Browsing Category

ଦେଶ

ଆମ ଆଦମୀ ପାର୍ଟି ଅଫିସ୍ ଖାଲି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍‌)କୁ ଦଳୀୟ ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ରାଉଜ ଆଭିନ୍ୟୁ ଠାରେ ଥିବା ଆପ୍‌ର ଅଫିସକୁ ଜୁନ ୧୫ ସୁଦ୍ଧା ଖାଲି କରିବାକୁ…

ସ୍ପେନିସ୍ ପର୍ଯ୍ୟଟକ ଗଣଦୁଷ୍କର୍ମ ମାମଲା; ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଲେ ଝାଡ଼ଖଣ୍ଡ ସରକାର

ରାଞ୍ଚି: ଦୁମକା ଜିଲ୍ଲାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ସ୍ପେନିସ୍ ମହିଳା ପର୍ଯ୍ୟଟକଙ୍କୁ ଝାଡ଼ଖଣ୍ଡ ସରକାର ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି। ଦୁମକା ଡେପୁଟି କମିଶନର (ଡିସି) ଏ ଡୋଡେ ତାଙ୍କ ସ୍ୱାମୀଙ୍କୁ…

ବିଜେପି ନେତାମାନେ ବଦଳାଇଲେ ‘X’ ପ୍ରୋଫାଇଲ୍, ଦେଖନ୍ତୁ ଅମିତ ଶାହା ଏବଂ ଜେପି ନଡ୍ଡାଙ୍କ ସମେତ ବରିଷ୍ଠ ନେତାଙ୍କ ନୂଆ ନାମ କ’ଣ?

ନୂଆଦିଲଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ, ବିଜେପିର ସମସ୍ତ ଆଗଧାଡିର ନେତାମାନେ ସେମାନଙ୍କ ଏକ୍ସ ହ୍ୟାଣ୍ଡେଲର ପ୍ରୋଫାଇଲ ବଦଳାଇଛନ୍ତି । ଏହି ପରିବର୍ତ୍ତନ ହଠାତ୍ ଘଟିଛି ଏବଂ ସାରା ଦେଶରେ ବିଜେପି ନେତା ତଥା ଦଳର…

ISRO ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନସର; ଆଦିତ୍ୟ -L1 ଲଞ୍ଚିଂ ଦିନ ଜଣାପଡ଼ିଲା, ଏକ ସାକ୍ଷାତକାରରେ କରିଲେ ଖୁଲାସା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO )ର ମୁଖ୍ୟ ଏସ୍ ସୋମନାଥ । ଦୀର୍ଘ ଦିନ ଧରି ସେ କ୍ୟାନସର ସହ ସଂଘର୍ଷ କରୁଥିଲେ । ଆଦିତ୍ୟ -L1 ମିଶନ ଲଞ୍ଚିଂ ସମୟରେ ତାଙ୍କୁ ଏହି ଗମ୍ଭୀର ରୋଗ ବିଷୟରେ ଜଣାପଡ଼ିଥିବା…

ମହିଳାଙ୍କ ପାଇଁ ବଡ଼ ଘୋଷଣା: ମାସିକ ୧୦୦୦ ଟଙ୍କା ପ୍ରଦାନ କରିବେ ସରକାର

ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ପ୍ରତି ମାସ ମହିଳାଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ରାଜଧାନୀ ଦିଲ୍ଲୀର ଅର୍ଥମନ୍ତ୍ରୀ ଆତିଶି ମାର୍ଲେନା ସୋମବାର…

ପ୍ରଧାନମନ୍ତ୍ରୀ ହେଉ ହେଉ ଭାରତ ବିରୋଧରେ ବିଷ ଓଗାଳିିଲେ ଶେହୱାଜ, ପ୍ରଥମ ସମ୍ବୋଧନରେ ଉଠାଇଲେ କାଶ୍ମୀର ପ୍ରସଙ୍ଗ

ଇସଲାମବାଦ: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରୁ କରୁ ଶେହୱାଜ ସରିଫ ନିଜର ରଙ୍ଗ ଦେଖାଇବା ଆରମ୍ଭ କରି ଦେଲେଣି । ଦାୟିତ୍ୱ ଗ୍ରହଣ କରିବା ପରେ ସେ ଭାରତ ବିରୋଧରେ ମନ୍ତବ୍ୟ ଦେବା ଆରମ୍ଭ କରି ଦେଇଛନ୍ତି ।…

୩ ଛାତ୍ରୀଙ୍କୁ ଏସିଡ୍ ମାଡ଼, ଅଭିଯୁକ୍ତ ଗିରଫ

ଓଡ଼ିଶା ଭାସ୍କର: କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୩ ଜଣ କଲେଜ ଛାତ୍ରୀ ଏସିଡ୍ ମାଡ଼ର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ନୋଟ୍‌ ଫର୍ ଭୋଟ୍ ମାମଲାରେ ଆସିଲା ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ: ନୋଟ୍‌ ଫର୍ ଭୋଟ୍ ମାମଲାରେ ସୁପ୍ରିମକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ଯଦି କୌଣସି ସାଂସଦ ପଇସା ନେଇ ଗୃହରେ ଭାଷଣ କିମ୍ବା ଭୋଟ୍ ଦେଇଥିବେ ତେବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବ । ଅର୍ଥାତ୍ ତାଙ୍କୁ ଏବେ…

ଆଜିଠାରୁ ମହାଶିବରାତ୍ରି ପାଇଁ ଗଡ଼ିଲା ସ୍ପେସାଲ ଟ୍ରେନ୍, ଯାତ୍ରୀଙ୍କ ପାଇଁ ରହିଛି ଏହି ସୁବିଧା

ଓଡ଼ିଶା ଭାସ୍କର: ଅଉ କିଛି ଦିନ ପରେ ମହାଶିବରାତ୍ରି । ପ୍ରତ୍ୟେକ ଶିବ ଭକ୍ତଙ୍କ ପାଇଁ ଏହି ଦିନ ବିଶେଷ ଅଟେ । ଦେଶରେ ଥିବା ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର…

ଅଷ୍ଟମ ଥର ପାଇଁ ED ସମନକୁ ଏଡ଼ାଇଲେ ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ: ମଦ ଦୁର୍ନିତି ମାମଲା ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସମନକୁ ପୁଣି ଥରେ ଏଡ଼ାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ମାର୍ଚ୍ଚ ୪ ତାରିଖରେ…