fbpx
Browsing Category

ଖବର

ଦିଲ୍ଲୀ: ହନୁମାନ ଜୟନ୍ତୀ ଶୋଭାଯତ୍ରା ସମୟରେ ହିଂସା, ପଥରମାଡ଼ରେ ଅନେକ ପୋଲିସ କର୍ମୀ ଆହତ

ଦିଲ୍ଲୀର ଜାହାଙ୍ଗୀର ପୁରୀରେ ହନୁମାନ ଜୟନ୍ତୀ ଅବସରରେ ଦୁଇ ପକ୍ଷ ମଧ୍ୟରେ ହିଂସା ହେବାର ଖବର ଆସିଛି । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ପଥର ମାଡ଼ ହୋଇଥିଲା । ଘଟଣାରେ ପୋଲିସ କର୍ମିଙ୍କ ସମେତ ଅନେକ ଲୋକ ଆହତ…

ଲଞ୍ଚ ହେଲା ‘ଓଡ଼ିଶା ଭାସ୍କର’ର ନୂଆ କମେଡି କାର୍ଟୁନ ଚ୍ୟାନେଲ ‘Halchal Dhamal’: ନ୍ୟୁଜ୍ ସହିତ ମିଳିବ ଜବରଦସ୍ତ କମେଡିର ତଡକା (Video)

ଓଡ଼ିଶା ଭାସ୍କର ଟିମ୍ ଆପଣ ମାନଙ୍କ ପାଇଁ ନେଇ ଆସିଛି ନୂଆ କମେଡି କାର୍ଟୁନ ଚ୍ୟାନେଲ  ‘ହଲଚଲ୍ ଧମାଲ୍’ । ଛୋଟ ଛୁଆଙ୍କ ଫନ୍ ଟାଇମକୁ ଆହୁରି ଫନ୍ କରିଦେବ ଆମର ଏହି ନୂଆ କମେଡି ଶୋ ‘ହଲଚଲ୍ ଧମାଲ୍’ । ଖାଲି ସେତିକି…

ଆଜି ଆକାଶରେ ଚମକିବ ‘ଗୋଲାପି ଜହ୍ନ’

ଭୁବନେଶ୍ବର (ଭାସ୍କର ନ୍ୟୁଜ୍) ଆଜି ଆକାଶରେ ଚମକିବ ‘ଗୋଲାପି ଚନ୍ଦ୍ର’ । ସାଧାରଣତଃ ପ୍ରାରମ୍ଭିକ ବସନ୍ତରେ ଫୁଟୁଥିବା ଏକ ପ୍ରକାର ଗୋଲାପି ଫୁଲର ନାମ ଅନୁସାରେ ଏପ୍ରିଲର ପୂର୍ଣ୍ଣ ଚନ୍ଦ୍ରକୁ ଗୋଲାପି ଜହ୍ନ ନାମରେ ନାମିତ…

ଆଶା ଭୋସଲେଙ୍କ ସାନ ପୁଅ ଅନନ୍ଦଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘାତ, ଗୁରୁତର ଅବସ୍ଥାରେ ଦୁବାଇର ଏକ ହସ୍ପିଟାଲରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ବଲିଉଡର ସୁନାମଧନ୍ୟା କଣ୍ଠ ଶିଳ୍ପୀ ଆଶା ଭୋଁସଲେ ପୁଅ ଆନନ୍ଦଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘତ। ଦୁବାଇକ ଏକ ହସ୍ପିଟାଲରେ ଆଇସିୟୁରେ ହେଲେ ଭର୍ତ୍ତି। ତେବେ ଆନନ୍ଦଙ୍କ କିଛି ଦିନ ହେବ ସ୍ୱାସ୍ଥ୍ୟ ଖରାପ…

ଅପରାହ୍ନ ପରେ ଆଂଶିକ ମେଘୁଆ ରହିବ ପାଗ, କାଳବୈଶାଖୀ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଓ…

କମ୍‌ ବୟସରେ ବଡ଼ ସଫଳତା: କୋରିଆନ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ ଅନୁଷ୍କା ସେନ୍‌

ମୁମ୍ବାଇ: କମ୍‌ ବୟସରୁ ବଡ଼ ନାଁ କମାଇଥିବା ଅଭିନେତ୍ରୀ ଅନୁଷ୍କା ସେନ୍‌ ଏବେ ଚର୍ଚ୍ଚାରେ ଅଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଫଲୋୟର୍ସ ସଂଖ୍ୟା ୩୪ ମିଲିୟନ୍‌ରୁ ବି ଅଧିକ । ବର୍ତ୍ତମାନ ଅନୁଷ୍କାଙ୍କୁ ନେଇ ଏକ ବଡ…

ବ୍ଲାକ୍‌ ସି’ରେ ବଡ ଧରଣ ବିସ୍ଫୋରଣ, ଧ୍ୱଂସ ହୋଇଗଲା ରୁଷ୍‌ର ଯୁଦ୍ଧପୋତ, ସୁରକ୍ଷିତ ଉଦ୍ଧାର ହେଲେ କର୍ମଚାରୀ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ୫୦ ଦିନ ପାରକରିସାରିଛି । ଏହାରି ମଧ୍ୟରେ ଅନେକ ଘନଘଟ୍ଟାର ସାମ୍ନା କରିସାରିଲେଣି ଦୁଇ ଦେଶ । ତେବେ ବ୍ଲାକ୍‌ ସି ମଧ୍ୟରେ ବଡ଼ ଧରଣର ବିସ୍ଫୋରଣ ଘଟିବାରୁ ଋଷର ଏକ ବିଶାଳ…

ବଣ ଭୋଜିରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ପାଇଁ ନୋଟିସ୍‌ ଜାରି

କଟକ (ଭାସ୍କର ନ୍ୟୁଜ୍‌): ବଣଭୋଜିରେ ଛାତ୍ର କରଣ ପଟ୍ଟନାୟକ(୧୮)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି । ମୃତ ଛାତ୍ରଙ୍କ ମା…

ମାଆ ସାଜିଲା ପିଶାଚୀ: ୩ ବର୍ଷର ପୁଅ ବେକ କାଟିଦେଲା ମାରିଦେଲା, ମଦ ନିଶାରେ ହତ୍ୟା କରିଥିବା ନେଇ ଚର୍ଚ୍ଚା

କୋରାପୁଟ, (ଭାସ୍କର ନ୍ୟୁଜ୍‌): ପିଶାଚୀ ମାଆର ବର୍ବର କାଣ୍ଡ । ଯେଉଁ ରକ୍ତରେ ଜନ୍ମ ଦେଇଥିଲା, ସେହି ରକ୍ତ ନିଗାଡ଼ି ଶେଷରେ ଜୀବନ ନେଇଗଲା । ଧାରୁଆ ଅସ୍ତ୍ରରେ ୩ ବର୍ଷର ଶିଶୁ ପୁତ୍ରର ବେକ କାଟି ହତ୍ୟାକଲା । ଏପରି ଏକ…

ଝାମୁଯାତ୍ରାରେ ବଡ଼ ବିଭ୍ରାଟ, ଯାତ୍ରା ପାଇଁ ପ୍ରସ୍ତୁତି ବେଳେ ଟଳି ପଡିଲେ କାଳେସୀ, ଗାଁରେ ଖେଳିଗଲା ଦୁଃଖର ଛାୟା

ନିମାପଡ଼ା (ଭାସ୍କର ନ୍ୟୁଜ୍‌): ପଣାଯାତ୍ରା ଆରମ୍ଭ ହେବା ପୂର୍ବରୁ ଟଳି ପଡ଼ିଲେ କାଳେସି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଳଙ୍ଗା ଥାନା ଅନ୍ତର୍ଗତ ଉଚ୍ଛୁୁର ବଧି ଗ୍ରାମରେ । ମୃତ କାଳେସୀ ଜଣକ ହେଉଛନ୍ତି…