Browsing Category
ଦେଶ
ତିବ୍ଦତ ପିରିସ୍ଥିତି ଉପରେ ଧ୍ୟାନ ଦେବାକୁ ଦଲାଇଲାମାଙ୍କ ଅପିଲ, ଚୀନ କରୁଛି ପ୍ରାକୃତିକ ସମ୍ପଦ ନଷ୍ଟ
ନୂଆଦିଲ୍ଲୀ: ତିବ୍ଦତ ପ୍ରାକୃତିକ ସମ୍ପଦକୁ ଚୀନ ଦ୍ୱାରା ନଷ୍ଟ କରାଯିବାକୁ ନେଇ ଆଧ୍ୟତ୍ମିକ ଗୁରୁ ଦଲାଇଲାମା ବିଶ୍ୱ ସମୁଦାୟକୁ ନିବେଦନ କରିଛନ୍ତି । ଏହା ଯୋଗୁଁ ତିବ୍ଦତ ପର୍ଯ୍ୟାବରଣ ଉପରେ ପଡ଼ୁଥିବା ପ୍ରଭାବ ଉପରେ…
ଲକ୍ଷ୍ନୌ, ବାରଣାସୀ ସହ ୪୬ ରେଲୱେ ଷ୍ଟେସନକୁ ଉଡ଼ାଇବାକୁ ଧମକ, ଗୁଇନ୍ଦା ବିଭାଗ ଜାରି କଲା ଆଲର୍ଟ
ନୂଆଦିଲ୍ଲୀ: ଆତଙ୍କୀ ସଂଗଠନ ଲଶ୍କର-ଏ-ତୋଇବା ବାରଣାସୀ, ଲକ୍ଷ୍ନୌ ସମେତ ୟୁପି ର ୪୬ଟି ରେଳ ଷ୍ଟେସନକୁ ଉଡ଼ାଇ ଦେବାର ଧମକ ଦେଇଛି । ଶନିବାର ବିଳମ୍ବିତ ରାତିରେ ଗୁଇନ୍ଦା ସୂଚନା ମିଳିବ ପରେ ଏହାକୁ ନେଇ ଚିନ୍ତା ବଢ଼ିଛି ।…
ତ୍ରିପୁରା ବାସୀଙ୍କ ଭାବାବେଗ ସହିତ ଖେଳିଛନ୍ତି ବିପ୍ଲବ ଦେବ
ନୂଆଦିଲ୍ଲୀ: ତ୍ରିପୁରାରେ ବିଜେପି ମୁଖ୍ୟମନ୍ତ୍ରୀ ରହିଥିବା ବିପ୍ଲବ ଦେବଙ୍କୁ ଆକ୍ରମଣ କରିଛି ତୃଣମୂଳ କଂଗ୍ରେସ । ବିପ୍ଲବ ଦେବ ତ୍ରିପୁରା ବାସୀଙ୍କ ଭାବାବେଗ ସହିତ ଖେଳୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଟିଏମସି ସାଧାରଣ…
ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କାର ଉପହାର; ସ୍ୱତନ୍ତ୍ର ଜର୍ସିରେ ସମ୍ମାନିତ କଲା ଆଇପିଏଲ ଫ୍ରାଞ୍ଚାଇଜି
ନୂଆଦିଲ୍ଳୀ: ଭାରତୀୟ ଅଲିମ୍ପିକ୍ସ ହିରୋ ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କାର ଉପହାର ପ୍ରଦାନ କରିଛି ଆଇପିଏଲ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗସ୍ । ୪ଥର ଆଇପିଏଲ ବିଜୟୀ ହୋଇଥିବା ଚେନ୍ନାଇ ଫ୍ରାଞ୍ଚାଇଜି ପକ୍ଷରୁ…
ରାତିରେ କାମ କରିବନି Whatsapp; ଜାଣନ୍ତୁ Viral ଖବର ପଛର ସତ୍ୟତା
ନୂଆଦିଲ୍ଲୀ: ରାତିରେ ଆଉ କାମ କରିବନି ହ୍ୱାଟ୍ସଆପ୍ । ଏମିତି ଏକ ଖବର ବିଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ରାତି ୧୧.୩୦ରୁ ଭୋର ୬ଟା ଯାଏଁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ କାମ କରିବ ନାହିଁ…
ଓଟିଟି ଛାଡ଼ିଲେ ନୱାଜୁଦ୍ଦିନ ସିଦ୍ଦିକି; ଧନ୍ଦା କରୁଛନ୍ତି ପ୍ରଡକ୍ସନ ହାଉସ
ମୁମ୍ବାଇ: ନିଜର ସ୍ୱତନ୍ତ୍ର ଅଭିନୟ ବଳରେ ଦର୍ଶକଙ୍କ ମନରେ ନିଜ ପାଇଁ ସ୍ଥାନ ତିଆରି କରିଥିବା ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଓଟିଟି ପ୍ଲାଟଫର୍ମକୁ କରିଛନ୍ତି ବାଏ ବାଏ । ସାକ୍ରେଡ ଗେମ୍ସ ପରି ଲୋକପ୍ରିୟ…
ରାଜୀବ ବାନାର୍ଜୀଙ୍କ ଘରୱାପସୀ; ବିଜେପି ଛାଡି ଦିଦିଙ୍କ ଶରଣ ପସିଲେ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପିକୁ ଝଟକା । ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ରାଜୀବ ବାନାର୍ଜୀ ପୁଣିଥରେ ନିଜର ପୁରୁଣା ଦଳକୁ ଫେରିଛନ୍ତି । ରବିବାର ଟିଏମସିରେ ପୁନର୍ବାର…
ନୱାବଙ୍କ ନାଁରେ ୧୦୦ କୋଟିର ମାନହାନି, ଜାଣନ୍ତୁ କାହିଁକି
ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀଙ୍କ ନାଁରେ ୧୦୦ କୋଟିର ମାନହାନି ମୋକଦ୍ଦମା । ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଜାମିନ ମିଳିସାରିଛି । ସେ ଜେଲରୁ ବି ମୁକୁଳି ସାରିଲେଣି ।…
ମ୍ୟାକଡୋନଲ୍ଡସ, ପିଜା ଓ ବର୍ଗର୍ କିଙ୍ଗରେ ବ୍ୟବହାର ହୁଏ ଡିଟରଜେଣ୍ଟ୍! ରିପୋର୍ଟରେ ହେଲା ଖୁଲାସା
ନୂଆଦିଲ୍ଲୀ: ଆପଣ ମାନେ ବି ଯଦି ଫାଷ୍ଟ ଫୁଡ୍ ପ୍ରିୟ ତେବେ ଏହି ଖବର ଆପଣମାନଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଫାଷ୍ଟ୍ ଫୁଡ୍ ସେବନ କରିବା ଶରୀର ପକ୍ଷେ ହାନିକାରକ ହୋଇଥାଏ ।…
ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟିଲା ୧୫୦ଟି ମାଲିସିୟସ୍ ଆପ୍, ଫୋନରୁ ଶୀଘ୍ର କରନ୍ତୁ ଡିଲିଟ୍
ନୂଆଦିଲ୍ଲୀ: ଗୁଗୁଲ୍ ପକ୍ଷରୁ ୧୫୦ରୁ ଅଧିକ ମାଲିସିୟସ୍ ଆପ୍ କୁ ପ୍ଲେ ଷ୍ଟୋରରୁ ବ୍ୟାନ୍ କରିଦିଆଯାଇଛି । ଏହି ସବୁ ଆପ୍ UltimusSMS କ୍ୟାମ୍ପେନ୍ ରେ ସାମିଲ ରହିଛି । ଗୁଗୁଲ୍ ଏହିସବୁ ଆପ୍ କୁ ପ୍ଲେ ଷ୍ଟୋର୍ ରୁ ହଟାଇ…