fbpx
Browsing Category

ଦେଶ

ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟଙ୍କାର ମାଇଲ୍‌ଖୁଣ୍ଟ ଅତିକ୍ରମ କଲା ପ୍ରତିରକ୍ଷା ଉତ୍ପାଦନ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରଣାଳୟର ନିରନ୍ତର ପ୍ରୟାସର ପରିଣାମ ସ୍ୱରୂପ, ୨୦୨୨ -୨୩ ଆର୍ଥିକ ବର୍ଷ (ଏଫ୍‌ୱାଇ)ରେ ପ୍ରତିରକ୍ଷା ଉତ୍ପାଦର ମୂଲ୍ୟ ପ୍ରଥମ ଥର ପାଇଁ ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ।…

ଆଦାନୀ ଗ୍ରୁପ୍‌କୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ କମିଟି: କହିଲେ- ହୋଇନାହିଁ କୌଣସି ନିୟମ ଉଲ୍ଲଘଂନ

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ନିଯୁକ୍ତ ତଦନ୍ତକାରୀ କମିଟି ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍‌ ଦେଇଛନ୍ତି । ସାର୍ବଜନୀନ ହୋଇଥିବା ରିପୋର୍ଟରେ ସୁପ୍ରିମକୋର୍ଟ କମିଟି କହିଛି ଯେ ଆଦାନୀ ଗ୍ରୁପ୍…

ପେଟ୍ରୋଲ ପମ୍ପରେ ଜିରୋ ଦେଖାଗଲେ ମଧ୍ୟ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ: ଆପଣ କାର କିମ୍ବା ବାଇକ୍ ରେ ପେଟ୍ରୋଲ-ଡିଜେଲ ଇନ୍ଧନ ଭରିବା ସମୟରେ ପମ୍ପ ମେସିନର ଡିସପ୍ଲେରେ ସବୁବେଳେ ଶୂନକୁ ହିଁ ଧ୍ୟାନ ଦେଉଥିବେ। ଇନ୍ଧନ ଭରିବାବେଳେ ଏହା ଦେଖାଯିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ…

ଟ୍ରକକୁ ଓଭରଟେକ କରିବାକୁ ଯାଇ ଡିଭାଇଡରରେ ପିଟି ହେଲା କାର, ୪ମୃତ, ୩ ଆହତ

ଲକ୍ଷ୍ନୌ: ବିଳମ୍ବିତ ରାତ୍ରିରେ ଲକ୍ଷ୍ନୌ- ହାର୍ଡୋଇ ରାଜପଥରେ ଥିବା ଜିଁଦୌର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ତିନି ଜଣ ଆହତ ମଧ୍ୟ ହୋଇଛନ୍ତି। ଟ୍ରକଟି ଓଲଟିବା ଫଳରେ ଏହି…

OPSC ନିଯୁକ୍ତି ୨୦୨୩: ଫରେଷ୍ଟ ରେଞ୍ଜର ଏବଂ ୧୭୬ ACF ପୋଷ୍ଟ ପାଇଁ ମେ’ ୨୯ରୁ ହେବ ଆବେଦନ

ଭୁବନେଶ୍ୱର: OPSC ଫରେଷ୍ଟ ରେଞ୍ଜର ଏବଂ ACF ନିଯୁକ୍ତି ୨୦୨୩ ପାଇଁ ଅଫିସିଆଲ ୱେବସାଇଟରେ ବିଜ୍ଞାପନ ପ୍ରକାଶ ପାଇଛି। ଏଥିରେ ଫରେଷ୍ଟ ରେଞ୍ଜର ଏବଂ ACF ୧୭୬ ଖାଲି ପଦବୀ ବିଷୟରେ ପ୍ରକାଶ କରିଛି। ତେବେ ଏଥିରେ ଆବେଦନ…

ସୁପ୍ରିମକୋର୍ଟକୁ ଆଜି ମିଳିବେ ୨ ନୂଆ ବିଚାରପତି: କେ.ଭି ବିଶ୍ୱନାଥନ-ଜଷ୍ଟିସ ପ୍ରଶାନ୍ତ ମିଶ୍ରା ନେବେ ଶପଥ

ନୂଆଦିଲ୍ଲୀ: ଆଜି ମାନ୍ୟବର ସୁପ୍ରିମକୋର୍ଟଙ୍କୁ ମିଳିବେ ଦୁଇ ନୂଆ ବିଚାରପତି । ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟଧୀଶ ନ୍ୟାୟମୂର୍ତ୍ତି ପ୍ରଶାନ୍ତ କୁମାର ମିଶ୍ରା ଏବଂ ବରିଷ୍ଠ ଆଇନଜୀବୀ ଭେଙ୍କଟରମଣ…

୨୭ ଦିନ, ୫୮ ମୃତ୍ୟୁ: ସହଜ ନୁହେଁ ଚାରି ଧାମ ଯାତ୍ରା, କେଦାରନାଥରେ ହୃଦଘାତରେ ଅଧିକ ମୃତ

ନୂଆଦିଲ୍ଲୀ: ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ଚାରିଦାମ ଯାତ୍ରା ଚଳିତବର୍ଷ କଷ୍ଟକର ହୋଇପଡିଛି । ବାରମ୍ବାର ପାଣିପାଗ ବଦଳିବା କାରଣରୁ ଶ୍ରଦ୍ଧାଳୁଙ୍କ ସହ ପ୍ରଶାସନ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛି । ତେବେ ଆଜି…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା: Credit-Debit କାର୍ଡ ନିୟମ ବଦଳିଗଲା, ଏଣିକି ଗ୍ରାହକଙ୍କ ଉପରେ ଲାଗିବ ଅଧିକ ଟ୍ୟାକ୍ସ

ନୂଆଦିଲ୍ଲୀ: ଯଦି ଆପଣମାନେ ବିଦେଶକୁ ଯାତ୍ରା କରୁଛନ୍ତି ଆଉ ଅନ୍ୟ ଦେଶରେ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏନେଇ ଆସିଛି ଏକ ବଡ଼ ଖବର । କାରଣ ଏଣିକି ଅନ୍ୟ ଦେଶରେ ଇଣ୍ଟରନ୍ୟାସନାଲ କ୍ରେଡିଟ କାର୍ଡରୁ ଖର୍ଚ୍ଚ…

ଛତିଶଗଡ: ହାଇ-ଟେକ୍ ରୂପରେ ଅନୁଷ୍ଠିତ ହେବ ଜାତୀୟ ରାମାୟଣ ମହୋତ୍ସବ, ବିବିଧତାର ଏକତାର ଟେବୁଲ୍ ଉପସ୍ଥାପନ କରିବେ ଦେଶ-ବିଦେଶର କଳାକାର

ରାୟପୁର: ରାୟଗଡରେ ଆୟୋଜିତ ହେବାକୁ ଥିବା ଜାତୀୟ ରାମାୟଣ ମହୋତ୍ସବରେ ଛତିଶଗଡର ଲୋକମାନେ ୩ଡି ଆନିମେସନ୍ ସମେତ ହାଇ-ଟେକ୍ନିକ୍ କୌଶଳ ସହିତ ସଜ୍ଜିତ ରାମାୟଣର ଗାଥା ଦେଖିବାକୁ ପାଇବେ । ଏହି କାର୍ଯ୍ୟକ୍ରମ ପାଇଁ…

ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କାହିଁକି ବାଛିଲା କଂଗ୍ରେସ: କାହିଁକି ପଛରେ ପଡ଼ିଲେ ଶିବକୁମାର ଓ ଖଡ଼ଗେ, ଜାଣନ୍ତୁ ୧୨ଟି ବଡ଼ କାରଣ

ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା ଶପଥ ଗ୍ରହଣ କରିବେ । ଅନ୍ୟପକ୍ଷରେ ଡି.କେ ଶିବକୁମାର ଡେପୁଟି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଦିନକୁ ଦିନ ପତ୍ତନ ଆଡ଼କୁ ଗତି କରୁଥିବା…