Browsing Category

ଖବର

ଆସନ୍ତାକାଲି ଭୀଷଣ ବାତ୍ୟା ; ୧୪ରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମୋଚ୍’

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ପରିଣତ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ । ଏହା ଘନୀଭୂତ ହୋଇ ୧୧ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ ଏବଂ ସେହି ଦିନ ମଧ୍ୟରାତ୍ରରେ…

କୁନୋ ଜାତୀୟ ଉଦ୍ୟାନରେ ଜୀବନ ହରାଇଲା ତୃତୀୟ ଚିତା, ଗତ ତିନି ମାସରେ ତୃତୀୟ ଘଟଣା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ପାର୍କରେ ବିଦେଶରୁ ଆସି ଥିବା ଚିତାଙ୍କ ମଧ୍ୟରୁ ତୃତୀୟ ଚିତା ପ୍ରାଣ ହରାଇଛି । ଏହା ସହିତ ଗତ ତିନି ମାସରେ ତୃତୀୟ ଚିତାର ମୃତ୍ୟୁ ହୋଇଛି । ଭାରତରେ ଚିତା ବିଲୁପ୍ତ ହୋଇଯାଇଥିଲେ। ତେଣୁ…

ବାତ୍ୟାର ରୂପ ନେଉଛି ସୃଷ୍ଟ ଲଘୁଚାପ; ଓଡ଼ିଶା ପାଇଁ ନାହିଁ ବିପଦ, ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ଓ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇ ଧିରେ ଧିରେ ବାତ୍ୟାର ରୂପ ନେଉଛି। ଏହା ସ୍ଥଳଭାଗ ଛୁଇଁବା ପୂର୍ବରୁ ସମଗ୍ର…

ବାତ୍ୟା ଆଲର୍ଟ; ଭୟଙ୍କର ରୂପ ନେଉଛି ‘ମୋଚା’! ୧୩୦କି.ମି ଘଣ୍ଟାରେ ବହିବ ପବନ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା 'ମୋଚା'କୁ ନେଇ ଏବେ ବିଭିନ୍ନ ରାଜ୍ୟ ଆଲର୍ଟ ମୋଡରେ ରହିଛି । ପାଣିପାଗ ବିଭାଗ ମଧ୍ୟ ଏହାକୁ ବିପଦଜନକ ବୋଲି କହି ସାରିଛି । ତେବେ ପାଣିପାଗ ବିଜ୍ଞାନର ପ୍ରମୁଖ ଡା. ଏମ.…

(Video)ଆଃ କି ଲୋମଟାଙ୍କୁରା ଦୃଶ୍ୟ ! ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ ଦେଖୁ ଦେଖୁ ଚାଲି ଗଲା ୧୫ଜୀବନ; ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ଖର୍ଗୋନ ଜିଲ୍ଲାର ଶ୍ରୀଖଣ୍ଡିରୁ ଇନ୍ଦୋର ଅଭିମୁଖେ ଯାଉଥିବା ବସ୍ ମଙ୍ଗଳବାର ସକାଳ ୮.୩୦ ସମୟରେ ଡୋଙ୍ଗରଗାଓଁ ନିକଟ ବୋରାଡ ନଦୀ ପାଖରେ ଥିବା ବ୍ରିଜ ତଳକୁ ଖସିପଡିଥିବା ସୂଚନା ମିଳିଛି । ଏହି…

(Video)ପ୍ରଚାର ସରିବା ପରେ ଭିଡ଼ିଓ ବାର୍ତ୍ତାରେ କରିଲେ ନିବେଦନ; କହିଲେ ଆପଣ ଦେଖିଥିବା ସ୍ବପ୍ନ, ମୋର ସ୍ୱପ୍ନ ….ଏହାକୁ ଆମେ ମିଶିକି…

ନୂଆଦିଲ୍ଲୀ: କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ସୋମବାର ଅପରାହ୍ନ ୫ ଟାରେ ଶେଷ ହୋଇଯାଇଛି । ବୁଧବାର ଅର୍ଥାତ (ମଇ ୧୦) ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ। ଏବେ କର୍ଣ୍ଣାଟକରେ ପ୍ରଚାର ଅଭିଯାନ ବନ୍ଦ ହେବା ପରେ ମଧ୍ୟ ପିଏମ…

ଦୁର୍ଘଟଣାର ଶିକାର ହେଲା ବାୟୁସେନାର ବିମାନ: ୪ ମୃତ ଅଳ୍ପକେ ବର୍ତ୍ତିଲେ ପାଇଲଟ

ନୂଆଦିଲ୍ଲୀ: ଏକ ବଡ ଦୁର୍ଘଟଣାର ଶିକାର ହୋଇଛି ଭାରତୀୟ ବାୟୁସେନାର ବିମାନ ମିଗ୍-୨୧ । ରାଜସ୍ଥାନର ହନୁମାନଗଡରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଦୁର୍ଘଟଣାରେ ଉଭୟ ପାଇଲଟ ସୁରକ୍ଷିତ ଥିବା…

ଆହୁରି କଲବଲ କରିବ ତାତି: ୪ ଦିନ ଭିତରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହିତ ବାତ୍ୟାର ଆଶଙ୍କା ଘନେଇଥିବା ବେଳେ ଓଡିଶାକୁ ଫେରିଛି ଅସହ୍ୟ ତାତି । ପୁଣିଥରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇଛି ତାପମାତ୍ରା । ରାଜ୍ୟର ୧୩ଟି…

ନିୟନ୍ତ୍ରଣ ରେଖା ନିକଟରେ ମୁତୟନ ହେବେ ପ୍ରାଦେଶିକ ସେନା ମହିଳା ଅଧିକାରୀ: ପ୍ରସ୍ତାବକୁ ମଞ୍ଜୁର କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ସଂଗଠନାତ୍ମକ ଆବଶ୍ୟକତା ଅନୁରୂପ ପ୍ରାଦେଶିକ ସେନା ବା ଟେରିଟୋରିଆଲ ଆର୍ମୀ (ଟିଏ)ର ମହିଳା ଅଧିକାରୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ କରିବା ପ୍ରସ୍ତାବକୁ…

(Video) ନଦୀରେ ଭାସୁଛି ୧୦ ଓ ୧୦୦ ଟଙ୍କିଆ ନୋଟ୍ ବିଡ଼ା! ଯିଏ ଯେତେ ପାରିଲା ଗୋଟାଇନେଲା

ନୂଆଦିଲ୍ଲୀ: ନଦୀ, ନାଳ, ପୋଖରୀରୁ ମାଛ ଧରିବା ପାଇଁ ଅନେକ ସମୟରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଥାଏ । ବିଶେଷ ଗ୍ରାମାଞ୍ଚଳରେ ଏଭଳି ବହୁ ଘଟଣା ଦେଖିବାକୁ ମିଳିଥାଏ । ତେବେ ପାଣିରୁ ନୋଟ ଧରିବା ପାଇଁ ଲୋକଙ୍କର ଭିଡ଼…