fbpx
Browsing Category

ଦେଶ

“ଆର୍ଟିକିଲ ୩୭୦ ଫିଲ୍ମ ଦେଖ, ମିଳିବ ସଠିକ ସୂଚନା’: ଏପରି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଫିଲ୍ମ ଦେଖିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଯାହା ଏବେ ଏବେ ରିଲିଜ ହୋଇଛି । ଏହି ପରାମର୍ଶ ଦେବା ପାଇଁ ସେ ଏକ ଭଲ ସ୍ଥାନ ଚୟନ କରିଛନ୍ତି ।…

ଆଶ୍ଚର୍ଯ୍ୟଜନକ ଘଟଣା: ଚା’ ପିଇବାକୁ ଚାଲିଗଲା ଡ୍ରାଇଭର, ହଠାତ୍ ଟ୍ରେନଟି ଆପେଆପେ ଦ୍ରୁତ ବେଗରେ ମାଡ଼ି ଚାଲିଲା ୮୪ କିମି

ନୂଆଦିଲ୍ଲୀ: ଗତ ବର୍ଷ ଜୁନ ୨ ତାରିଖରେ ଓଡ଼ିଶାର ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଆଜି ବି ମନରୁ ଲିଭିନାହିଁ । ତେଣୁ ବର୍ତ୍ତମାନ ସମୟରେ କୌଣସି ସ୍ଥାନରେ ଟ୍ରେନ ଦୁର୍ଘଟଣା ଘଟିଲେ ଅତୀତର ସେଇ…

‘ମନ କି ବାତ୍‌’ ରେ ମୋଦୀ କଲେ ଡ୍ରୋନ୍ ଦିଦିଙ୍କ ସହ ଆଲୋଚନା, କହିଲେ ସବୁ କ୍ଷେତ୍ରରେ ନାରୀ ଶକ୍ତି ହିଁ ଆଗରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଲୋକପ୍ରିୟ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରିଛନ୍ତି । ଏହି କ୍ରମରେ ସେ ଡ୍ରୋନ୍ ଦିଦିଙ୍କ ସହ ଆଲୋଚନା…

ଯବାନ-ମାଓବାଦୀ ମୁହାଁମୁହିଁ: ଏନକାଉଣ୍ଟରରେ ୩ ମାଓବାଦୀ ନିପାତ

ଛତିଶଗଡ଼: ଛତିଶଗଡ଼ କାଙ୍କେରରେ ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ଏନକାଉଣ୍ଟରରେ ୩ ଜଣ ମାଓବାଦୀ ନିପାତ ହୋଇଛନ୍ତି । ୨ଟି ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି । କୋଇଲିବେଡ଼ା ହୁରତରାଇ…

ବଡ଼ ଖବର: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ଲୋକସଭା ସାଂସଦ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତା’ ପୂର୍ବରୁ ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ…

ସୁଦର୍ଶନ ସେତୁର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ଦେଶର ସବୁଠାରୁ ଲମ୍ବା କେବୁଲ ଆଧାରିତ ସେତୁ

ନୂଆଦିଲ୍ଲୀ: ଗୁଜରାଟବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭେଟି । ଲୋକାର୍ପିତ ହେଲା ଦେଶର ସବୁଠାରୁ ବଡ଼ କେବୁଲ ବ୍ରିଜ୍ । ଆଜି ପ୍ରଧାନମନ୍ତ୍ରୀ ମେଦୀ ଗୁଜରାଟର ଦ୍ୱାରକାରେ ସୁଦର୍ଶନ ସେତୁର ଉଦ୍‌ଘାଟନ…

EPFO ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି: ଆଶା କର୍ମୀ, ଅଙ୍ଗନବାଡ଼ି ଦିଦି ଓ ମିଡ-ଡେ ମିଲ କର୍ମଚାରୀଙ୍କୁ ଦିଅ EPF ସୁବିଧା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି । ଅଙ୍ଗନବାଡ଼ି ଦିଦି, ଆଶା କର୍ମୀ ଓ ମଧ୍ୟାହ୍ନଭୋଜନ କର୍ମଚାରୀଙ୍କୁ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଓ…

ପୁଣି ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା, ହରିଆଣାର ୭ଟି ଜିଲ୍ଲା ସାମିଲ

ଚଣ୍ଡିଗଡ଼: ନିକଟରେ କୃଷକ ଆନ୍ଦୋଳନକୁ ନେଇ ଦିଲ୍ଲୀ ସୀମା ସହ ଜଡ଼ିତ ସଂଲଗ୍ନ ରାଜ୍ୟଗୁଡ଼ିକର ସୀମା ସିଲ୍ କରାଯାଇଥିଲା । ଏହା ସହ ହରିଆଣାର ଅନେକ ଜିଲ୍ଲାରେ ଇଣ୍ଟରନେଟ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ବର୍ତ୍ତମାନ…

ଗୁଗୁଲ କ୍ରୋମ ୟୁଜର୍ସମାନଙ୍କୁ ଚେତାବନୀ ଦେଲେ ସରକାର, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

ନୂଆଦିଲ୍ଲୀ: ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଟିମ ଦୁନିଆର ସବୁଠାରୁ ଲୋକପ୍ରିୟ ବ୍ରାଉଜର୍-ଗୁଗୁଲ କ୍ରୋମ ବ୍ୟବହାରକାରୀଙ୍କୁ ଚେତାବନୀ ଜାରି କରିଛି । ତେବେ ନିଜର ନୂତନ ସୁରକ୍ଷା ଚେତାବନୀରେ ଭାରତର…

ଆଜି ଦେଶକୁ ୫୨ ହଜାର କୋଟିର ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି। ତେବେ ସେ ଆଜି ଗୁଜରାଟ ରାଜ୍ୟ ତଥା ଦେଶକୁ ଅନେକ ପ୍ରକଳ୍ପର ଉପହାର ଦେବାକୁ ଯାଉଛନ୍ତି। ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ହେଉଛି ସାରା…