fbpx
BSKY
BJD SHG SKY
BJD YOUTH SKY
Browsing Category

ଦେଶ

୮ ବର୍ଷର ନିରୀହ ଶିଶୁକୁ ଝୁଣିଦେଲା କୁକୁର, ପୋଲିସ ନେଲା ଏପରି କାର୍ଯ୍ୟାନୁଷ୍ଠାନ

ନୋଏଡା: ନୋଏଡା ସେକ୍ଟର ୧୧୭ ସୋରଖା ଗ୍ରାମରେ ଏକ ପିଟବୁଲ୍ ଡଗ୍ ୮ ବର୍ଷର ଶିଶୁକୁ କାମୁଡି ଗମ୍ଭୀର ଭାବରେ ଆହତ କରିଦେଇଛି । କୁକୁର ଶିଶୁର ପେଟ, ହାତ ସହିତ ଶରୀରର ଅନ୍ୟ ଅଙ୍ଗକୁ ବି କାମୁଡି କ୍ଷତାକ୍ତ କରିଛି । ପୋଲିସ…

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ବଡ଼ଦାଣ୍ଡରେ କରିବେ ରୋଡ୍ ଶୋ’

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ପ୍ରଚାର କାର୍ଯ୍ୟ ପାଇଁ ବ୍ୟସ୍ତ ଅଛନ୍ତି ବିଭିନ୍ନ ଦଳୀୟ ନେତା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟରେ କେନ୍ଦ୍ର ମନ୍ତ୍ରୀଙ୍କ ସୁଅ…

ପରୀକ୍ଷା କେନ୍ଦ୍ରରେ CUET ପ୍ରଶ୍ନପତ୍ର ବଣ୍ଟନରେ ତୃଟି; ବିରୋଧ କଲେ ଛାତ୍ରଛାତ୍ରୀ, ତ୍ରୁଟି ପାଇଁ କ୍ଷମା ମାଗିଲା NTA

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଚାୟବପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ମନ୍ଧନା ଅଞ୍ଚଳରେ ଛାତ୍ରଛାତ୍ରୀ ପରୀକ୍ଷାରେ ବିଶୃଙ୍ଖଳା ନେଇ କଲେଜ ସମ୍ମୁଖରେ ଆନେ୍ଦାଳନ କରିଥିଲେ । କଲେଜ ପରିସରରେ ପଥର ଫିଙ୍ଗିବା ସହ ଭଙ୍ଗାରୁଜା…

ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ନିୟମରେ ବଡ ପରିବର୍ତ୍ତନ, ଜୁନ୍ ୧ରୁ ହେବ ଲାଗୁ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି । ଏଥିପାଇଁ ଆଉ ଆପଣଙ୍କୁ ଏବେ ସରକାରୀ ଆଞ୍ଚଳିକ ପରିବହନ ଅଫିସ୍‌(ଆର୍‌ଟିଓ)ରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିବ ନାହିଁ । କାରଣ…

ଆଶ୍ଚର୍ଯ୍ୟଜନକ କଥା! ଜଣେ ଲୋକସଭା ପ୍ରାର୍ଥୀଙ୍କର ମୋଟ ସମ୍ପତ୍ତିର ପରିମାଣ ମାତ୍ର ୨ ଟଙ୍କା

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ଜାରି ରହିଛି । ଏହା ମଧ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଗକୁ ଆଉ ୩ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ବିଭିନ୍ନ…

ସାର୍ଟ ଟାଣି ଚାପୁଡା ସହ ଗୋଇଠା ମାରିଥିଲା ବିଭବ, ଖୁଲାସା ହେଲା ସ୍ୱାତୀ ମାଲିୱାଲଙ୍କ ଅଭିଯୋଗ

ନୂଆଦିଲ୍ଲୀ: ସ୍ୱାତୀ ମାଲିୱାଲଙ୍କ ସହ ହୋଇଥିବା ମାରପିଟ ଘଟଣା ସମସ୍ତଙ୍କୁ ଚକିତ କରଛିି । ଆମ ଆଦମୀ ପାର୍ଟୀର ରାଜ୍ୟସଭା ସାଂସଦ ଦିଲ୍ଲୀ ପୋଲିସକୁ ନିଜ ଅଭିଯୋଗରେ ତାଙ୍କ ସହ ୧୩ ତାରିଖରେ ଘଟିଥିବା ସମସ୍ତ ଘଟଣା ବିଷୟରେ…

ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାର ବଡ଼ ଅପଡେଟ୍: ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାରେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଗତ ୧୫ ତାରିଖ ଦିନ ଘଟଣାସ୍ଥଳରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତକ ଦ୍ୱୟ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ୟନଙ୍କ…

ବାରାଣସୀ ଲୋକସଭା ଆସନରୁ ନାମ ପ୍ରତ୍ୟାହାର କଲେ ଏହି ପ୍ରାର୍ଥୀ, ମଇଦାନରେ ୭ ଜଣଙ୍କ ମଧ୍ୟରେ ହେବ ମୁକାବିଲା

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ୪ୟ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ଏଥିମଧ୍ୟରେ ବାରାଣସୀ ଲୋକସଭା ଆସନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଷ୍ଟ୍ରୀୟ ସମାଜବାଦୀ ଜନକ୍ରାନ୍ତି ପାର୍ଟିର ପ୍ରାର୍ଥୀ ପାରସ ନାଥ…

ଏଣିକି ହ୍ୱାଟ୍ସଆପର ଲିଙ୍କଡ ଡିଭାଇସରେ ବି ଲକ କରିପାରିବେ ଚାଟ, ଜାଣନ୍ତୁ କିପରି କରିବ କାମ?

ନୂଆଦିଲ୍ଲୀ: ସୋସିଆଲ ନେଟୱର୍କିଂ ପ୍ଲାଟଫର୍ମ ହ୍ୱାଟ୍ସଆପ ଆଉ ଏକ ଫିଚର ଆଣିଛି, ଯାହା ସାହାଯ୍ୟରେ ଆପଣଙ୍କ ପ୍ରାଇଭେସିକୁ ଆହୁରି ବଢାଯାଇପାରିବ । ଏବେ ଆପଣ ଲିଙ୍କଡ ଡିଭାଇସରେ ବି ନିଜ ଚାଟକୁ ଲକ କରିପାରିବେ । ଏହି…

ପୃଥିବୀରେ କେବେ ଓ କେଉଁଠି ହେବ ଭୂମିକମ୍ପ? ପୂର୍ବରୁ ସୂଚନା ଦେବ ଏହି ଉପଗ୍ରହ

ଚେନ୍ନାଇ: ଆଗକୁ ଭୂମିକମ୍ପ ଆଉ ଏତେ ମାତ୍ରାରେ କ୍ଷତି ଘଟାଇ ପାରିବନି କାରଣ ଭୂମିକମ୍ପ ବିଷୟରେ ଆଗରୁ ସୂଚନା ଦେବ ଏହି ଉପଗ୍ରହ । ଇସ୍ରୋ ମୁଖ୍ୟ ଡା. ଏସ୍ ସୋମନାଥ କହିଛନ୍ତି ନିସାର – (ନାସା-ଇସ୍ରୋ ସିନ୍ଥେଟିକ୍ ଆପର୍ଚର…