Browsing Category

କୃଷି

ନୂଆବର୍ଷରେ କେନ୍ଦ୍ର ସରକାରଙ୍କ ଚାଷୀଙ୍କୁ ବଡ ଭେଟି, ବିଭିନ୍ନ କ୍ଷେତ୍ରରେ ମିଳିବ ଫାଇଦା

ନୂଆଦିଲ୍ଲୀ- ନୂଆବର୍ଷରେ ଚାଷୀଙ୍କ ପାଇଁ ଆସିଲା ବଡ ଖବର । ଚାଷୀଙ୍କୁ ଅତିରିକ୍ତ ସବସିଡି ସହ ପିଏମ ଫସଲ ବୀମା ଆବଣ୍ଟନ ରାଶି ବଢାଇଲେ କେନ୍ଦ୍ର ସରକାର । କ୍ୟାବିନେଟରେ ଏହି ନିଷ୍ପତ୍ତିରେ ଲାଗିଲା ମୋହର । ପିଏମ ବୀମା…

(Video) ହିଡ ମୁଣ୍ଡରେ ନବୀନ, ବିରୋଧୀକୁ ଯିବା ପରେ ଚାଷୀଙ୍କ ଦୁଃଖ ବୁଝୁଛନ୍ତି

ଭୁବନେଶ୍ୱର- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୨୪ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାର ସ୍ୱାଦ ଚାଖୁଥିବା ନେତା ଚାଷୀଙ୍କ ବିଲରେ । ଗତକାଲି ସେ ଗଞ୍ଜାମ ଯାଇଥିଲେ । ଆଜି ପୁରୀ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡା ଜିଲ୍ଲା…

ଅଦିନିଆ ବର୍ଷା ଉଜାଡିଦେଲା ଚାଷ, ଫସଲ ନଷ୍ଟ ଦେଖି ବିଲରେ ହିଁ ଚାଷୀଙ୍କ ମୃତ୍ୟୁ

ଭୁବନେଶ୍ୱର- ଅଦିନିଆ ବର୍ଷା ପାଇଁ ରାଜ୍ୟରେ ଚାଷ ଉଜୁଡି ଯିବା ପରେ ଜଣେ ପରେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ଖବରରେ ଲଗାମ ଲାଗୁନି । କଟକ ନିଆଳି ଅଞ୍ଚଳର ଜଣେ ଚାଷୀ ବିପର୍ଯ୍ୟସ୍ତ ଚାଷ ବିଲକୁ ଦେଖି ସେହି ବିଲରେ ହିଁ…

(Breaking) ଫସଲ କ୍ଷତି ପଞ୍ଜିକରଣ ଅବଧିକୁ ୧ ତାରିଖକୁ ବୃଦ୍ଧି, ଉଭୟ ବୀମାଭୁକ୍ତ ଓ ବିନା ବୀମାଭୁକ୍ତ କରିପାରିବେ ଆବେଦନ

ଭୁବନେଶ୍ୱର - ବୀମାଭୁକ୍ତ ଚାଷୀ ମାନଙ୍କ ପାଇଁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ସମୟ ଅବଧି କେନ୍ଦ୍ର ସରକାର ଆଉ ତିନି ଦିନ ବଢାଇଲେ । ବୀମାଭୁକ୍ତ ଚାଷୀମାନେ ଜାନୁଆରୀ ୧ ତାରିଖ ପର୍ୟ୍ୟନ୍ତ ବୀମା କମ୍ପାନୀ…

୨୦୦ ସ୍ଥାନରେ ଯାତାୟାତ ଠପ, ୧୬୦ ଟ୍ରେନ ରଦ୍ଦ, ପରୀକ୍ଷା ବାତିଲ

ଚଣ୍ଡିଗଡ- ତାତିଲେ ଚାଷୀ । ଚକା ଜାମ କରିଦେଲେ ପ୍ରାୟତଃ ପୁରା ରାଜ୍ୟରେ । ଚାଷୀଙ୍କ ତାତିରେ ୧୬୩ ଟ୍ରେନ ରଦ୍ଦ, ୧୯କୁ ସାମୟିକ ଭାବେ ବାତିଲ କରାଯାଇଛି । ପଞ୍ଜାବର ୨୦୦ ଜାଗାରେ ଚକା ଜାମର ପ୍ରଭାବ ଦେଖିବାକୁ ମିଳୁଛି ।…

ଗ୍ରାଉଣ୍ଡ ଜିରୋରୁ ମୁଖ୍ୟମନ୍ତ୍ରୀ କଲେ ଫସଲ ହାନିର ଆକଳନ, ଚାଷୀଙ୍କ ସହ କଲେ ଆଲୋଚନା

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଚାଷୀଙ୍କ ଫସଲହାନୀର ସରଜମିନ ତଦନ୍ତ କରିଛନ୍ତି । ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲର କ୍ଷୟକ୍ଷତି କଲେ ଆକଳନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ନୟାଗଡ ରଣପୁରର କାଣ୍ଡପଡାରେ…

ଆସନ୍ତା ୩୦ ତାରିଖ ମଧ୍ୟରେ ମଧ୍ୟରେ ଫସଲ କ୍ଷତି ଆକଳନ: ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ୩୦ ତାରିଖ ମଧ୍ୟରେ ମଧ୍ୟରେ ଫସଲ କ୍ଷତି ଆକଳନ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଫସଲ କ୍ଷତି ନେଇ ସମୀକ୍ଷା ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ, ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ବିଧାୟକଙ୍କ ବନ୍ଦ ଡାକରା

ଭବାନୀପାଟଣା: ଧାନମଣ୍ଡି ଅବ୍ୟବସ୍ଥା ଏବଂ କଟନିଛଟନି ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ । ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ବିଧାୟକ ସାଗର ଚରଣ ଦାସ । ମଣ୍ଡିରେ ସବୁ ବ୍ୟବସ୍ଥା ଫେଲ ହେଉଥିବା ବେଳେ…

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଲ ମଝିରେ ଜଳିଗଲେ ଚାଷୀ

ଭଦ୍ରକ: (ଓଡ଼ିଶା ଭାସ୍କର) ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି  ବିଲ ମଝିରେ ଜଳିଗଲେ ଚାଷୀ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ବାଲିଗାଁ ନରସିଂହପୁର ଗାଁ ୧୨ ନମ୍ବର ଓ୍ଵାର୍ଡରେ । ମୃତ ଚାଷୀ…

ରାଜ୍ୟରେ ଅଛନ୍ତି ୪୦ ଲକ୍ଷ ଭୂତ ରାସନକାର୍ଡଧାରୀ, ପ୍ରକୃତ ଚାଷୀଙ୍କ ଚିହ୍ନଟ ପାଇଁ ପୁଣିଥରେ ହେବ ପଞ୍ଜିକରଣ

ଭୁବନେଶ୍ବର: ଭୂତ ରାସନକାର୍ଡଧାରୀଙ୍କୁ ନେଇ ସରକାରଙ୍କ ତତ୍ପରତା । ଭୂତ ରାସନକାର୍ଡଧାରୀଙ୍କୁ ଧରିବେ ରାଜ୍ୟ ସରକାର । ବର୍ତ୍ତମାନ ଓଜିଶାରେ 40 ଲକ୍ଷ ଭୂତ ରାସନକାର୍ଡଧାରୀ ରହିଥିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର…