fbpx
BSKY
BJD MC SKY
BJD MS SKY

ବଡ ଖବର: ଜୁନ୍ ୮ ତାରିଖ ସୁଦ୍ଧା ପ୍ରକାଶ ପାଇବ +୨ କଳା ରେଜଲ୍ଟ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ପ୍ରକାଶ ପାଇଛି ଓଡିଶାର +୨ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ । ବର୍ତ୍ତମାନ +୨ କଳା ଛାତ୍ରଛାତ୍ରୀ ନିଜ ରେଜଲ୍ଟକୁ ଅପେକ୍ଷା କରି ରହିଛନ୍ତି । ତେବେ ଏହା ମଧ୍ୟରେ ସେମାନଭ୍କ ପରୀକ୍ଷା ଫଳର ତାରିଖ ମଧ୍ୟ ଘୋଷଣା ହୋଇଛି । ଆସନ୍ତା ଜୁନ୍ ୮ ତାରିଖ ସୁଦ୍ଧା +୨ କଳା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ମଧ୍ୟ ଘୋଷଣା ହୋଇପାରେ । ଏ ନେଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.