏନେଇ ନବନିଯୁକ୍ତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ତେବେ ଦେଶର ମେଡିକାଲ କଲେଜରେ ପିଜି…
‘ଆପ୍’କୁ ପ୍ରଶଂସା କଲେ ସିଦ୍ଧୁ, ଟ୍ୱିଟ୍ ପରେ ତେଜିଲା କଂଗ୍ରେସରେ ବିବାଦ
ନୂଆଦିଲ୍ଲୀ: ଅଗାମୀ ବିଧାନସଭା ନିର୍ବାଚନ ପୂବର୍ରୁ ପଞ୍ଜାବରେ ରାଜନ÷ତିକ ଉତ୍ତେଜନା ଦେଖାଦେଇଛି । କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଏକ ଟ୍ୱିଟକୁ ନେଇ ପଞ୍ଜାବ କଂଗ୍ରେସ ଦଳ ମଧ୍ୟରେ ଅନ୍ତଃ ବିବାଦ ଦେଖାଦେଇଛି ।…