CHARIDHAM
Browsing Category

ଦେଶ

ଚୀନରୁ ଆସିବନି ଏହି ଜିନିଷ, ପେଜର ଆକ୍ରମଣ ପରେ ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଲେବାନନରେ ହୋଇଥିବା ପେଜର ବିସ୍ଫୋରଣ ପରେ କେନ୍ଦ୍ର ସରକାର ଖୁବଶିଘ୍ର ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହା ଅନୁଯାୟୀ, ସମସ୍ତ ପ୍ରକାର ମନିଟରିଂ ଉପକରଣର ଯୋଗାଣକୁ ବନ୍ଦ କରାଯିବ। ଏହି ପଦକ୍ଷେପରେ…

ହାର୍ଟ ଆଟାକରେ ଅଧିକ ଶିକାର ହେଉଛନ୍ତି ୨୦ ରୁ ୩୦ ବର୍ଷୀୟ ଯୁବକ, ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ହାର୍ଟ ଆଟାକର ଶିକାର ବର୍ତ୍ତମାନ ଅଧିକାଂଶ ଯୁବକମାନେ ହେଉଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଶିମଲାର କାର୍ଡିୟୋଲୋଜୀ ବିଭାଗର ଅନୁସନ୍ଧାନରୁ ସାମ୍ନାକୁ…

ଆଉ ରହିବନି ଡେଙ୍ଗୁର ଭୟ! ଏହି ହସ୍ପିଟାଲରେ ଆରମ୍ଭ ହେଲା ଭ୍ୟାକ୍ସିନର ହ୍ୟୁମାନ ଟ୍ରାଏଲ

ନୂଆଦିଲ୍ଲୀ: ଭାରତରେ ବର୍ଷା ଋତୁ ପରେ ପ୍ରତି ବର୍ଷ ଭୟଙ୍କର ଡେଙ୍ଗୁ ରୋଗ ବ୍ୟାପିଥାଏ। କିନ୍ତୁ ବର୍ତ୍ତମାନ ଏହା ଡରିବାର ଆବଶ୍ୟକତା ନାହିଁ। ଖୁବଶିଘ୍ର ଏହାର ପ୍ରକୋପ ଶେଷ ହେବାକୁ ଯାଉଛି। ଡେଙ୍ଗୁ ପାଇଁ ପ୍ରସ୍ତୁତ…

ମାଗଣାରେ କୃଷକଙ୍କୁ ମିଳିବ ଏହି ଜିନିଷ, କରି ନିଅନ୍ତୁ ପଞ୍ଜିକରଣ: କୃଷି ବିଭାଗ ତରଫରୁ ସୂଚନା

ନୂଆଦିଲ୍ଲୀ: କୃଷକଙ୍କ ବିକାଶ ପାଇଁ ସରକାରଙ୍କ ତରଫରୁ ପ୍ରୟାସ ଜାରି ରହିଛି । ପିଏମ କିସାନ ସମ୍ମାନ ନିଧି ଯୋଜନାରେ ବାର୍ଷିକ ୬,୦୦୦ ଟଙ୍କା ଯୋଗାଇ ଦେବା ସହ ଆହୁରି ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ସରକାର ।…

Jr NTRଙ୍କ ‘ଦେବରା’ ଦେଖୁଦେଖୁ ଜଣେ ଫ୍ୟାନ୍ସଙ୍କୁ ଆସିଲା ହାର୍ଟ ଆଟାକ୍, ମେଡିକାଲରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଜୁନିଅର ଏନଟିଆର ଏବଂ ଜାହ୍ନବୀ କପୁରଙ୍କ ଫିଲ୍ମ ଦେବରା ୨୭ ଡିସେମ୍ବରରେ ରିଲିଜ୍ ହୋଇଛି । ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଥିଲେ । ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ…

ଅଲ୍ଲୁ ଅର୍ଜୁନ ନା ଜୁନିୟର ଏନଟିଆର? ସାଉଥରେ କେଉଁ ଆକ୍ଟର ନେଉଛନ୍ତି ସବୁଠୁ ଅଧିକ ଫିସ

ନୂଆଦିଲ୍ଲୀ: ସାଉଥ ଅଭିନେତ୍ରୀଙ୍କ ଫିଲ୍ମ ବର୍ତ୍ତମାନ ସାଉଥ ଭାଷା ବ୍ୟତୀତ ହିନ୍ଦୀରେ ମଧ୍ୟ ରିଲିଜ କରାଯାଉଛି, ଯେଉଁ କାରଣରୁ ତାଙ୍କର ଲୋକପ୍ରିୟତା ରହିଛି। ଆଜିକାଲି ସାଉଥ ଷ୍ଟାର୍ସରେ ସବୁଠାରୁ ଅଧିକ ଫିସ କିଏ ନେଉଛି…

ଅକ୍ଟୋବର ୧ ତାରିଖରୁ ବଦଳିବ ଏହିସବୁ ନିୟମ: LPG ଗ୍ୟାସ୍- PPF ଆକାଉଣ୍ଟରେ ହେବ ପରିବର୍ତ୍ତନ!

ଓଡ଼ିଶା ଭାସ୍କର: ସେପ୍ଟେମ୍ବର ମାସ ଶେଷ ହେବାକୁ ଯାଉଛି । ଆଉ ୩ ଦିନ ପରେ ଆରମ୍ଭ ହେବ ବର୍ଷର ଦଶମ ମାସ ଅକ୍ଟୋବର । ତେବେ ନୂଆ ମାସ ସାଙ୍ଗକୁ ଅନେକ ନୂଆ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ । ବିଭିନ୍ନ ବିଭାଗରେ…

ମହାରାଷ୍ଟ୍ରରେ କେବେ ହେବ ନିର୍ବାଚନ? Election Commission ଦେଲେ ବଡ ଅପଡ଼େଟ , ଏହି ଦିନ ଶେଷ ହେବ ବିଧାନସଭା

ମହାରାଷ୍ଟ୍ରରେ କେବେ ହେବ ନିର୍ବାଚନ, Election Commission ଦେଲେ ବଡ ଅପଡ଼େଟ , ଏହି ଦିନ ଶେଷ ହେବ ବିଧାନସଭା ମୁମ୍ବାଇ: ମହାରାଷ୍ଟ୍ରରେ କେବେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ? ରାଜ୍ୟରେ ସମସ୍ତଙ୍କ ମନରେ ଏହି…

‘ବ୍ଲାକମେଲ କରୁଥିଲା ମହାଲକ୍ଷ୍ମୀ, ଏଥିପାଇଁ ୫୯ ଖଣ୍ଡ..’; ଅଭିଯୁକ୍ତ ଭାଇଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ବେଙ୍ଗଲୁରୁ ମହାଲକ୍ଷ୍ମୀ ହତ୍ୟା ମାମଲାରେ ପ୍ରତି ମୁହୂର୍ତ୍ତରେ ନୂଆ ଖୁଲାସା ହେବାରେ ଲାଗିଛି। ଏହି କ୍ରମରେ ବର୍ତ୍ତମାନ ଅଭିଯୁକ୍ତ ମୁକ୍ତିରଞ୍ଜନଙ୍କ ଭାଇ ସତ୍ୟରଞ୍ଜନ ଏକ ଇଣ୍ଡରଭ୍ୟୁରେ ଆଶ୍ଚର୍ଯ୍ୟଜନକ…

ମାଟ୍ରିକ ପରୀକ୍ଷାର୍ଥୀ ସାବଧାନ୍! Cheating କରିବା ପଡ଼ିବ ମହଙ୍ଗା, ଏଥର ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଗକୁ ଆସୁଛି ମାଟ୍ରିକ ଏବଂ +୨ ପିଲାଙ୍କ ବୋର୍ଡ ପରୀକ୍ଷା । ଏହାପୂର୍ବରୁ ପରୀକ୍ଷା ଢାଞ୍ଚାକୁ ନେଇ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ପରୀକ୍ଷାରେ ଚିଟିଙ୍ଗ କରୁଥିବା ପିଲାମାନଙ୍କୁ ସାବାଡ଼ କରିବା ପାଇଁ…