fbpx
BJD
BJD SKY
BJD SKY
Browsing Category

ଦେଶ

କରୋନା ଭାଇରସ୍, ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ପାଳନ କରିବାକୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ, ୧୯ା୩: କରୋନା ସ୍ଥିତି ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କରୋନା ଭାଇରସ୍ ସାରା ବିଶ୍ୱରେ ମାନବ ଜାତି ପାଇଁ ଏକ ସଙ୍କଟ । ପ୍ରଥମ ବିଶ୍ୱଯୁଦ୍ଧରେ ବି…

କରୋନା ଭାଇରସ୍, ବିଦେଶରେ ପ୍ରଥମ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୯ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ କରୋନାରେ ବିଦେଶରେ ଆଜି ପ୍ରଥମ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଇରାନରେ ତାଙ୍କର ମୃତ୍ୟୁ ହୋଇଛି । ଏହାସହ କିଛିସମୟ…

କରୋନା ଭାଇରସ୍,  ବିଦେଶରୁ ଆସୁଥିବା ବିମାନଗୁଡ଼ିକ ଉପରେ କଟକଣା

ନୂଆଦିଲ୍ଳୀ, ୧୯ା୩:  କରୋନା ଭାଇରସ୍ ନେଇ ସାରା ବିଶ୍ୱ ବର୍ତ୍ତମାନ ଚିନ୍ତିତ ଅବସ୍ଥାରେ ରହିଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଯେମିତିକି ମାର୍ଚ୍ଚ ୨୨ରୁ ଅନ୍ତର୍ଜାତୀୟ ବିମାନ…

କରୋନା ଭାଇରସ୍, ଭାରତରେ ଚତୁର୍ଥ ମୃତ୍ୟୁ

ନୂଆଦିଲ୍ଲୀ, ୧୯ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଭାରତରେ କରୋନାରେ ଆକ୍ରାନ୍ତ ଥିବା ପଞ୍ଜାବର ଆଉ ଜଣଙ୍କର ଆଜି ମୃତ୍ୟୁ ହୋଇଛି । ଏହାସହ ଭାରତରେ କରୋନା ରେ ମୃତ୍ୟୁ…

ନିର୍ଭୟା ମାମଲା, ଦୋଷୀଙ୍କ ମୃତ୍ୟୁ ପରୱାନା ଉପରେ ଲାଗିବନି ରୋକ୍

ନୂଆଦିଲ୍ଲୀ, ୧୯ା୩: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଚାରି ଦୋଷୀଙ୍କ ମୃତ୍ୟୁ ପରୱାନା ଉପରେ ରୋକ ଲଗାଯିବନି । ମୃତ୍ୟୁ ପରୱାନା ଉପରେ ରୋକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ପଟିଆଲା ହାଉସକୋର୍ଟ…

କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ଅଧା କର୍ମଚାରୀ

ନୂଆଦିଲ୍ଲୀ, ୧୯ା୩: ଦିନକୁ ଦିନ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା ଭାଇରସ୍ । କରୋନା ସଂକ୍ରମଣ ରୋକିବାକୁ ପାଇଁ କେନ୍ଦ୍ର ସରକାର…

କରୋନା ଭାଇରସ୍, ଆରମ୍ଭ ହୋଇନି ସମୂହ ସଂକ୍ରମଣ

ନୂଆଦିଲ୍ଲୀ, ୧୯ା୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହାରି ମଧ୍ୟରେ ଇଣ୍ଡିଆନ କାଉନସିଲ ଫର୍ ମେଡ଼ିକାଲ ରିସର୍ଚ୍ଚର ପକ୍ଷରୁ ଆଜି ବଡ଼ ସୂଚନା ମିଳିଛି । କରୋନା ଭୂତାଣୁର ସମୂହ ସଂକ୍ରମଣ…