Browsing Category

ଦେଶ

ସନି ଲିଓନିଙ୍କୁ ଗିରଫ କରିବା ନେଇ ଉଠିଲା ଦାବି, ‘ମଧୁବନ ମେ ରାଧିକା’ ଗୀତକୁ ହଟାଇବା ପରେ ବି ଥମୁନି ବିବାଦ

ନୂଆଦିଲ୍ଲୀ: ସନି ଲିଓନିଙ୍କ ଗୀତ 'ମଧୁବନ ମେ ରାଧିକା' ରିଲିଜ୍ ହେବାପରଠାରୁ ହିଁ ବିବାଦ ଘେରରେ ରହିଛି । ମ୍ୟୁଜିକ୍ କମ୍ପାନୀ "ସାରେଗାମା" ମଧୁବନ ଗୀତର ଲିରିକ୍ସ ବଦଳାଇବା ନେଇ ପ୍ରତିକ୍ରିୟା ରଖିଛି । ତେବେ କମ୍ପାନୀ…

ଅଜିତ ଡୋଭାଲଙ୍କ ଟିମ୍ ରେ ସାମିଲ ହେଲେ ବିକ୍ରମ ମିସରୀ: ସମ୍ଭାଳିବେ ଡେପୁଟି NSA ଦାୟିତ୍ୱ

ନୂଆଦିଲ୍ଲୀ: ବିକ୍ରମ ମିସରୀଙ୍କୁ ଜାତୀୟ ସୁରକ୍ଷା ପରିଷଦରେ ନୂଆ ନିଯୁକ୍ତି । ଡେପୁଟି ଜାତୀୟ ସୁରକ୍ଷା ପରାମର୍ଶଦାତା ଦାୟିତ୍ୱ ସମ୍ଭାଳିବେ ବିକ୍ରମ ମିସରୀ । ବିକ୍ରମ ମିସରୀଙ୍କ ସ୍ଥାନରେ ଚୀନରେ ରାଷ୍ଟ୍ରଦୂତ ଭାର…

ମହିଳା ହକି କ୍ୟାମ୍ପରେ ୮ ଓଡ଼ିଆ: ଭାଗ ନେଉଛନ୍ତି ୬୦ ମହିଳା ଖେଳାଳି

ଭୁବନେଶ୍ୱର: ଜାତୀୟ ମହିଳା ସିନିୟର ହକି କ୍ୟାମ୍ପକୁ ଓଡ଼ିଶାରୁ ୮ ଜଣଙ୍କୁ ଡାକରା । ଓଡ଼ିଶାରୁ ଦୀପଗ୍ରେସ୍ ଏକ୍କା, ନୀଳିମା ମିଞ୍ଜ୍, ନମିତା ଟପ୍ପୋ, ରଶ୍ମିତା ମିଞ୍ଜ, ମାରିଆନା କୁଜୁର, ଅଜମିନା କୁଜୁର, ଜୀବନ କିଶୋରୀ…

ଲଦାଖ, କାରଗିଲରେ ୫.୦ ତୀବ୍ରତାର ଭୂକମ୍ପ ଝଟକା: ଗିଲିଟ ବାଲିସ୍ତାନରୁ ୧୦ କିମିରେ କେନ୍ଦ୍ରସ୍ଥଳ

ନୂଆଦିଲ୍ଲୀ: କାରଗିଲ, ଲଦାଖରେ ଭୂକମ୍ପ ଝଟକା । ସୋମବାର ସନ୍ଧ୍ୟା ୭ ଟା ୧ ମିନିଟ୍ ସମୟରେ କାରଗିଲ ଏବଂ ଲଦାଖରେ ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ସୂଚନା ଦେଇଛି ଭୂକମ୍ପ ବିଜ୍ଞାନ କେନ୍ଦ୍ର ।…

ମିଶନାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ ଅଭିଯୋଗ ଆଣିଲେ ମମତା; କେନ୍ଦ୍ର ସରକାରଙ୍କ ଖଣ୍ଡନ

ନୂଆଦିଲ୍ଲୀ: ସୋମବାର ଏକ ଭୟଙ୍କର ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟରେ ରହିଥିବା ସମସ୍ତ ମିଶନାରୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଥିବା ନେଇ ମମତା ଅଭିଯୋଗ ଆଣିଥିଲେ ।…

ପିଲାଙ୍କୁ ଟିକାକରଣ ନେଇ ଜାରି ହେଲା ଗାଇଡଲାଇନ: ଦିଆଯିବ କେବଳ ‘କୋଭାକ୍ସିନ’

ନୂଆଦିଲ୍ଲୀ: କିଶୋରଙ୍କୁ କୋଭିଡ ଟିକାକରଣ ନେଇ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର । ୧୫ରୁ ୧୮ ବର୍ଷ ବୟସ ପିଲାଙ୍କୁ ଟିକାକରଣ ନେଇ ଗାଇଡଲାଇନ ଜାରି କଲା କେନ୍ଦ୍ର । ଆସନ୍ତା ବର୍ଷ ୨୦୨୨ ଜାନୁଆରୀ ୩ରୁ ଆରମ୍ଭ ହେବ…

ଚଣ୍ଡୀଗଡ଼ ମ୍ୟୁନିସିପାଲ୍ ନିର୍ବାଚନ ଫଳାଫଳକୁ ଆପ୍ ଓଡ଼ିଶାର ସ୍ୱାଗତ; ଆଗାମୀ ଦିନରେ ଆପ୍ ଓଡ଼ିଶାବାସୀଙ୍କ ବିକଳ୍ପ ବୋଲି କହିଲେ ରାଜ୍ୟ ଆବାହକ

ଚଣ୍ଡୀଗଡ଼ ମ୍ୟୁନିସିପାଲ୍ କର୍ପୋରେସନ ନିର୍ବାଚନରେ ୪୦% ଭୋଟ ପାଇବା ସହିତ ୧୪ ଟି ଆସନରୁ ଆପ୍  ପ୍ରାର୍ଥୀମାନଙ୍କୁ ନିର୍ବାଚିତ କରିଥିବାରୁ ଆପ୍ ଓଡ଼ିଶାର ରାଜ୍ୟ ଆବାହକ ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଚଣ୍ଡୀଗଡର…

ମାହାତ୍ମା ଗାନ୍ଧୀଙ୍କ ଉପରେ ଟିପ୍ପଣୀକୁ ବିରୋଧ: ଧର୍ମ ସଂସଦ ବହିଷ୍କାର କଲେ ମହନ୍ତ ରାମସୁନ୍ଦର ଦାସ

ରାୟପୁର: ଛତିଶଗଡ଼ ରାଜଧାନୀ ରାୟପୁରରେ ଆୟୋଜିତ ଧର୍ମ ସଂସଦ ସଭା ଏବେ ବିବାଦ ଘେରରେ । ସଭାରେ ମହାରାଷ୍ଟ୍ରର କାଳୀଚରଣ ମହାରାଜ ମଞ୍ଚ ଉପରେ ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ଟିପ୍ପଣୀ କରିଛନ୍ତି । ତାଙ୍କ ଟିପ୍ପଣୀର…

କେବେ ହେବ CBSE ୧୦ମ, ଦ୍ୱାଦଶ ଟର୍ମ ୧ ରେଜଲ୍ଟ ଘୋଷଣା, ଜାଣନ୍ତୁ ଡିଟେଲ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ ତରଫରୁ ୧୦ମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୨ ଡିସେମ୍ବରରେ ଶେଷ ହୋଇଛି । ଏବେ ୧୦ମ ଏବଂ ଦ୍ୱାଦଶର ଛାତ୍ରଛାତ୍ରୀମାନେ ଟର୍ମ ୧ ବୋର୍ଡ ଫଳାଫଳକୁ ନେଇ…

ଓମିକ୍ରନର ଏହା ହେଉଛି ପ୍ରଥମ ଲକ୍ଷଣ, ସଂକ୍ରମଣ ବ୍ୟାପିବା ପୂର୍ବରୁ ରୁହନ୍ତୁୁ ସାବଧାନ

ଭୁବନେଶ୍ୱର : ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଅତିକ୍ରମ ହୋଇ ସାରିଛି । ଦ୍ରୁତ ଗତିରେ ବଢ଼ିଚାଲିଥିବା କରୋନାର ନୂଆ ଭାରିଆଣ୍ଟ ଡେଲଟା ତୁଳନାରେ ଅଧିକ ସଂକ୍ରମଣର କ୍ଷମତା ରଖୁଛି । ଡେଲଟା ତୁଳନାରେ ଓମିକ୍ରନର…