Browsing Category
ଖବର
ଆଜିଠୁ ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା
ରାଉରକେଲା: (ଓଡ଼ିଶା ଭାସ୍କର) ଏଣିକି ଦେଢ ଘଣ୍ଟାରେ ରାଉରକେଲାରୁ ଯାଇହେବ କୋଲକତା । ଆଜିଠୁ ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା । ଅପରାହ୍ନ ସାଢେ ୩ଟା ସମୟରେ ରାଉରକେଲା ଵିମାନ ବନ୍ଦରରୁ କୋଲକାତା ଵିମାନ…
ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଏନ୍କାଉଣ୍ଟର; ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହେଲା ଅପରାଧୀ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଏନ୍କାଉଣ୍ଟର। କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ପୋଲିସର ଏନ୍କାଉଣ୍ଟର। ରଘୁର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ, ଗୁରୁତର ଅବସ୍ଥାରେ କଟକ…
ଶୀତ ଦିନେ ପାଣି ପିଇବା କମ୍ କରୁଛନ୍ତି କି? ଶରୀରରେ ପାଣି ଅଭାବରୁ ଦେଖାଯାଏ ଏହି ୫ଟି ରୋଗ
ଜଳର ଅଭାବ ଶରୀରର ଅନେକ ଅଙ୍ଗକୁ ପ୍ରଭାବିତ କରିଥାଏ । ଏହା କେବଳ ଡିହାଇଡ୍ରେସନ୍ ସୃଷ୍ଟି କରେ ନାହିଁ ବରଂ ରକ୍ତ ସଞ୍ଚାଳନ, ଯକୃତ ଏବଂ କିଡନୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । କେବଳ ଏତିକି ନୁହେଁ, ଏହା ଅନେକ ଅଙ୍ଗର…
ହୋଇନି ବାହାଘର, ୫୧ ବର୍ଷ ବୟସରେ ଜନ୍ମ କରିଛନ୍ତି ୧୮୦ରୁ ଅଧିକ ପିଲା! ଏବେ କହୁଛନ୍ତି…
ନୂଆଦିଲ୍ଲୀ: ଗୋଟିଏ ନାରୀ ପାଇଁ ମା ହେବା ଦୁନିଆର ସବୁଠାରୁ ଖୁସିର ମୁହୂର୍ତ୍ତ ହୋଇଥାଏ । ଗର୍ଭଧାରଣ ସମୟରେ ଅନେକ ଯନ୍ତ୍ରଣା ଭୋଗ କରୁଥିଲେ ମଧ୍ୟ ଏହି ମୁହୂର୍ତ୍ତକୁ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ ବୋଲି କହିଥାନ୍ତି…
ଖୋଲା ସ୍ଥାନରେ ମଦ ପିଉଥିବା ମଦୁଆଙ୍କୁ ଧରାଇବା ପାଇଁ ଜାରି ହେଲା ନମ୍ବର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ସନ୍ଧ୍ୟାରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନା ଅଞ୍ଚଳରେ କଲୋନି, ଆବାସିକ ଅଞ୍ଚଳ, ମାର୍କେଟ୍ ଅଞ୍ଚଳରେ ଖୋଲା…
(Video) କ୍ୟାରିୟର ବର୍ବାଦ କରିଦେବି… IPL ଷ୍ଟାର କ୍ରିକେଟରଙ୍କୁ ଗାର୍ଲଫ୍ରେଣ୍ଡ ଦେଲେ ଧମକ
ନୂଆଦିଲ୍ଲୀ: ପ୍ରେମର ପଶାପାଲିରେ ଫସି ଯାଇଛନ୍ତି ଆଇପିଏଲର ଜଣେ ଷ୍ଟାର କ୍ରିକେଟର । ଏକ୍ସ ଗର୍ଲଫ୍ରେଣ୍ଡ ସିଦାସଳଖ କ୍ୟାରିୟର ବର୍ବାଦ କରି ଦେବା ପାଇଁ ଦେଉଛି ଧମକ । ଏ ନେଇ ଷ୍ଟାର ପ୍ଲେୟର ଏବେ ଥାନାର ଦ୍ୱାରସ୍ଥ…
ଭକ୍ତଙ୍କ ପାଇଁ ଏହି ଦିନ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର
ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ଚାରି ଦ୍ୱାର ଦେଇ ଯିବେ ଶ୍ରଦ୍ଧାଳୁ। ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପରେ ଖୋଲିବ ଚାରି ଦ୍ୱାର। ପୁରୀବାସୀଙ୍କ ପାଇଁ ରହିବନି କଟକଣା। ଏନେଇ ସୂଚନା ଦେଲେ କେନ୍ଦ୍ରାଞ୍ଚଳ ଆଇଜି।
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମିଳିବ ଏହିସବୁ ଉପହାର: ଅତିଥିଙ୍କ ପାଇଁ ଟ୍ରଷ୍ଟର ପ୍ରସ୍ତୁତି
ନୂଆଦିଲ୍ଲୀ: ଭଗବାନ ଶ୍ରୀରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ଖୁବ ଉତ୍ସାହିତ ହୋଇ ରହିଛନ୍ତି ସମଗ୍ର ଦେଶବାସୀ । ଅଯୋଧ୍ୟ ନଗରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ହୋଇ…
ଗୁଡ଼ି ଉଡ଼ାଇବା ପାଇଁ ଜାରି ହେଲା ଗାଇଡଲାଇନ୍: ମନେ ରଖନ୍ତୁ ଏହି ନିୟମ…
ବାଲେଶ୍ୱର: ବାଲେଶ୍ୱର ସହରରେ ଗୁଡ଼ି ଉଡ଼ାଇବା ଉପରେ ଲାଗିଛି କଟକଣା । ୨ ଦିନରେ ଗୁଡ଼ି ଉଡ଼ାଇବା ସମୟରେ ୨ଟି ବଡ଼ ଅଘଟଣ ଘଟିବା ପରେ ସରକାର ଏଭଳି ଏକ ପଦକ୍ଷେପ ନେଇଛନ୍ତି । ଗତ ୨ ଦିନ ଭିତରେ ଗୁଡ଼ି ସୂତାରେ ୨ ଜଣ ଆହତ ହେବା…
ମାର୍କେଟରେ ଭେଣ୍ଡି କିଲୋ ୪୬୦ ଟଙ୍କା, ଟମାଟୋ ୧୪୦ ଟଙ୍କା…. ଆକାଶଛୁଆଁ ଦାମରେ ବିକ୍ରି ହେଉଛି ପରିବା
ନୂଆଦିଲ୍ଲୀ: ବର୍ତ୍ତମାନ ମହଙ୍ଗା ମାଡ଼ ସାଧାରଣ ଲୋକଙ୍କୁ କଲବଲ କରୁଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହେଉ କି ପେଟ୍ରୋଲ-ଡିଜେଲ ଦର ବା ପନିପରିବା । ସବୁଠି ଲୋକମାନେ ଦରବୃଦ୍ଧି ମାଡ଼ରେ ଚାପି ହୋଇ ଯାଉଛନ୍ତି । ଯାହା ଫଳରେ…