CHARIDHAM
Browsing Category

ଦେଶ

ରାସ୍ତା ବଦଳରେ ପାଣିକୁ ଠେଲିଦେଲା ଗୁଗୁଲ ମ୍ୟାପ୍‌, ଗାଡ଼ି ସହ ନଦୀରେ ପଡ଼ିଲେ ମହିଳା

ମୁମ୍ବାଇ: ଆଜିକାଲି ଗୁଗୁଲ ମ୍ୟାପ୍ ଭରସାରେ ଯୁବପୀଢ଼ି। ରାସ୍ତା ନ ଜାଣିପାରିଲେ କି କେତେ କିଲୋମିଟର ବାଟ ଜାଣିବାକୁ ଗୁଗୁଲ ମ୍ୟାପ ଦେଖୁଛନ୍ତି ଯୁବପୀଢ଼ି। ହେଲେ ଗୁଗୁଲ ମ୍ୟାପ ଯେ ସବୁ ଠିକ୍ ଦେଖାଏ ତାକୁ ଭାବିବା ମଧ୍ୟ…

ସଂସାର ଯଞ୍ଜାଳଠୁ ବଳିଗଲା ଆର୍ଥିକ କଷ୍ଟ; ୨ ପିଲା, ସ୍ତ୍ରୀଙ୍କୁ ମାରି ଆତ୍ମହତ୍ୟା କଲେ ଯୁବକ

ରାଜସ୍ଥାନ: ଆର୍ଥିକ ସମସ୍ୟା ହେଲା ବୋଝ। ଶେଷ ରାସ୍ତା ବାଛିନେଲେ ଦୁନିଆକୁ ଛାଡ଼ିବା। ନିଜ ସହ ପରିବାରର ନେଇଗଲେ ଜୀବନ। ରାଜସ୍ଥାନର ଉଦୟପୁରରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଆର୍ଥିକ ସମସ୍ୟାରେ ପିଡ଼ିତ ଜଣେ ଯୁବକ ତାଙ୍କ…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଜୀଅନ୍ତା ନାଗ ସାପକୁ ଦାନ୍ତରେ କାମୁଡ଼ି ୨ ଖଣ୍ଡ କରିଦେଲା କୁନି ପୁଅ, ଆଉ ତା’ ପରେ…

ପଶ୍ଚିମ ଚମ୍ପାରଣ: ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲାର ମଜୌଲିଆ ବ୍ଲକରୁ ଏକ ମାମଲା ସାମ୍ନାକୁ ଆସୁଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଶୁକ୍ରବାର ଦିନ, ଜଣେ ବୃଦ୍ଧା ମହିଳା ତାଙ୍କ ଦୁଇ ବର୍ଷର ନାତିକୁ ନେଇ…

କିଡ୍‌ନୀ ରୋଗୀ ଭୁଲରେ ବି ଏକାଠି ଖାଆନ୍ତୁନି ଏହି ଖାଦ୍ୟ; ଦେହସାରା ଖେଳିଯିବ ବିଷ, ଚାଲିଯିବ ଜୀବନ

ଓଡ଼ିଶା ଭାସ୍କର: ଯଦି ଆପଣ କିଡ୍‌ନୀକୁ ସୁସ୍ଥ ରଖନ୍ତି, ତେବେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଠିକ୍ ରହିବ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ ଯଦି ଆପଣଙ୍କର କିଡ୍‌ନୀ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ତେବେ ଏହାର…

ବମ୍‌ରେ ଉଡ଼ିଯିବ ମୁମ୍ବାଇ ବିମାନବନ୍ଦର, ଆସିଲା ଧମକପୂର୍ଣ୍ଣ କଲ୍‌… ପାରୁଛ ଯଦି ଜୀବନ ବଞ୍ଚାଅ

ମୁମ୍ବାଇ: ବମ୍‌ରେ ଉଡ଼ିଯିବ ବିମାନ ବନ୍ଦର। ଏଭଳି ଧମକ ମିଳିଛି ମୁମ୍ବାଇ ବିମାନବନ୍ଦରକୁ। ବିମାନବନ୍ଦରକୁ ବମ୍‌ରେ ଉଡ଼ାଇ ଦେବା ପାଇଁ ଫୋନ୍‌ରେ ଦିଆଯାଇଛି ଧମକ। ବିଳମ୍ବିତ ରାତିରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ…

ରକ୍ତ ସମ୍ପର୍କ ହେଲା ବିଷ, ୮୦ ବର୍ଷିୟ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ଦେଲେ ପରିବାର, କ୍ୟାନସର ପାଇଁ ହେଲେ ଅଲୋଡ଼ା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଅଯୋଧ୍ୟାରୁ ଆସିଛି ଛାତି ଧରାଇଲା ପରି ଘଟଣା। ସୀମା ଟପିଗଲା ନୃଶଂସତା। ସ୍ୱାର୍ଥପର ମଣିଷର ଲଜ୍ଜାଜନକ କାମ। ୮୦ ବର୍ଷିୟ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ିଦେଲେ ପରିବାର ଲୋକ। ରାତି ଅନ୍ଧାରର…

ସରକାରଙ୍କ ବଡ଼ ଘୋଷଣା: ବଢିଲା ସାମ୍ବାଦିକଙ୍କ ପେନସନ ରାଶି, ନୋମିନିଙ୍କର ବି ବଢିଲା

ପାଟଣା: ବିଧାନସଭା ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା । ଏବେ ଯୋଗ୍ୟ ସାମ୍ବାଦିକଙ୍କର ବଢିବ ପେନସନ ରାଶି । 6 ହଜାର ଟଙ୍କା ପରିବର୍ତ୍ତେ ମିଳିବ 15 ହଜାର ଟଙ୍କା । ନୀତିଶ କୁମାର ବିହାରର ଯୋଗ୍ୟ ସାମ୍ବାଦିକଙ୍କ…

ମୋତେ ନ୍ୟାୟ ଦିଅ: ସ୍ୱାମୀ, ଦେଢ଼ଶୁର, ନଣନ୍ଦେୟୀ ଲୁଟିଛନ୍ତି ମୋ ଇଜ୍ଜତ, ଥାନାରେ କାନ୍ଦି କାନ୍ଦି ମହିଳା କହିଲେ ଦୁଃଖ

ଉତ୍ତରପ୍ରଦେଶ: ଶାଶୁ ଘରେ ମୋ ସହ ଦୁଷ୍କର୍ମ ହୋଇଛି। ଏଭଳି କିଛି କହି ପୋଲିସ ଆଗରେ କାନ୍ଦିବାକୁ ଲାଗିଲେ ମହିଳା। ମୋତେ ଏସବୁରୁ ରକ୍ଷା କର ନଚେତ ମୁଁ ମରିଯିବି। କାକୁତି ମିନତି ହୋଇ ପୋଲିସକୁ ନ୍ୟାୟ ମାଗିଲେ ମହିଳା।…

ଅବସର ଘୋଷଣା କଲେ ଏହି ଭାରତୀୟ ଖେଳାଳି, ଅନ୍ତର୍ଜାତୀୟ କ୍ରିକେଟରେ କରିଥିଲେ ଏତେ ରନ୍

ନୂଆଦିଲ୍ଲୀ: ମାତ୍ର 32 ବର୍ଷ ବୟସରେ ଅବସର ନେଲେ ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ । ଭାରତୀୟ ମହିଳା ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବେଦ କୃଷ୍ଣମୂର୍ତ୍ତି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।…

ଇନସ୍ୟୁରାନ୍ସ ଟଙ୍କା ପାଇଁ ମାଷ୍ଟରପ୍ଲାନ, ନିଜ ଗୋଡକୁ ନିଜେ କାଟିଲେ ଡାକ୍ତର

ନୂଆଦିଲ୍ଲୀ: ଟଙ୍କା ଲୋଭ ଏତେ ମାତ୍ରାରେ ଲୋକଙ୍କୁ ଗ୍ରାସ କରେ ଯେ ଅନ୍ୟଙ୍କୁ କ୍ଷତି ପହଞ୍ଚାଇବାକୁ ମଧ୍ୟ ପଛାନ୍ତିନି ଲୋକ। ହେଲେ ଜଣେ ବ୍ୟକ୍ତି ଟଙ୍କା ପାଇଁ ଏମିତି କାମ କରିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ…