fbpx
Browsing Category

ଖବର

ଆଇସିସି ବୋଲିଂ ମାନ୍ୟତା: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦମ୍‌ଦାର ପ୍ରଦର୍ଶନ ପରେ ଉପରକୁ ମହିଳା କ୍ରିକେଟର୍ ରେଣୁକା ସିଂଙ୍କ

ଦୁବାଇ: ଭାରତୀୟ ମହିଳା କ୍ରିକେଟ ଦଳର ଅନ୍ୟତମ ବୋଲର ରେଣୁକା ସିଂ ଇଂଲଣ୍ଡରେ ଅନୁଷ୍ଠିତ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସର୍ବାଧିକ ୧୧ ୱିକେଟ୍‌ ଅକ୍ତିଆର କରି ଆଇସିସି ବୋଲିଂ ମାନ୍ୟତାରେ ଯଥେଷ୍ଟ ଉନ୍ନତି ଆଣିଛନ୍ତି । ଏହି…

ମିର୍ଚି ବାବାଙ୍କୁ ହୋଟେଲରୁ ଉଠାଇଆଣିଲା ପୁଲିସ, ନିଶା ବିଟକା ଖାଇବାକୁ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଲେ ପୀଡିତା

ଭୋପାଳ : ଦୁଷ୍କର୍ମ ଅଭିଯୋଗରେ ମିର୍ଚି ବାବାଙ୍କୁ ମଧ୍ୟପ୍ରଦେଶର ଗ୍ୱାଲିଅରରୁ ଗିରଫ କରାଯାଇଛି । ଜଣେ ମହିଳାଙ୍କୁ ବାବା ଭୋପାଳରେ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ପୀଡିତା ଜଣକ କହିଛନ୍ତି ଯେ ସନ୍ତାନ ଜନ୍ମ…

ଚୀନରେ ପୁଣି ନୂଆ ଭୂତାଣୁ ଆବିଷ୍କାର: ୩୫ ସଂକ୍ରମିତ ରୋଗୀ ଚିହ୍ନଟ

ବେଜିଂ : ଏକ ନୂତନ ପ୍ରକାରର ଭୂତାଣୁ ହେନିପା । ଭାଇରସ୍‌ ଯାହା ମଣିଷକୁ ସଂକ୍ରମିତ କରିପାରେ ପୂର୍ବ ଚୀନ୍‌ର ଶାଣ୍ଡୋଙ୍ଗ ପ୍ରଦେଶ ଏବଂ ମଧ୍ୟ ଚୀନ୍‌ର ହେନାନ ପ୍ରଦେଶରେ ଦେଖିବାକୁ ମିଳିଛି ଏବଂ ଏପର୍ଯ୍ୟନ୍ତ ଦୁଇ…

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ଛାନିଆ ଶତ୍ରୁ ସେନା: ରୁଷ୍‌ରୁ ଆସିବ ସୁପରସୋନିକ ‘ବ୍ଲାକ୍‌ ଜ୍ୟାକ୍‌ ବମ୍ବର’

ନୂଆଦିଲ୍ଲୀ: ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଯଦିଓ ବେଶ୍‌ ସୁଦୃଢ଼ ରହିଛି ତଥାପି ବର୍ତ୍ତମାନ ସୁଦ୍ଧା ବାୟୁସେନା ନିକଟରେ କୌଣସି ବୋମା ବର୍ଷଣକାରୀ ବମ୍ବର ନାହିଁ । ଏହି ବମ୍ବର ହେଉଛି ସେହି ବିମାନ ଯାହା ଅନେକ ଦୂର ଯିବା…

ଆହୁରି ଦୁଇ ଦିନ ନିର୍ଧୁମ ଛେଚିବ ବର୍ଷା: ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ, ଓଡ଼ିଶାର ସମସ୍ତ ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଗତ ୪ ଦିନ ହେବ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ଏଥି ସହ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ…

ବିହାରରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତେଜସ୍ୱୀ ଯାଦବ

ପାଟନା: ବିହାର ରାଜ୍ୟପାଲ ଫାଗୁ ଚୌହାନ ନୀତୀଶ କୁମାରଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଦେଇଛନ୍ତି । ବୁଧବାର ଦିନ ୨ଟାରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ । ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବ ।…

‘ସ୍କୁଲ ଆଉ ଛୁଟି କରନ୍ତୁ ନାହିଁ’, କାହିଁକି ଏଭଳି କହି ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଷଷ୍ଠ ଶ୍ରେଣୀର ଛାତ୍ରୀ…

ସ୍କୁଲରେ ଛୁଟି ଘୋଷଣା ହେବା ମାତ୍ରେ ପିଲାଙ୍କ ମଧ୍ୟରେ ଏକ ଭିନ୍ନ ଖୁସି ଦେଖିବାକୁ ମିଳିଥାଏ । କିନ୍ତୁ କେରଳର ୱାଏନାଡର ସଫୂରା ନୌସାଦ ନାମକ ଜଣେ ଝିଅ ଛୁଟିରେ ଏଭଳି ବିରକ୍ତ ହୋଇଯାଇଥିଲେ, ଯେ ଆଉ ଛୁଟି ନଦେବାକୁ ସିଧା…

ବିହାର ଜନତାଙ୍କ ସହ ବିଶ୍ୱାସଘାତକତା: ନୀତୀଶଙ୍କ ଇସ୍ତଫା ପରେ ବର୍ଷିଲେ ବିଜେପି ନେତା

ପାଟନା: ବିହାରରେ ବଦଳିଛି ରାଜନୀତିକ ପାଣିପାଗ । ଜେଡିୟୁ ସାଂସଦ ଏବଂ ବିଧାୟକଙ୍କ ବୈଠକ ପରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟିବା ପରେ ନୀତୀଶ କୁମାର…

Whatsapp ଆଣିଲା ବଢ଼ିଆ ଫିଚର୍ସ, ନିଶ୍ଚୟ ଆସିବ କାମରେ

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ହ୍ୱାଟ୍ସଆପ୍ ଏହାର ୟୁଜର୍ସଙ୍କ ପାଇଁ ଅନେକ ଆକର୍ଷଣୀୟ ଫିଚର୍ସ ଜାରିକରିଛି । ହ୍ୱାଟ୍ସଆପ୍ ର ଏହି ଫିଚର୍ସ ପ୍ରାଇଭେସୀ ପଲିସି ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ନୂଆ…

ବିହାର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ନୀତୀଶ କୁମାର, ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା ପତ୍ର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏନଡିଏ ଠାରୁ ଅଲଗା ହେବା ପରେ ନୀତିଶ କୁମାର ମହମେଣ୍ଟ ସହ ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି,…