Browsing Category
ଦେଶ
ସୌରଭ ଗାଙ୍ଗୁଲିଙ୍କ ଝିଅ ସମେତ ପରିବାରର ୪ ଜଣ ସଦସ୍ୟ କୋଭିଡ୍ ପଜିଟିଭ୍
କୋଲକାତା: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ତାଙ୍କ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୪ଜଣଙ୍କ ମଧ୍ୟରେ ତାଙ୍କ ଝିଅ ସନା ଗାଙ୍ଗୁଲି ମଧ୍ୟ ସାମିଲ ରହିଛନ୍ତି । ତେବେ…
ଦେଶକୁ ଘାରିଲା କରୋନା ଚିନ୍ତା: ଦିନକରେ ୯୦,୯୨୮ ପଜିଟିଭ୍, ୨୬୩୦ ଓମିକ୍ରନ୍
ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଛି । ଏହାର ପ୍ରଭାବରେ ଆସନ୍ତା ଫେବୃଆରୀ ମାସରେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଏହାରି…
ମାୟାନଗରୀରେ ଗତ ୩ ଦିନ ମଧ୍ୟରେ ୨୩୦ ଡାକ୍ତର କୋଭିଡ୍ ପଜିଟିଭ୍
ମୁମ୍ବାଇ: କୋଭିଡ୍ ଭାଇରସ୍ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ମୁମ୍ବାଇରେ ସ୍ଥିତି ଏବେ ଗମ୍ଭୀର ହୋଇପଡ଼ିଛି । ସର୍ବାଧିକ ଓମିକ୍ରନ୍…
ଦେଶରେ ପ୍ରଥମଥର ଅକ୍ଷମ କ୍ୟାଡେଟଙ୍କୁ ବାୟୁସେନାରେ ସାମିଲ, ଏୟାର ଫୋର୍ସରେ ଫ୍ଲାଇଙ୍ଗ ଅଫିସର ଭାବେ ଯୋଗ ଦେଲେ ଯୋଗେଶ ଯାଦବ
ନୂଆଦିଲ୍ଲୀ : ଦେଶରେ ପ୍ରଥମଥର ଅକ୍ଷମ କ୍ୟାଡେଟଙ୍କୁ ବାୟୁସେନାରେ ସାମିଲ କରାଯାଇଛି । ଫ୍ଲାଇଙ୍ଗ ଅଫିସର ଯୋଗେଶ ଯାଦବ ବାୟୁସେନାରେ ସାମିଲ ହେବା ପୂର୍ବରୁ ମିଲିଟାରୀ ଟ୍ରେନିଂ ସମୟରେ ଆହତ ହୋଇ ପକ୍ଷାଘାତର ଶିକାର…
ଫେବ୍ରୁଆରି ୩ ସୁଦ୍ଧା ଚରମକୁ ଛୁଇଁପାରେ କୋଭିଡର ୩ୟ ଲହର
ନୂଆଦିଲ୍ଲୀ: ଭାରତରେ ଆଗାମୀ ଦିନ ଗୁଡ଼ିକରେ କୋଭିଡ୍-୧୯ ମାମଲା ପ୍ରବଳ ଭାବେ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ବିଶେଷଜ୍ଞମାନଙ୍କ ମତରେ ଏହି ଲହର ମଧ୍ୟ ଅଳ୍ପ କାଳ ସ୍ଥାୟୀ ରହିବ । ହେଲେ…
କୋଭାକ୍ସିନ୍ ନେବା ପରେ ନିଅନ୍ତୁ ନାହିଁ ପାରାସିଟାମଲ୍ କିମ୍ବା ପେନ୍ କିଲର୍: ଭାରତ ବାୟୋଟେକ୍
ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଟିକା, ମେଡିସିନ୍ ଆଦି ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଭାରତ ବାୟୋଟେକ୍ କହିଛି ଯେ, କୋଭାକ୍ସିନ୍…
ଆହୁରୀ ଶକ୍ତିଶାଳୀ ହେଲେ ଗରୁଡ଼ କମାେଣ୍ଡାେ, ପ୍ରଥମ ପର୍ଯ୍ୟାୟରେ ମିଳିଲା ଋଷର ଅତ୍ୟାଧୁନିକ ଏକେ-୧୦୩ ଆସଲ୍ଟ ରାଇଫଲ୍
ନୂଆଦିଲ୍ଲୀ : ଦେଶକୁ ଆତଙ୍କବାଦୀ ଆକ୍ରମଣରୁ ସୁରକ୍ଷା ଦେବା ଲାଗି ଭାରତୀୟ ବାୟୁସେନା ବା (ଆଇଏଏଫ୍)ର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଗରୁଡ଼ କମାଣ୍ଡୋଙ୍କୁ ମିଳିଛି ଋଷ ନିର୍ମିତ ଅତ୍ୟାଧୁନିକ ଏକେ-୧୦୩ ଆସଲ୍ଟ ରାଇଫଲ୍ ।…
ସୁରତ ପ୍ରିଣ୍ଟିଂ ମିଲରେ ଗ୍ୟାସ୍ ଲିକ୍, ଶ୍ୱାସରୁଦ୍ଧ ହୋଇ ୪ ମୃତ; ୨୫ ଆହତ
ସୁରତ: ଗୁଜରାଟର ସୁରତରେ ଗୁରୁବାର ଦିନ ସକାଳେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ଏଠାରେ ଥିବା ଏକ ପ୍ରିଣ୍ଟିଂ ମିଲ୍ ରେ ନିଆଁ ଲାଗିବା ଫଳରେ ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି । ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ…
ଚୀନର ହ୍ୟାର୍କ୍ସଙ୍କ ଟାର୍ଗେଟ ଦେଶର ପ୍ରତିରକ୍ଷା ସମ୍ବନ୍ଧିତ କମ୍ପ୍ୟୁଟର, ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ସଂକ୍ରାନ୍ତୀୟ ତଥ୍ୟ କରିପାରେ…
ନୂଆଦିଲ୍ଲୀ : ଗତ ୨୦୨୦ରୁ ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖର ଗଲୱନ ସେକ୍ଟରରେ ଏଲ୍ଏସିକୁ ଅତିକ୍ରମଣ ପ୍ରସଙ୍ଗରେ ମୁହାଁମୁହିଁ ହୋଇ ରହିଛନ୍ତି । ଗତ ୨୦୨୦ ଜୁନ୍ ୧୫ ତାରିଖରେ ଗଲୱନ ସେକ୍ଟରରେ ଧସେଇ ହୋଇ ପଶିଆସି…
ଆଇସିୟୁରେ ମହିଳାଙ୍କୁ ଅସଦାଚରଣ: ବହେ ଛେଚିଲେ ଡାକ୍ତର, କ୍ଷମା ମାଗିଲେ ପରିବାର
ନୂଆଦିଲ୍ଳୀ: ଡାକ୍ତରଙ୍କୁ ଇଶ୍ୱରଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ । ତେବେ ଜଣେ ମହିଳା ଡାକ୍ତରଙ୍କୁ ଅସଦାଚରଣ କରି ବହେ ଛେଚା ଖାଇଛନ୍ତି ରୋଗୀର ସାଙ୍ଗ । ଏପରିକି ପରିବାର ଲୋକ କ୍ଷମା ମାଗିବା ଯାଏଁ ମଧ୍ୟ କଥା ଯାଇଛି…