Browsing Category

ଦେଶ

ବିଗିଡ଼ିଲା ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା, ନିଆଗଲା ଭେଣ୍ଟିଲେଟରକୁ

ନୂଆଦିଲ୍ଲୀ: ସୁର ସାମ୍ରାଜ୍ଞୀ ତଥା କୋକିଳକଣ୍ଠୀ ଲତା ମଙ୍ଗେସ୍କରଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡ଼ିଛି । ତେଣୁ ଲତାଙ୍କୁ ଭେଣ୍ଟିଲେଟରକୁ ନିଆଯିବା ସହ ତାଙ୍କର ସ୍ୱାସ୍ଥ୍ୟର ପରୀକ୍ଷଣ କରାଯାଉଛି । ଏନେଇ ମୁମ୍ବାଇର…

‘ଚୀନ ୧୯୬୨ରୁ ପାଙ୍ଗଙ୍ଗ ହ୍ରଦ ଉପରେ ନିର୍ମାଣ କରୁଛି ପୋଲ, ୩୮ ହଜାର ବର୍ଗ କିମି ଉପରେ ରହିଛି ଡ୍ରାଗନର କବଜା’

ନୂଆଦିଲ୍ଲୀ: ଚୀନ ଦ୍ଵାରା ପାଙ୍ଗଙ୍ଗ ହ୍ରଦ ଉପରେ ୧୯୬୨ରୁ ଅବୈଧ କବଜା କରିଥିବା ଅଞ୍ଚଳରେ ଏକ ପୋଲ ନିର୍ମାଣ କରାଯାଉଛି। ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀଧରଣ ଶୁକ୍ରବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି। ତେବେ…

ଡିଜିଟାଲ କରେନ୍ସିର ଭଲ ଓ ଖରାପ ଦିଗ ବିଷୟରେ ଆପଣ ଜାଣିଛନ୍ତି କି? ଭାରତରେ କ’ଣ ଏହା ସଫଳ ହୋଇପାରିବ?

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ କରେନ୍ସି ଲଞ୍ଚ କରିବା ନେଇ ଚଳିତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଏହା ଭାରତ ସରକାରଙ୍କ ଅଫିସିଆଲ ଡିଜିଟାଲ କରେନ୍ସିର ମାନ୍ୟତା…

କେନ୍ଦ୍ରୀୟ କର୍ମଚାରୀଙ୍କର ବଢ଼ିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବଜେଟ୍ ପରେ କର୍ମଚାରୀଙ୍କୁ ଖୁସିଖବର ଦେଇଛନ୍ତି । ମୋଦୀ ସରକାର ଏବେ କର୍ମଚାରୀଙ୍କର ମହଭ୍ଗା ଭତ୍ତାକୁ ବଢ଼ାଇଦେଇଛନ୍ତି । ବଜେଟ୍ ଉପସ୍ଥାପନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହଙ୍ଗା…

ଭାରତୀୟ ମାନେ ଅଧିକାଂଶ ରଖିଥାନ୍ତି ଏହିଭଳି ପାସୱାର୍ଡ୍, ୨ ମିନିଟ୍ ରେ ହୋଇଯିବ ହ୍ୟାକ୍

ନୂଆଦିଲ୍ଲୀ: ସିକ୍ୟୁରିଟି ରିଜଲ୍ୟୁସନ୍ ପ୍ରତି ବର୍ଷ କମନ୍ ପାସୱାର୍ଡ ତାଲିକା ପ୍ରକାଶ କରିଥାଏ । ଏଥିରେ ସବୁଠାରୁ ଅଧିକ କମନ୍ ଟପ୍ ୨୦୦ ପାସୱାଡର୍୍ ସମ୍ପର୍କରେ କୁହାଯାଇଛି । ଏହି ପାସୱାଡର୍୍ କୁ ହ୍ୟାକର୍ ମାନେ ସହଜରେ…

ଭୂକମ୍ପରେ ଥରିଲା ଦିଲ୍ଲୀ, ଜମ୍ମୁ କଶ୍ମୀର ଓ ହରିୟାଣା

ନୂଆଦିଲ୍ଲୀ: ଆଜି ଜମ୍ମୁ କଶ୍ମୀରରେ ଭୂକମ୍ପ ଝଟକା ଦେଖିବାକୁ ମିଳିଛି । ଜମ୍ମୁ କଶ୍ମୀରରୁ ଆରମ୍ଭ କରି ହରିୟାଣା ଓ ଦିଲ୍ଲୀ ଏନସିଆର ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସକାଳ ୯ଟା ୪୬ ମିନିଟରେ ଏହି ଭୂକମ୍ପ…

ଆଜି ବି ଦୈନିକ ମୃତ୍ୟୁ ସଂଖ୍ୟା ହଜାରେ ପାର୍, ୧.୨୭ ଲକ୍ଷ ଆକ୍ରାନ୍ତ ଚିହ୍ନଟ; ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମୁଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୭ ହଜାର ୯୫୨ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର…

ଆବଶ୍ୟକଠାରୁ ଅଧିକ ତୈଳ ରଖିବା ମନା, ଅସାଧୁ ବ୍ୟବସାୟୀଙ୍କ ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ନିୟମ

ନୂଆଦିଲ୍ଲୀ: କରୋନା ସମୟରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ନିଶ୍ଚିତ ଭାବେ ଜନସାଧାରଣଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା । ପୂର୍ବରୁ ପେଟ୍ରାଲ, ଡିଜେଲ, ରନ୍ଧନ ଗ୍ୟାସ ଆଦିର ବର୍ଦ୍ଧିତ ଦର ଖାଉଟିଙ୍କ ମୁଣ୍ଡବିନ୍ଧାର…

ବିଶ୍ୱର ୧୫୦ଟି ଦେଶରେ ମାରିଟାଲ୍ ରେପ୍ ହେଉଛି ଅପରାଧ, କିନ୍ତୁ ଭାରତ ସମେତ ୩୨ଟି ଦେଶରେ ଏହା କ୍ରାଇମ୍ ନୁହେଁ

ନୂଆଦିଲ୍ଲୀ: ଦେଶରେ ବୈବାହିକ ବଳାତ୍କାରକୁ ଅପରାଧ ବୋଲି ଘୋଷଣା କରିବା ଦାବିରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ଚାଲିଛି। ଏହି ପ୍ରସଙ୍ଗ କେବଳ ଭାରତର ନୁହେଁ । ବରଂ ୧୫୦ ଟି ଦେଶରେ ବୈବାହିକ ବଳାତ୍କାରକୁ ଅପରାଧ…

ଜମ୍ମୁରେ ଏନକାଉଣ୍ଟର: ଲସ୍କର-ଇ-ତୋଏବାର ୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ଲସ୍କର-ଇ-ତୋଏବାର ଦୁଇଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା ବାହିନୀ । ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ନାମ ଇଖଲାକ…