Browsing Category
ଖବର
ଯୁବକଙ୍କ ବିଚିତ୍ର ସ୍ନାନ, ଦେହରେ ସାବୁନ୍ ଲଗାଇ ବାଇକ୍ ଚଢି ଭିଜିଲେ ବର୍ଷାରେ
କାନପୁର:ପ୍ରଚଣ୍ଡ ତାତି ପରେ ଏବେ ମୌସୁମୀ ଆସିଯାଇଥିବାରୁ ସମସ୍ତେ ବର୍ଷାର ମଜା ଉଠାଇବାରେ ଲାଗିଛନ୍ତି । ସୋସିଆଲ୍ ମିଡିଆରେ ଏବେ ବର୍ଷାର ଆନନ୍ଦ ଉଠାଉଥିବା ବିଭିନ୍ନ ପ୍ରକାରର ଫଟୋ ଭାଇରାଲ୍ ହେବାରେ ଲାଗିଛି । କିନ୍ତୁ…
(Video) ଏହି ସ୍ଥାନରେ ମୃତ୍ୟୁ ଉପରେ ଲାଗିଛି ପ୍ରତିବନ୍ଧକ: ସରକାର କରିଛନ୍ତି କଠୋର ନିୟମ
ନୂଆଦିଲ୍ଲୀ: ଭାଗବତର ଏକ ବାଣୀ ଅନୁସାରେ “ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ ।” ଅର୍ଥାତ୍ ଏ ଧରା ପୃଷ୍ଠ ହେଉଛି ମରଣଶୀଳ ଦୁନିଆ, ପୃଥିବୀରେ ଜନ୍ମ ନେଇଥିବା ପ୍ରତ୍ୟେକ ଜୀବ ଦିନେ ନା ଦିନେ ମୃତ୍ୟୁର…
ବଡ ଖବର! ଫିକ୍ସ ହେବାକୁ ଯାଉଛି ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ: ସାମନାକୁ ଆସିଲା ଆଶ୍ଚର୍ଯ୍ୟକର ଫଟୋ
ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରେ ବିଶ୍ବକପ ଅଭିଯାନ ଆରମ୍ଭ ହେବାକୁ ଥିବା ବେଳେ ଏହାକୁ ଆହୁରି ପ୍ରାୟ ୧୦୦ ଦିନ ବାକି ରହିଛି । ତେବେ ବିଶ୍ୱକପରେ ଅକ୍ଟୋବର ୧୫ ତାରିଖରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ତେଣୁ…
୬୫ ବର୍ଷର ବ୍ୟକ୍ତିଙ୍କୁ ୧୭୦ ବର୍ଷର ଜେଲଦଣ୍ଡ ଶୁଣାଇଲେ କୋର୍ଟ: ଇଏ କି ଅପରାଧ?
ନୂଆଦିଲ୍ଲୀ: ବଡ ବଡ ମାମଲାରେ ସମ୍ପୃକ୍ତ ଅପରାଧୀଙ୍କୁ ମୁଖ୍ୟତଃ ଫାଶୀ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥାନ୍ତି କୋର୍ଟ । କିନ୍ତୁ କେବେ ୧୭୦ ବର୍ଷର ଜେଲଦଣ୍ଡ ବିଷୟରେ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟର ଘଟଣା ହେଉଛି…
ହସ୍ପିଟାଲରେ ଆପଏଣ୍ଟମେଣ୍ଟ ପାଇଁ ଚାଲିଗଲା ୯୦ ହଜାର: କୃଷକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ
ନୂଆଦିଲ୍ଲୀ: ଦେଶ ଏବେ ଡିଜିଟାଲ ହେବା ଦିଗରେ ଆଗେଇ ଚାଲିଛି । ଏହାଦ୍ୱାରା ଭାରତୀୟଙ୍କୁ ଖୁବ ଫାଇଦା ହେବା ସହ ଜୀବନ ଶୈଳୀକୁ ଖୁବ ସହଜ କରି ଦେଉଛି । କିନ୍ତୁ ଅନେକ ସମୟରେ ଏହା ଅତି ସାଧାରଣ ଲୋକଙ୍କ ପାଇଁ ବିପଦ ପାଲଟି…
ଟମାଟୋ ଦାମ୍ ୧୦୦ ଟପିବାର କାରଣ କ’ଣ: ପ୍ରତିବର୍ଷ ବର୍ଷା ଦିନେ ଟମାଟୋ ମହଙ୍ଗା ହେଉଛି କାହିଁକି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଏବେ ଟମାଟୋ ମୂଲ୍ୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ପୂର୍ବରୁ ଟମାଟୋ କିଲୋ ୨୦-୩୦ ଟଙ୍କା ରହିଥିବା ବେଳେ ଏବେ ତାହା ସେଞ୍ଚୁରୀ ମାରିଛି । ଦେଶର ବିଭିନ୍ନ ରାଜ୍ୟର ଟମାଟୋ…
(Video) ଗବେଷଣାରୁ ଭାଇରସର ପର୍ଦ୍ଦାଫାଶ! ବିଶ୍ୱରେ ଆତଙ୍କରାଜ ପାଇଁ ଚୀନ ହିଁ ବାହାର କରିଥିଲା ଏହି ମହାମାରୀ
ନୂଆଦିଲ୍ଲୀ: ଗବେଷଣାରୁ ଚୀନର ଏକ କଳା କାରନାମା ଉପରୁ ଉଠିଛି ପରଦା । ସାରା ବିଶ୍ୱରେ ଆତଙ୍କ କେଳାଇବା ପାଇଁ ଚୀନ କରିଥିବା ସାଜିସ ଏବେ ଲୋକଲୋଚନକୁ ଆସି ସାରିଛି । ଏକ ଭାଇରସକୁ ସାରା ବିଶ୍ୱରେ ସଂକ୍ରମଣ କରି ଆତଙ୍କ…
(Video) ସମୁଦ୍ର ଭିତରୁ ମିଳିଲା ଟାଇଟନ ବୁଡାଜାହାଜ: ୫ କୋଟିପତିଙ୍କ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ: ଦୀର୍ଘ ୧୧ ଦିନ ପରେ ମିଳିଛି ଗଭୀର ସମୁଦ୍ରରେ ବୁଡି ଯାଇଥିବା ଟାଇଟନ ବୁଡାଜାହାଜର ସନ୍ଧାନ ଏବଂ ଏହାକୁ ଉଦ୍ଧାର କରାଯାଇଛି । ଏହାସହିତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରୋବୋଟ ବର୍ତ୍ତମାନ ନିଖୋଜ ଥିବା ସମସ୍ତ…
କରମଣ୍ଡଳ ଦୁର୍ଘଟଣାରେ ବଢିଲା ମୃତ୍ୟୁସଂଖ୍ୟା: SCBରେ ଆଉ ଜଣେ ଆହତଙ୍କ ମୃତ୍ୟୁ
କଟକ: ବାଲେଶ୍ୱର ବାହାନଗା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟାରେ ଆଉ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାର ପ୍ରାୟ ୨୮ ଦିନ ପରେ ଆଜି ଚିକିସବାରତ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଜଣେ ଆହତ ଯାତ୍ରୀ । ଟ୍ରେନ ଦୁର୍ଘଟଣାରେ…
ଜୁନ୍ ୩୦ରୁ ମାଗଣା ରାସନ ସେବା ବନ୍ଦ, ମିଳିବନି ଚାଉଳ-ଗହମ! କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି
ନୂଆଦିଲ୍ଲୀ: ରାସନ କାର୍ଡ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ବଡ ଖବର । ଆଉ ଦୁଇ ଦିନ ପରେ ରାସନ କାର୍ଡରେ ମାଗଣା ଚାଉଳ ଏବଂ ଗହମ ପାଇବେନି ଗ୍ରାହକ । କାରଣ ଜୁନ୍ ୩୦ ତାରିଖରେ ଏକ ବଡ ନିୟମରେ ପରିବର୍ତ୍ତନ ହେଉଛି । ଯାହା…