Browsing Category

ଖବର

କୁନୋ ନେସନାଲ ପାର୍କରେ ଆଉ ଏକ ଚିତାର ମୃତ୍ୟୁ: ‘ତେଜସ୍’ ପରେ ପ୍ରାଣ ହରାଇଲା ‘ସୁରଜ୍’

ଭୋପାଲ: ବିଦେଶରୁ ଅଣାଯାଇଥିବା ଚିତାଙ୍କ ପାଇଁ ମରଣଯନ୍ତା ପାଲଟି ଯାଇଛି କୁନୋ ନେସନାଲ ପାର୍କ । ଗେଟିଏ ପରେ ଗୋଟିଏ ସବୁ ଚିତା ଏବେ ମୃତ୍ୟୁମୁଖରେ ପଡୁଛନ୍ତି । ପୂର୍ବରୁ ୭ଟି ଚିତା ଏହି ପାର୍କରେ ମୃତ୍ୟୁବରଣ କରିଥିବା…

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର: ଏଣିକି କମ୍ ଆସିବ ବିଜୁଳି ବିଲ୍

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ବିଲ୍ କମ କରିବା ପାଇଁ ପଦକ୍ଷେପ ନେଉଛି ଆପିଲେଟ ଟ୍ରିବ୍ୟୁନାଲ ଫର ଇଲେକ୍ଟ୍ର୍ରିସିଟି । ବିଦ୍ୟୁତ ବିଲ୍ ହ୍ରାସ କରିବା ପାଇଁ ମୁମ୍ବାଇର ବିଦ୍ୟୁତ ବିତରଣ କମ୍ପାନୀ ଟାଟା…

Indian Navyକୁ ମିଳିବ ୨୬ ରାଫେଲ, ୩ ସ୍କର୍ପିଅନ ସବମରୀନ୍: ଡିଫେନ୍ସ କାଉନ୍ସିଲରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ ନୌସେନା ହେବାକୁ ଯାଉଛି ଆହୁରି ଶକ୍ତିଶାଳି । ଭାରତୀୟ ନୌସେନାରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ଯୁଦ୍ଧ ବିମାନ । ଏହାସହିତ ନୌସେନାକୁ ୩ଟି ସ୍କର୍ପିଅନ ଶ୍ରେଣୀର ବୁଡାଜାହାଜ ମଧ୍ୟ…

(Video) ସରିଲା କଳିଯୁଗ! ସତ ହେଉଛି ମାଳିକାରେ ଲେଖା ପ୍ରତ୍ୟେକ ବାଣୀ: ଯୁଇରେ ଶବରୁ ମାଂସ ଖାଇଲାଣି ମଣିଷ

ହଜାର ହଜାର ବର୍ଷ ପୂର୍ବରୁ ଲେଖା ହୋଇଥିବା ମାଳିକା ଧିରେ ଧିରେ ସତ ହେବାରେ ଲାଗିଛି । ପ୍ରତ୍ୟେକ କଥା ଅକ୍ଷରେ ଅକ୍ଷରେ ସତ ହେଉଥିବା ବେଳେ କଳିଯୁଗ ଶେଷ ହେବା ନେଇ ସମସ୍ତଙ୍କ ଭୟ ବଢିବାରେ ଲାଗିଛି । ପ୍ରକୃତରେ କ’ଣ ଶେଷ…

କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କର ବୀମା ପ୍ରିମିୟମ୍‍ରାଶି ବହନ କରିବେ ରାଜ୍ୟ ସରକାର, ୫ ଏକର ଜମି ପର୍ଯ୍ୟନ୍ତ ଏହି ଶ୍ରେଣୀର ଚାଷୀଙ୍କୁ…

ଭୁବନେଶ୍ୱର: ରାଜ୍ୟ ସରକାର ଚଳିତ ଖରିଫ୍‍ଋତୁଠାରୁ ଚାଷୀମାନଙ୍କୁ ବୀମାସୁରକ୍ଷା ଦେବା ସହିତ ଅଧିକ ପରିମାଣର ଚାଷଜମିକୁ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଲାଗି ପଦକ୍ଷେପ ନେଇଛନ୍ତି । କ୍ଷୁଦ୍ର ଏବଂ ନାମମାତ୍ର…

ବଡ଼ ଖବର! ବନ୍ଦ ହୋଇଯିବ ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ: ଦୋକାନୀ ସଂଘ ତରଫରୁ ଚେତାବନୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ୟୁନିଟ-୨ ମାର୍କେଟ ବିଲ୍ଡିଂକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ମାର୍କେଟ ଭିତରେ ଥିବା ସମସ୍ତ ଦୋକାନ ବନ୍ଦ ହେବାକୁ ଯାଉଛି ବୋଲି ଜାଣିବାକୁ ମିଳିଛି । ଖୁବଶୀଘ୍ର…

ସାବଧାନ୍! ଟିକିଏ ଅସାବଧାନତାରୁ ହ୍ୟାକ ହୋଇପାରେ ମୋବାଇଲ: ଆକାଉଣ୍ଟରୁ ଉଡିଯିବ ସବୁତକ ଟଙ୍କା

ନୂଆଦିଲ୍ଲୀ: ଆଜିକାଲି ଭାରତ ଯେତେ ଡିଜିଟାଲ ହେଉଛି, ଡିଜିଟାଲ ଠକେଇର ମାତ୍ରା ମଧ୍ୟ ବୃଦ୍ଧି ପାଉଛି । ଏବେ ହାଇଟେକ ଟେକ୍ନୋଲୋଜିର ବ୍ୟବହାର ସୁରକ୍ଷା ଏଜେନ୍ସି ସହିତ ଅପରାଧୀକ କାରବାରରେ ମଧ୍ୟ ବ୍ୟବହାର ହେବାରେ ଲାଗିଛି…

ପବିତ୍ର ଶ୍ରାବଣ ମାସରେ ଦାନ କରନ୍ତୁ ଏହିସବୁ ଜିନିଷ: ସୁଖ-ସମୃଦ୍ଧିରେ ଭରିଯିବ ଘର, ମିଳିବ ଶିବଙ୍କ କୃପା

ଶ୍ରାବଣ ମାସ ଭଗବାନ ଶିବଙ୍କର ପ୍ରିୟ ମାସ । ଏହି ମାସରେ ଶୈବ ଭକ୍ତମାନେ ନିଜର ମନସ୍କାମନା ପୂରଣ କରିବା ପାଇଁ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ବାବା ଭୋଳାନାଥଙ୍କ ଆଶିଷ ପାଇବା ପାଇଁ ପାଣି ଭାର କାନ୍ଧରେ ଧରି…

ସମସ୍ୟାରେ ରେସଲର ବିନେଶ! ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସିର ନୋଟିସ ଜାରି, କ’ଣ କାରଣ?

ନୂଆଦିଲ୍ଲୀ: ବିଶ୍ୱ ଚମ୍ପିଆନସିପରେ ଦୁଇଥର ପଦକ ବିଜେତା ରେସଲର୍ ବିନେଶ ଫୋଗାଟ ଏବେ ଏକ ଅଡୁଆ ଭିତରେ ଫସି ଯାଇଛନ୍ତି । ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ତରଫରୁ ବିନେଶଙ୍କୁ ଏକ ନୋଟିସ ଜାରି କରାଯାଇଛି ।…

୧୦୦ କୋଟି ଟଙ୍କାକୁ ବଢିଲା ସେତୁ ଯୋଜନା ବ୍ୟୟ ଅଟକଳ: ୧୦ଟି ସ୍ଥାନକୁ ମିଳିବ ଏହା ଫାଇଦା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଏହାକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକର ଅବଶିଷ୍ଟ ୯ ଗୋଟି ପଞ୍ଚାୟତକୁ ଏଥିରେ ଅନ୍ତର୍ଭୁକ୍ତ…