
Browsing Category
ଦେଶ
ସେପ୍ଟେମ୍ବରରୁ ଲାଗୁ ହେବ UGCର ନୂଆ ଗାଇଡଲାଇନ୍ସ: ODL ଓ ଅନଲାଇନ୍ ପାଠ୍ୟକ୍ରମରେ ନାମଲେଖା ନିୟମରେ ହେବ ପରିବର୍ତ୍ତନ
ନୂଆଦିଲ୍ଲୀ: ଆସନ୍ତା ମାସରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓପନ ଡିଷ୍ଟାନ୍ସ ଲର୍ଣ୍ଣିଂ (ଓଡିଏଲ) ଓ ଅନଲାଇନ୍ କୋର୍ସରେ ନାମଲେଖା ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ଛାତ୍ରଛାତ୍ରୀମାନେ ଓଡିଏଲ ଓ…
ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ପିଲା ଉପରେ ସ୍ପର୍ମ ବା ଏଗ୍ ଡୋନରଙ୍କର କୌଣସି ଆଇନଗତ ଅଧିକାର ନାହିଁ
ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ନିଜର ଏକ ନିଷ୍ପତ୍ତିରେ କହିଛନ୍ତି ଯେ, ସ୍ପର୍ମ ବା ଏଗ୍ ଡୋନରଙ୍କର ଶିଶୁ ଉପରେ କୌଣସି ଆଇନଗତ ଅଧିକାର ନାହିଁ । ଏହାର ଅର୍ଥ ହେଉଛି ଡୋନର ଶିଶୁର ଜୈବିକ ପିତାମାତା ବୋଲି ଦାବି କରିପାରିବେ…
୧ କୋଟି ସହ ପ୍ରତି ମାସରେ ମିଳିବ ୧ ଲକ୍ଷ ଟଙ୍କାର ପେନସନ, ଖୁସି କରିଦେବ ସରକାରଙ୍କ ଏହି ସ୍କିମ
ନୂଆଦିଲ୍ଲୀ: ଆମେ ସମସ୍ତେ ଭବିଷ୍ୟତରେ ଆର୍ଥିକ ସମସ୍ୟାକୁ ସାମ୍ନା କରିବାକୁ କିଛି ସଞ୍ଚୟ କରିଥାଉ। ଦେଶରେ ଏପରି ଅନେକ ପେନସନ ଯୋଜନା ଚାଲୁରହିଛି, ଯେଉଁଥିରେ ନିବେଶ କରି ଆପଣ ଚାକିରିରୁ ଅବସର ନେବା ପରେ ମଧ୍ୟ ସମସ୍ୟାରୁ…
ଗୁଗୁଲର ବ୍ୟବସାୟକୁ ଘାଟା କରୁଛି ୱାର୍କ-ଫ୍ରମ-ହୋମ କଲଚର, ପୂର୍ବତନ ସିଇଓ କହିଲେ ଏହି ବଡ଼ କାରଣ
ନୂଆଦିଲ୍ଲୀ: ଆଟିଫିସିଆଲ ଇଣ୍ଟେଲିଜେନ୍ସ ବର୍ତ୍ତମାନ ଦୁନିଆର ବଡ଼ କମ୍ପାନୀଗୁଡିକୁ ଫୋକସରେ ରହିଛି। ଗୁଗୁଲକୁ ନେଇ ଆପଲ, ମାଇକ୍ରୋସଫ୍ଟ ଏବଂ ଫେସବୁକ ପର୍ଯ୍ୟନ୍ତ ଟେକ ଜଗତର ବଡ଼ କମ୍ପାନୀମାନ ଏଆଇର ଦୌଡରେ ସାମିଲ ଅଛନ୍ତି।…
କେଜ୍ରିୱାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମନୀଷ ସିସୋଦିଆ, କହିଲେ- ‘ଦେଶର ଗଣତନ୍ତ୍ର ଜେଲ ଭିତରେ’
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ମୁଖ୍ୟ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଶୁକ୍ରବାର (୧୬ ଅଗଷ୍ଟ)ରେ ଜନ୍ମଦିନ। ତିହାର ଜେଲରେ ବନ୍ଦୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ୫୬ ବର୍ଷ ହୋଇଛି। ଏହି…
ଜମ୍ମୁ କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ: ଆଜି ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ଦୁଇଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ଜମ୍ମୁ କଶ୍ମୀର ଓ ହରିୟାଣା ବିଧାନସଭା ପାଇଁ ନିର୍ବାଚନ ତରିଖ ଘୋଷଣା କରାଯିବ । ଏଥିପାଇଁ ଆଜି ଦ୍ୱିପ୍ରହର ୩ଟା…
ISRO ହାସଲ କଲା ଐତିହାସିକ ସଫଳତା: ଲଞ୍ଚ ହେଲା SSLV-D3, ଦେଶକୁ ମିଳିଲା ନୂଆ ଅପରେସନାଲ ରକେଟ୍
ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ଭାରତ ପୁଣି ଏକ ବଡ଼ ସଫଳତା ହାସଲ କରିଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଐତିହାସିକ ସଫଳତା ହାସଲ କରିଛି । ଆଜି ସକାଳ ୯.୧୭ ସମରେ ଶ୍ରୀହରୀକୋଟାର ସତୀଶ ଧବନ ସ୍ପେସ…
TMC ମୁଖପାତ୍ର ପଦରୁ ହଟିଲେ ଶାନ୍ତନୁ ସେନ: ମେଡିକାଲ ବିରୋଧରେ କହିବା ଓ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିବା ପଡ଼ିଲା ମହଙ୍ଗା
ନୂଆଦିଲ୍ଲୀ: କୋଲକତାର ଆର.ଜି କର ମେଡିକାଲ କଲେଜ ଆଣ୍ଡି ହସ୍ପିଟାଲରେ ଜଣେ ପୋଷ୍ଟଗ୍ରାଜୁଏଟ ଟ୍ରେନି ମହିଳାଡାକ୍ତରଙ୍କ ଉତ୍ପୀଡ଼ନ ଓ ହତ୍ୟା ମାମଲାକୁ ନେଇ ବିବାଦ ଥମୁନାହିଁ । ଏହା ମଧ୍ୟରେ ଡାକ୍ତରମାନେ ଦେଶବ୍ୟପାୀ…
ଲଜ୍ଜା ପରେ ଲଜ୍ଜା! କୋଲକତା ଅଘଟଣର ପୁନରାବୃତ୍ତି ଉତ୍ତରାଖଣ୍ଡରେ, ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ଜଣେ ନର୍ସଙ୍କ ସହ ଦୁଷ୍କର୍ମ ଓ ହତ୍ୟା
ନୂଆଦିଲ୍ଲୀ: କୋଲକତାର ଆର.ଜି କର ମେଡିକାଲ କଲେଜ ଆଣ୍ଡି ହସ୍ପିଟାଲରେ ଜଣେ ପୋଷ୍ଟଗ୍ରାଜୁଏଟ ଟ୍ରେନି ମହିଳାଡାକ୍ତରଙ୍କ ଉତ୍ପୀଡ଼ନ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଏହି ମାମଲାରେ…
ସାମ୍ନାକୁ ଆସିଲା କୋଲକତା ମହିଳା ଡାକ୍ତରଙ୍କ ହତ୍ୟା ପଛର ଏକ ଚାଞ୍ଚଲ୍ୟକର ଅଡିଓ! ‘ପ୍ରିନ୍ସିପାଲ-ବରିଷ୍ଠ ଡାକ୍ତର ଷଡ଼ଯନ୍ତ୍ରକାରୀ, ଜଣେ ଯୁବତୀ…
ନୂଆଦିଲ୍ଲୀ: କୋଲକତାର ଆର.ଜି କର ମେଡିକାଲ କଲେଜ ଆଣ୍ଡି ହସ୍ପିଟାଲର ପୋଷ୍ଟଗ୍ରାଜୁଏଟ ଟ୍ରେନି ଡାକ୍ତରଙ୍କ ଉତ୍ପୀଡ଼ନ ଓ ହତ୍ୟା ମାମଲାରେ ଆସିଛି ଏକ ବଡ଼ ଅପଡେଟ୍ । ଏହି ମାମଲାରେ ଜଣେ ମହିଳା ଡାକ୍ତର ଏକ ଚାଞ୍ଚଲ୍ୟକର…