
Browsing Category
ଦେଶ
ଆଇସିସିର ନୂଆ ଚେୟାରମ୍ୟାନ ହେବା ନେଇ ଜୟ ଶାହାଙ୍କୁ ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି, ଗୋଟିଏ ମିନିଟରେ ଟ୍ୱିଟ ଭାଇରାଲ
ନୂଆଦିଲ୍ଲୀ: ଭାରତୀୟ ଟିମର ଷ୍ଟାର ବ୍ୟାଟର ବିରାଟ କୋହଲି ଜୟ ଶାହାଙ୍କୁ ଆଇସିସିର ନୂଆ ଚେୟାରମ୍ୟାନ ହେବା ନେଇ ଏକ ଭିନ୍ନ ଶୈଳୀରେ ଅଭିନନ୍ଦନ ଜଣାଇଛନ୍ତି। ବିସିସିଆଇର ବର୍ତ୍ତମାନ ସଚିବ ଜୟ ଶାହାଙ୍କୁ ଗ୍ରେଗ ବାର୍କଲେ…
ଭାରତରେ ଯେଉଁଭଳି ବଢୁଛି ଜନସଂଖ୍ୟା, ଏହାଠାରୁ ଅଧିକ ପ୍ରାଣହାରୁଛନ୍ତି ଛାତ୍ର: ରିପୋର୍ଟରୁ ଖୁଲାସା
ନୂଆଦିଲ୍ଲୀ: ଭାରତରେ ଛାତ୍ରମାନଙ୍କ ପ୍ରାଣ ହାରିବାକୁ ନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଭାରତରେ ଛାତ୍ରମାନଙ୍କ ପ୍ରାଣ ହାରିବାର ଘଟଣାମାନ ଜନସଂଖ୍ୟା ବୃଦ୍ଧି ଦର ଏବଂ ସମୁଦାୟ ଆତ୍ମହତ୍ୟାର…
Video; ଟ୍ରାକ୍କୁ ତକିଆ କରି ଶୋଇଥିଲେ ବ୍ୟକ୍ତି, ଟ୍ରେନ୍ ଅଟକାଇଲେ ଲୋକ ପାଇଲଟ୍, କହିଲେ- ‘ଭାଇ ଏବେ ଉଠ…’
ନୂଆଦିଲ୍ଲୀ: ଟ୍ରେନ୍ ଟ୍ରାକ୍କୁ ତକିଆ କରି ଶୋଇଥିଲେ ବ୍ୟକ୍ତି, ଟ୍ରେନ୍ ଅଟକାଇଲେ ଲୋକ ପାଇଲଟ୍, କହିଲେ- 'ଭାଇ ଏବେ ଉଠ', କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି…
ୟୁପି ସୋସିଆଲ ମିଡିଆ ନୀତି; ‘ବାବାଙ୍କ ମିଥ୍ୟା ପ୍ରଶଂସା ପାଇଁ ୮ ଲକ୍ଷ, ପ୍ରତିବାଦ ପାଇଁ ଜେଲ୍’, ଯୋଗୀଙ୍କୁ ଟାର୍ଗେଟ କଲେ ଓୱେସି
ହାଇଦ୍ରାବାଦ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ ୟୁପି ଡିଜିଟାଲ ମିଡିଆ ନୀତି ୨୦୨୪କୁ ଅନୁମୋଦନ କରିଛି । ଏହି ପଲିସି ଅଧୀନରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ…
ଜିରୋ ବାଲାନ୍ସ ଥିଲେ ମଧ୍ୟ ବ୍ୟାଙ୍କରୁ ଉଠାଇପାରିବେ ଟଙ୍କା, ଜାଣନ୍ତୁ ନିୟମ
ନୂଆଦିଲ୍ଲୀ: ଆକାଉଣ୍ଟରେ ଟଙ୍କା ନଥିଲେ ମଧ୍ୟ ଆବଶ୍ୟକ ମୁତାବକ ଟଙ୍କା ବାହାର କରିବାର ସୁବିଧା ଦେଉଛି ବ୍ୟାଙ୍କ। ଏହାକୁ ଓଭରଡ୍ରାଫ୍ଟ କୁହାଯାଇଥାଏ। ଅର୍ଥାତ ବ୍ୟାଙ୍କ ଆମ ଉପରେ ଭରଷା କରି ପ୍ରଥମେ ଆମକୁ ଟଙ୍କା ଦେଇଥାଏ।…
ଯଦି ବଙ୍ଗଳାରେ ନିଆଁ ଲାଗେ, ତେବେ ଜଳିବ ସମଗ୍ର ଉତ୍ତର-ପୂର୍ବାଞ୍ଚଳ; ମମତା ବାନାର୍ଜୀ
କୋଲକାତା : ପଶ୍ଚିମବଙ୍ଗର ରାଜଧାନୀରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା…
ଆରଜି କର ହସ୍ପିଟାଲର ପୂର୍ବ ପ୍ରିନ୍ସିପାଲ ସସପେଣ୍ଡ: କୋଲକତା ମହିଳା ଡାକ୍ତର ହତ୍ୟା ମାମଲାରେ IMAର ବଡ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: କୋଲକତା ମହିଳା ଟ୍ରେନିଂ ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଛି ଏକ ବଡ଼ ଅପଡେଟ୍ । ଏହି ମାମଲାରେ ସିବିଆଇ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତମାନଙ୍କୁ ଜେରା କରାଯାଉଛି ଓ ପଲିଗ୍ରାଫ ଟେଷ୍ଟ…
‘ମୋତେ ୫୦୦ ଟଙ୍କା ପଠାଅ..’, ନିଜକୁ ସିଜେଇଆଇ କହି ଟଙ୍କା ମାଗୁଥିଲା ଠକ, ଜାଣନ୍ତୁ ପୂରା ମାମଲା
ନୂଆଦିଲ୍ଲୀ: ଭାରତର ସୁପ୍ରିମକୋର୍ଟ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିର୍ଦ୍ଦେଶରେ ଏକ ସାଇବର ଅପରାଧର ଅଭିଯୋଗ ଦାଖଲ କରିଛନ୍ତି। ଯେଉଁଥିରେ ଏକ ସାଇବର ଠକ ନିଜକୁ ସିଜେଆଇ ଚନ୍ଦ୍ରଚୂଡ଼ କହି କ୍ୟାବ ବୁକ କରିବା ପାଇଁ ୫୦୦ ଟଙ୍କ…
କୋଲକାତା ଘଟଣାକୁ ଉଦ୍ବେଗଜନକ ଓ ଭୟାନକ କହିଲେ ରାଷ୍ଟ୍ରପତି: ‘ବହୁତ ହୋଇଗଲା, ମହିଳାଙ୍କ ପ୍ରତି ହିଂସାକୁ ଆଉ ବରଦାସ୍ତ କରାଯିବ…
କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ ବୟାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ସାକ୍ଷାତକାରରେ କୋଲକାତା ଘଟଣାକୁ ଉଦ୍ବେଗଜନକ ଓ ଭୟାନକ କହିଲେ ରାଷ୍ଟ୍ରପତି ।…
ସଂସ୍କୃତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କଲାରସିପ, ପ୍ରତିମାସରେ ଆକଉଣ୍ଟକୁ ଯିବ ଏତିକି ଟଙ୍କା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାର ୫୦୦ରୁ ଅଧିକ ସଂସ୍କୃତ ବିଦ୍ୟାଳୟରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରସିପର ଘୋଷଣା କରିଛନ୍ତି। ପୂର୍ବରୁ ଏହି ସ୍କଲାରସିପ ପାଇବା ପାଇଁ ପରିବାରର ବାର୍ଷିକ ଆୟ ୫୦ ହଜାର…