Browsing Category

ଦେଶ

୧୦୨ କିଲୋମିଟର ମାଇଲେଜ୍ ଦେଉଛି ଏହି ବାଇକ୍; ଜବରଦସ୍ତ ଲୁକ୍ ସହ ଦମଦାର୍ ଷ୍ଟାଇଲ

ମୁମ୍ୱାଇ: ନିକଟରେ ବଜାରରେ ସିଏନ୍ ଜି ବାଇକ୍ ଲଞ୍ଚ କରିଛି ବଜାଜ। କମ୍ ଖର୍ଚ୍ଚରେ ଅଧିକ ଦୂରତା ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କୁ ଦୃଷ୍ଟିରେ ରଖି ଏହି ମୋଟରସାଇକେଲକୁ ଡିଜାଇନ୍ କରାଯାଇଛି। ଏହି ବଜାଜ ଫ୍ରିଡମ୍ ୧୨୫…

ଚୀନ ମୋବାଇଲ କମ୍ପାନୀ OnePlus, iQoo ଏବଂ Poco ଉପରେ ମାନହାନି ମାମଲା ରୁଜ୍ଜୁ, ସରକାରଙ୍କୁ ଲାଇସେନ୍ସ ରଦ୍ଧ କରିବା ପାଇଁ ଦାବି

ନୂଆଦିଲ୍ଲୀ: ଚୀନ ମୋବାଇଲ କମ୍ପାନୀ OnePlus, iQoo ଏବଂ Poco ଉପରେ ମାନହାନି ମାମଲା ରୁଜ୍ଜୁ ହୋଇଛି। ମୋବାଇଲ ରିଟେଲର୍ସ ସରକାରଙ୍କୁ ଏହି କମ୍ପାନୀର ଲାଇସେନ୍ସକୁ ରଦ୍ଧ କରିବାର ଦାବି କରିଛନ୍ତି। ଏହି ଚୀନ…

କାହିଁକି ପ୍ରଥମେ ଦୁଇ ଝିଅଙ୍କୁ ବଳି ଦିଆଯାଇଥିଲା? ଜାଣନ୍ତୁ ୮୦,୦୦୦ ନରବଳିର କଥା…

ନୂଆଦିଲ୍ଲୀ: ବଳି ହେଉଛି ଏକ କୁପ୍ରଥା। ପାଖାପାଖି ୫,୦୦୦ ବର୍ଷ ପୂର୍ବେ ଯେତେବେଳେ ଭାରତରେ ହରପ୍ପା ସଭ୍ୟତାକୁ ନେଇ ରିସର୍ଚ୍ଚ ହେଉଥିଲା, ସେତେବେଳେ ଡେନମାର୍କରେ ଦୁଇ କୁମାରୀ କନ୍ୟାଙ୍କୁ ବଳି ଦିଆଯାଇଥିଲା। ଯଦିଓ…

ବଲିଉଡରୁ ଆସିଲା ଦୁଃଖଦ ଖବର: ଗଙ୍ଗାରେ ବୁଡ଼ି ‘ହେରା ଫେରୀ’ ଫିଲ୍ମରେ ଅଭିନୟ କରିଥିବା ଅଭିନେତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖଦ ଖବର । ଗଙ୍ଗା ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ଜଣେ ବଲିଉଡ୍ ଅଭିନେତା । ଅଭିନେତାଙ୍କ ଅକାଳ ବିୟୋଗକୁ ନେଇ ଏବେ ସମଗ୍ର ବଲିଉଡରେ ଶୋକର ଲହରୀ ଖେଳିଯିବା ସହ ତାଙ୍କର…

‘ମନ୍ଦିର ହେଉ ବା ମସଜିଦ, ଜବରଦଖଲ ହୋଇଥିଲେ ଭଙ୍ଗାଯାଉ’; ବୁଲଡୋଜର ଆକ୍ସନ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି

ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନରେ ଗଢି ଉଠିଥିବା ଧାର୍ମିକ ପୀଠ ଉଚ୍ଛେଦ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୁଲଡୋଜର ଆକ୍ସନ ମାମଲାର ବିଚାର ବେଳେ ଲୋକଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ଏହି ନିର୍ଦ୍ଦେଶ…

କିଏ ଥିଲେ ସାଇବାବା, ତାଙ୍କର ଧର୍ମ କ’ଣ ଥିଲା ଏବଂ ଏବେ ମନ୍ଦିରରୁ କାହିଁକି ହଟାଯାଉଛି ତାଙ୍କ ମୂର୍ତ୍ତି? 

ନୂଆଦିଲ୍ଲୀ: ଶିରିଡ଼ିର ସାଇବାବାଙ୍କ ଭକ୍ତମାନେ ଦେଶର କୋଣ ଅନୁକୋଣରେ ଅଛନ୍ତି। ମହାରାଷ୍ଟ୍ରର ଶିରିଡିରେ ତାଙ୍କର ଏକ ବିରାଟ ଭବ୍ୟ ମନ୍ଦିର ଅଛି, ଯେଉଁଠାରେ ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସନ୍ତି । ଦେଶର ଅନେକ…

ଦଶହରା ପୂର୍ବରୁ କମିଲା ସୁନା-ରୂପା ଦର, ବଢିଲା ବିକ୍ରି, ଜାଣନ୍ତୁ ତାଜା ରେଟ୍‌

ନୂଆଦିଲ୍ଲୀ: ସୁନା ମଙ୍ଗଳବାର ଦିନ ଆହୁରି ଶସ୍ତା ହୋଇଯାଇଛି। ଆଜି ୨୪ କ୍ୟାରେଟ ସୁନାର ମୂଲ୍ୟ ୩୩୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୭୬ ହଜାର ୯୧୦ ଟଙ୍କା ହୋଇଛି। ରିପୋର୍ଟ ମୁତାବକ, ୨୨ କ୍ୟାରେଟ ସୁନାର ମୂଲ୍ୟ ୧…

SAARCରେ ଏହି ପ୍ରସ୍ତାବକୁ ପୁନରୁଦ୍ଧାର କରିବା ପାଇଁ ପାକ୍‌ର ପ୍ରୟାସ, ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଏଣିକି ସାର୍କ (SAARC)ର ଅସ୍ତିତ୍ୱ କେବଳ ଦସ୍ତାବିଜରେ ସୀମିତ ରହିବା ଭଳି ମନେହେଉଛି । କାରଣ ସାର୍କର ପୁନରୁଦ୍ଧାର ସଂକ୍ରାନ୍ତ ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଛି । ସବୁଠାରୁ ରୋଚକ କଥା ହେଉଛି…

ଜାରି ହେଲା ମଦ ପାଇଁ ନୂଆ ନିୟମ, ଘରୋଇ ଖୁଚୁରା ବିକେତ୍ରାଙ୍କୁ ମଧ୍ୟ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ସୋମବାର ଦିନ ସରକାର ନୂଆ ମଦ ନିୟମକୁ ଜାରି କରିଛନ୍ତି। ମଦର ନୂଆ ପଲିସି ଅନୁଯାୟୀ, ସରକାର ଘରୋଇ ଖୁଚୁରା ବିକ୍ରେତାମାନଙ୍କୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ହରିୟାଣା ସମେତ ଅନେକ ରାଜ୍ୟମାନଙ୍କରେ ଏହି…

ବଡ ବିପଦରୁ ଅଳ୍ପକେ ବର୍ତ୍ତିଗଲେ କେରଳ ରାଜ୍ୟପାଳ

ତିରୁବନନ୍ତପୁରମ: କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏକ ଆସନ୍ନ ବିପଦରୁ ଭାଗ୍ୟ ବଳରେ ବର୍ତ୍ତି ଯାଇଛନ୍ତି । ତାଙ୍କ ସହ ଥିବା ସୁରକ୍ଷା କର୍ମୀଙ୍କ ସାବଧାନତା ଓ ତ୍ୱରିତ ପଦକ୍ଷେପ ପାଇଁ ବିପଦ ରାଜ୍ୟପାଳଙ୍କୁ ଛୁଇଁ…