CHARIDHAM
Browsing Category

ଦେଶ

Air Strike କରିବ ଭାରତ! ଭାରତୀୟ ସେନାରେ ସାମିଲ ହେଲା ସ୍ୱଦେଶୀ ନାଗାସ୍ତ୍ର: ଶତ୍ରୁରାଷ୍ଟ୍ରକୁ ମିଳିବ କଡ଼ା ଜବାବ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ବାରମ୍ବାର ଆକ୍ରମଣ ମାମଲା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ୩ ଦିନ ଭିତରେ ୪ ଥର ଆକ୍ରମଣ ହୋଇ ସାରିଥିବା ବେଳେ ଭାରତ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ଜବାବ ଦେଇନାହିଁ ।…

NEET Exam Controversy: ଏନଟିଏକୁ ନୋଟିସ ଜାରି କରି ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶୁକ୍ରବାର ଦିନ ନୀଟ ମାମଲାକୁ ନେଇ ଶୁଣାଣି ହୋଇଛି । କୋର୍ଟ ସିବିଆଇ ଯାଞ୍ଚ ଦାବିର ପିଟିସନ ଉପରେ ନୀଟ ପରୀକ୍ଷା କରୁଥିବା ଏଜେନ୍ସି ଏନଟିଏ କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି ।…

ମେଲୋନୀଙ୍କ ସହ ଏହି ପ୍ରସଙ୍ଗରେ ମୋଦୀଙ୍କର ହେବ ଆଲୋଚନା, ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ବି ହେବ ସାକ୍ଷାତ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀର ଆପୁଲିଆ ସହର ପହଞ୍ଚି ଯାଇଛନ୍ତି । ଏହି ସମୟରେ ମୋଦୀଙ୍କର ବହୁ ନେତାଙ୍କ ସହ ଦ୍ୱିପାକ୍ଷୀୟ ବୈଠକ ହେବାର ଅଛି ।…

ପାଣିର ରଙ୍ଗ ବଦଳିଲେ ଆସେ ବିପତ୍ତି! ଏହି କୁଣ୍ଡ କୁହେ କାଶ୍ମୀରର ଭବିଷ୍ୟତ: ଜାଣନ୍ତୁ କ୍ଷୀର ଭବାନୀ ମନ୍ଦିରର ରହସ୍ୟ

ଓଡ଼ିଶା ଭାସ୍କର: କାଶ୍ମୀର ଘାଟିର ଗାନ୍ଦରବଲ ଜିଲ୍ଲାରେ ଅବସ୍ଥିତ କ୍ଷୀର ଭବାନୀ ମନ୍ଦିର, କାଶ୍ମୀରର ଆଗାମୀ ଭବିଷ୍ୟତ ବିଷୟରେ ଦେଇଥାଏ ସୂଚନା । କାଶ୍ମୀରକୁ ବିପଦ ଆସିବା ପୂର୍ବରୁ ଏହି ମନ୍ଦିର ଦେଇଥାଏ ସଂକେତ ।…

PM Kisan Yojna; ଆଉ ୩ ଦିନର ଅପେକ୍ଷା… କୃଷକଙ୍କ ଆକାଉଣ୍ଟକୁ ଆସିବ ୨ ହଜାର ଟଙ୍କା: ମିଳିବ ୧୭ତମ କିସ୍ତି

ନୂଆଦିଲ୍ଲୀ: ପିଏମ କୃଷକ ଯୋଜନାର ୧୭ତମ କିସ୍ତିକୁ ଅପେକ୍ଷା କରି ରହିଛନ୍ତି ଦେଶର କୋଟି କୋଟି କୃଷକ । ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ ପରେ ମୋଦୀ କୃଷକଙ୍କ ପାଇଁ ବଡ଼ ଉପହାର ଭେଟି ଦେଇଛନ୍ତି । ତୃତୀୟ…

Kuwait Fire Incident: କୁଏତରୁ ୪୫ଟି ମୃତଦେହ ଧରି ଭାରତକୁ ଫେରିଲା ବାୟୁସେନା ବିମାନ

ନୂଆଦିଲ୍ଲୀ: କୁଏତରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁ ବରଣ କରିଥିବା ୪୫ ଜଣ ଭାରତୀୟଙ୍କ ପାର୍ଥିବ ଶରୀରକୁ ନେଇ ଭାରତୀୟ ବାୟୁସେନାର ଏକ ବିଶେଷ ବିମାନ ଶୁକ୍ରବାର ସକାଳେ କୋଚିରେ ପହଞ୍ଚି । ବିମାନରେ ରାଜ୍ୟ ମନ୍ତ୍ରୀ…

SSC Recruitment; ୪୬ ହଜାର କନେଷ୍ଟବଳ ପଦବୀ ପାଇଁ ବଡ଼ ନିଯୁକ୍ତି: ପୋଲିସ ହେବା ପାଇଁ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: SSC GD କନେଷ୍ଟବଳ ପରୀକ୍ଷା-୨୦୨୪ରେ ସାମିଲ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । କର୍ମଚାରୀ ଚୟନ ଆୟୋଗ ତରଫରୁ କନେଷ୍ଟବଳ (ଜେନେରାଲ ଡ୍ୟୁଟି) ପରୀକ୍ଷା ୨୦୨୪ ଜରିଆରେ ପଦବୀ ସଂଖ୍ୟା ବୃଦ୍ଧି କରିବା…

ସକାଳୁ ସକାଳୁ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କୁଲ୍ଲୁରେ ଆଜି ସକାଳେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭୋର ୩ଟା ୩୯ମିନିଟ ସୁଦ୍ଧା ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା…

ସରିଲା ନିର୍ବାଚନ : ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ‘ମୋଦି କା ପରିବାର’ ଟ୍ୟାଗ୍ ହଟାଇବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସମର୍ଥକମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ "ମୋଦୀ କା ପରିବାର" ଟ୍ୟାଗ୍ ଲାଇନ୍ ହଟାଇ ଦିଅନ୍ତୁ । ନିରନ୍ତର…

ଭାରତରେ ଲଞ୍ଚ ହେବ ସାଟେଲାଇଟ୍ ଇଣ୍ଟରନେଟ୍: ରିଲାଏନ୍ସ ଜିଓ ପ୍ଲାଟଫର୍ମକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତରେ ଇଣ୍ଟରନେଟ କ୍ଷେତ୍ରରେ ଏକ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆଣିପାରିଥିବା ରିଲିଏନ୍ସ ଜିଓ ପୁଣି ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଦେଶରେ ସାଟେଲାଇଟ୍ ଇଣ୍ଟରନେଟ ଲଞ୍ଚ କରିବା ନେଇ ଜିଓ…