fbpx
Browsing Category

ଦେଶ

ଆଜି ୮୪ କଳାକାରଙ୍କୁ ମିଳିବ ସଂଗୀତ ନାଟକ ଏକାଡ଼େମୀ ଅମୃତ ଆୱାର୍ଡ, ଉପରାଷ୍ଟ୍ରପତି କରିବେ ସମ୍ମାନୀତ

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ୭୫ ବର୍ଷରୁ ଅଧିକ ୮୪ ଜଣ କଳାକାରଙ୍କୁ ସଂଗୀତ ନାଟକ ଏକାଡେମୀ ଅମୃତ ପୁରଷ୍କାରରେ ସମ୍ମନୀତ କରାଯିବ । ପ୍ରଥମ ଥର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ସଂଗୀତ…

ବସ୍ତି ବାହାରେ ଶୋଇଥିବା ପାଞ୍ଚ ଜଣଙ୍କ ଉପରେ ମାଡ଼ିଗଲା ଟାଟା ଏସ୍, ୧ ଶିଶୁ ସମେତ ଦୁଇ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଥିବା ବସ୍ତି ବାହାରେ ଶୋଇଥିବା ପାଞ୍ଚ ଜଣଙ୍କ ଉପରେ ମାଡ଼ିଗଲା ଟାଟା ଏସ୍। ସେଥିମଧ୍ୟରୁ ଜଣେ ଶିଶୁ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ…

ବରିଷ୍ଠ IRS ଅଧିକାରୀ ରାହୁଲ ନବୀନ EDର ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ନିଯୁକ୍ତ

ନୂଆଦିଲ୍ଲୀ: ବରିଷ୍ଠ ଭାରତୀୟ ରାଜସ୍ୱ ସେବା (ଆରଆରଏସ) ଅଧିକାରୀ ରାହୁଲ ନବୀନଙ୍କୁ ନୂଆ ଦାୟିତ୍ୱ ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ରାହୁଲଙ୍କୁ ନିଯୁକ୍ତି ଦିଆଯାଇଛି…

ମାଓନେତା ସଞ୍ଜୟ ଦିପକ ରାଓ ଗିରଫ: ଘୋଷଣା ହୋଇଥିଲା ୨୫ ଲକ୍ଷର ପୁରସ୍କାର

ନୂଆଦିଲ୍ଲୀ: ମାଓନେତା ସଞ୍ଜୟ ଦିପକ ରାଓ ଗିରଫ ହୋଇଛି । ୱେଷ୍ଟର୍ଣ୍ଣ ଘାଟ ସ୍ପେଶାଲ ଜୋନ କମିଟିର ସେକ୍ରେଟାରୀ ଥିବା ଦୀପକକୁ ହାଇଦ୍ରାବାଦରୁ ଗିରଫ କରାଯାଇଥିବା ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର ସୂଚନା ଦେଇଛନ୍ତି ।…

ସାରା ଜୀବନର ଅର୍ଜିତ ଧନ ଦାନ କରି ଉଦାହରଣ ପାଲଟିଲେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ

ଶିମଲା; ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଶୁକ୍ରବାର ଦିନ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତାର ହାତ ବଢାଇବା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ସାରା ଜୀବନର…

‘ବୋଧହୁଏ ମୁଁ ବଞ୍ଚିବିନି, ପୁଅର ଯତ୍ନ ନେବ’: ଆହତ ହେବା ପରେ DSP ହୁମାୟନ ପତ୍ନୀଙ୍କୁ କରିଥିଲେ ଭିଡିଓ କଲ୍

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଲଢ଼େଇରେ ଡିଏସପି ହୁମାୟୁନ ଭଟ୍ଟ ସହିଦ ହୋଇଯାଇଛନ୍ତି । ତେବେ ହୁମାୟୁନଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଆତଙ୍କବାଦୀଙ୍କ ସହ ଲଢ଼େଇ ଚାଲିଥିବା ସମୟର…

କରୋନା ପରେ ନିପା ଭାଇରସ ପାଇଁ ଦିଆଯିବ Vaccine: ଡେଙ୍ଗୁ-ଟିବିର ଟୀକା ବି ପ୍ରସ୍ତୁତ…

ନୂଆଦିଲ୍ଲୀ: କରୋନା ମହାମାରୀରୁ ମୁକ୍ତ ହେବା ପରେ ଭାରତକୁ ଏବେ ଘାରିଛି ନିପା ଭାଇରସ ଆତଙ୍କ । କେରଳରେ ବର୍ତ୍ତମାନ ସୁଦ୍ଧା ୬ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ…

୧୭ ବର୍ଷୀୟ ଯୁବକଙ୍କ ଛାତିରୁ ଡାକ୍ତର ବାହାର କଲେ ୧.୯ କେଜିର ଏକ ବଡ଼ ଟ୍ୟୁମର

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକଙ୍କର ଶରୀରରେ ବଡ଼ ଟ୍ୟୁମର ଦେଖିବାକୁ ମିଳିଥାଏ । ଏପରି ସ୍ଥିତିରେ ଡାକ୍ତର ସର୍ଜରୀ ମାଧ୍ୟମରେ ତାହାକୁ ବାହାର କରିଥାନ୍ତି । ତେବେ ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ…

Sensexରେ ନିବେଶକଙ୍କ କମାଲ: ଏହି ମାସରେ ୧୨ ଲକ୍ଷ କୋଟିର ବମ୍ପର ଆୟ

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ଚଳିତ ମାସ ଲଗାତାର ବୃଦ୍ଧି ଘଟିଛି । ସପ୍ତାହର ଶେଷ ଦିନ ବିଏସଇ ସେନସେକ୍ସ ୩୧୯.୬୩ ପଏଣ୍ଟ ବୃଦ୍ଧି ପାଇ ୬୭,୮୩୮.୬୩ରେ ପହଞ୍ଚିଛି । ସେହିପରି ସେନସେକ୍ସ ଲଗାତାର ୧୧ ଟ୍ରେଡିଙ୍ଗ…

PM ମୋଦୀ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା: ସର୍ଭେରେ ମିଳିଲା ୭୬ ପ୍ରତିଶତ ରେଟିଂ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବିଶ୍ୱସ୍ତରରେ ବଢ଼ିବାରେ ଲାଗିଛି । କୋଭିଡ-୧୯ ମହାକାରୀ ଭ୍ୟାକ୍ସିନେସନ, ଋଷ-ୟୁକ୍ରେନ ଯୁଦ୍ଧ, ଆତଙ୍କବାଦ ଆଦି ବିଭିନ୍ନ ପ୍ରସଙ୍ଗରେ ମୋଦୀ…