Browsing Category

ଦେଶ

Video:୩୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଗଭୀର ପାଣିରେ ବୁଡ଼ିଗଲା ଜାହାଜ, ୭୮ ଜଣଙ୍କର ମୃତ୍ୟୁ; କ୍ୟାମେରାରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ନାଇଜେରିଆର ନାଇଜର ରାଜ୍ୟର ଏକ ନଦୀରେ ଜାହାଜ ବୁଡ଼ିଯିବାରୁ ଅତି କମରେ ୭୮ ଜଣଙ୍କର ମୃତ୍ୟୁ ଘଟିଛି । ଜିନହୁଆ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ରାଜ୍ୟ ପରିଚାଳନା ଏଜେନ୍ସି ମୁଖ୍ୟ…

(Video) ଭୟଙ୍କର ଦୁର୍ଘଟଣାରେ ଦୁଇ ଫାଳ ହୋଇଗଲା ଟ୍ରେନ୍: ଗରା, ବାଲଟିରେ ଲୋକେ ବୋହିନେଲେ ମାଗଣା ଡିଜେଲ୍

ନୂଆଦିଲ୍ଲୀ: ଅନେକ ସମୟରେ କିଛି ବଡ଼ ଧରଣର ଦୁର୍ଘଟଣା ଘଟିବା ବେଳେ ଲୋକମାନେ ପୀଡ଼ିତଙ୍କୁ ସାହାଯ୍ୟ କରିବା ବଦଳରେ ଫୋନରେ ରେକର୍ଡିଂ କରିଥାନ୍ତି । ଏହି ଘଟଣା ଯେତିକି ନିନ୍ଦନୀୟ ସେତିକି ହାସ୍ୟାସ୍ପଦ । ତେବେ ଏଭଳି ଏକ…

ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ସମୀକ୍ଷା: ଓଡ଼ିଶା ସମେତ ଏହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ସାମିଲ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅକ୍ଟୋବର ୭, ୨୦୨୪, ସେମାବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା…

କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍: ଚନ୍ଦକା ଶିଳ୍ପାଞ୍ଚଳରେ ବଡ଼ ଅଘଟଣ, ୫ ଅଗ୍ନିଶମ ଟିମ୍ ନିୟୋଜିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳରେ ଘଟିଯାଇଛି ଏକ ବଡ଼ ଧରଣର ଅଘଟଣ । ଶିଭମ କେମିକାଲ୍ସ ନାମକ ଏକ କେମିକାଲ ଫ୍ୟାକ୍ଟ୍ରିରୁ କ୍ଲେରିନ୍ ଗ୍ୟାସ୍ ଲିକ୍ ହେବାରେ ଲାଗିଛି । ଏହି ଗ୍ୟାସ୍ ଲିକ୍ ଆୟତ୍ତ…

BJP ନା Congress… Exit Pollରେ ଆଗରେ ରହିଛି ଏହି ଦଳ: ହରିୟାଣାରେ କିଏ ଗଢିବ ସରକାର? କାହା ସପକ୍ଷରେ ଜନତା?

ଓଡ଼ିଶା ଭାସ୍କର: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇସାରିଛି । ବର୍ତ୍ତମାନ ଏଗଜିଟ ପୋଲ୍ ଉପରେ ରହିଛି ସମସ୍ତଙ୍କ ନଜର । ଜନତାଙ୍କ ମତଦାନ ପରେ ବର୍ତ୍ତମାନ ଭୋଟ ବାକ୍ସରେ ବନ୍ଦ ରହିଛଇ ପ୍ରାର୍ଥୀଙ୍କ…

ଜେଲରେ କଏଦୀଙ୍କୁ ମିଳିବ ବିରିୟାନୀ-ପଲଉ… ଖାଇବା ଆଇଟମରେ ହେଲା ପରିବର୍ତ୍ତନ, ମିଳିଲା ଦୁର୍ଗାପୂଜା ଭେଟି

ଓଡ଼ିଶା ଭାସ୍କର: ଏଣିକି କଏଦୀମାନେ ମଧ୍ୟ ଜେଲରେ ବିରିୟାନୀ ଖାଇପାରିବେ । ଏ ନେଇ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି । ଜେଲରେ ଥାଇ ମଧ୍ୟ ନବରାତ୍ରୀ ଉପଭୋଗ କରିପାରିବେ କଏଦୀ । ଶାରଦୀୟ ନବରାତ୍ରୀ ଉପଲକ୍ଷେ…

ଦୁଃଖ ଖବର: ମାତ୍ର ୩୮ ବର୍ଷ ବୟସରେ ଆଖି ବୁଜିଲେ ସାଉଥ୍ ଅଭିନେତା ରାଜେନ୍ଦ୍ର ପ୍ରସାଦଙ୍କ ଝିଅ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଦୁଃଖ ଖବର । ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ ବିଶିଷ୍ଟ ଅଭିନେତାଙ୍କ ଝିଅ ଆଉ ନାହାନ୍ତି । ତେଲୁଗୁ ଅଭିନେତା ରାଜେନ୍ଦ୍ର ପ୍ରସାଦଙ୍କ ଝିଅ ଗାୟତ୍ରୀ ଆଜି ଶେଷ…

ATMରୁ ବାହାରିବ ସୁନା କଏନ୍! ଭାରତରେ ପ୍ରଥମ ଥର ଏକ କୋ-ଅପରେଟିଭ୍ ସୋସାଇଟି ସ୍ଥାପନ କଲା ଗୋଲ୍ଡ କଏନ୍ ଏଟିଏମ୍

ନୂଆଦିଲ୍ଲୀ: ଏଣିକି ଏଟିଏମରୁ ବାହାରିବ ସୁନା କଏନ୍ । ଭାରତରେ ପ୍ରଥମ ଥର ପାଇଁ ଏକ କୋ-ଅପରେଟିଭ୍ ସୋସାଇଟି ଗୋଲ୍ଡ କଏନ୍ ଏଟିଏମ ସ୍ଥାପନ କରିଛି । ଏହି ଏଟିଏମରୁ ଗ୍ରାହକମାନେ ୦.୫, ୧, ୨, ୫ ଓ ୧୦ ଗ୍ରାମ (୨୪…

ଦିଲ୍ଲୀରେ ହାଇ ଡ୍ରାମା: ଜଣେ ବିଧାୟକଙ୍କ ପାଦ ଧରିଲେ ଜଣେ ମନ୍ତ୍ରୀ, କାହିଁକି ଘଟିଲା ଏପରି….

ନୂଆଦିଲ୍ଲୀ: ଦିଲ୍ଲୀରେ ବସ୍ ମାର୍ଶାଲଙ୍କୁ ପୁନଃ ନିଯୁକ୍ତି ପ୍ରସଙ୍ଗରେ ହାଇ ଡ୍ରାମା ଦେଖିବାକୁ ମିଳିଛି । ସାର୍ବଜନିକ ପରିବହନ ବସ ସେବାରେ ମାର୍ଶଲ ଭାବେ ୧୦ ହଜାରରୁ ଅଧିକ ନାଗରିକ ସୁରକ୍ଷା ସ୍ୱୟଂସେବକଙ୍କୁ ଗତ ବର୍ଷ…

ନବରାତ୍ରୀରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ ଭୁଲ: ରାଗିଯିବେ ମା’ ଦୁର୍ଗା, ପରିବାରରେ ଆସିପାରେ ଝଡ଼

ଓଡ଼ିଆ ଭାସ୍କର: ହିନ୍ଦୁ ଧର୍ମରେ ନବରାତ୍ରୀର ଉତ୍ସବ ବହୁତ ମହତ୍ତ୍ୱ ରଖିଥାଏ । ଏହି ନବରାତ୍ର ୯ ଦିନ ପାଳନ କରାଯାଏ । ଏହି ପୂଜା ସମ୍ପୂର୍ଣ୍ଣ ଭାବରେ ମା’ ଦୁର୍ଗାଙ୍କୁ ସମର୍ପଣ କରାଯାଇଥାଏ । ଦଶଭୂଜା ଦେବୀ ମା…