Browsing Category

ଖବର

(Video) କାର ଡ୍ରାଇଭିଂ କରୁଥିଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ: ଗାଡ଼ିକୁ କ୍ରେନ ଦ୍ୱାରା ଉଠାଇନେଲା ପୋଲିସ

ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ନେତା, ମନ୍ତ୍ରୀ, ଅଫିସରଙ୍କ ସମ୍ପର୍କୀୟମାନେ ପୋଲିସ କିମ୍ବା ଅନ୍ୟ ତଳିଆ କର୍ମଚାରୀଙ୍କ ଉପରେ ଜୁଲୁମ୍ ଦେଖାଇଥାନ୍ତି । ତେବେ ନିକଟରେ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି ।…

ଏହି ସ୍ଥାନକୁ ରାତିରେ ଗଲେ ଥରିଯାଏ ଛାତି: କାରଣ ଭୁତ ନା ଆଉ କିଛି…

ନୂଆଦିଲ୍ଲୀ: ଭୁତ ପ୍ରେତକୁ ନେଇ ଲୋକଙ୍କ ମନରେ ବହୁତ କିଛି ଅନ୍ଧବିଶ୍ୱାସ ଥାଏ । କିଛି ଲୋକ ଭୁତ ପ୍ରେତଙ୍କୁ ବିଶ୍ୱାସ କରୁଥିବାବେଳେ ଆଉ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଭୁତ ବା ପ୍ରେତଙ୍କ ବିଶ୍ୱାସ କରି ନଥାନ୍ତି ।…

Gmailରେ ବ୍ଲକ କରିପାରିବେ ଇମେଲ ଆଇଡି; ଜାଣନ୍ତୁ ଏହାର ସହଜ ଉପାୟ

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ବହୁଳ ମାତ୍ରାରେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । କୌଣସି ସପିଙ୍ଗ ଠାରୁ ଆରମ୍ଭ କରି ଅନଲାଇନ୍ ମାଧ୍ୟମରେ ଟଙ୍କା ନେଣ ଦେଣ ସବୁକିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ହୋଇପାରୁଛି ।…

ଶତ୍ରୁଙ୍କ ଡ୍ରୋନ ରୋକିବ ଚିଲ; ଉତ୍ତରାଖଣ୍ଡ ଔଲିରେ ଯୁଦ୍ଧ ଅଭ୍ୟାସ

ନୂଆଦିଲ୍ଲୀ: ନିଜ ଦେଶକୁ ସୁରକ୍ଷା ଦେବା ପାଇଁ ଏବଂ ଶତ୍ରୁମାନଙ୍କ ଆକ୍ରମଣକୁ ରୋକିବା ପାଇଁ ଭାରତୀୟ ସେନାମାନେ ସର୍ବଦା ସଜାଗ ରହିଥାନ୍ତି । ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ନୂତନ ପଦ୍ଧତି ମଧ୍ୟ ଅବଲମ୍ବନ କରିଥାନ୍ତି…

ଦ କାଶ୍ମୀର ଫାଇଲ ବିବାଦ: ଜୁରୀ ଚିଫଙ୍କ ବିବାଦୀୟ ବୟାନ ପରେ ଇଜରାୟଲର ସଫେଇ , ଅନୁପମ ଖେର କହିଲେ…

ମୁମ୍ବାଇ: ଫିଲ୍ମ 'ଦ କାଶ୍ମୀର ଫାଇଲ'ରିଲିଜ ହେବା ପରଠାରୁ ହିଁ ଏହାକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଇଛି । ପୂର୍ବରୁ ଏହି ଚଳଚ୍ଚିତ୍ରକୁ କିଛି ବ୍ୟକ୍ତି ନିନ୍ଦା କରୁଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ପୁଣି ବିବାଦ…

(ଅର୍ଚ୍ଚନା ନାଗ ମାମଲା) ମୁଁ ଇଡିରୁ ଫେରେ ସବୁକଥା କହିବି: ପ୍ରମୋଦ ସ୍ୱାଇଁ

ଭୁବନେଶ୍ୱର: ଲେଡି ବ୍ଲାକମିଲର ଅର୍ଚ୍ଚନା ନାଗ ମାମଲା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଏହାକୁ ନେଇ ଇଡି ଆକ୍ସନ ମୋଡକୁ ଆସିଛି । ଫଳରେ ଧୀରେ ଧୀରେ ଫିଟୁଛି ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟର କଳା ଚିଠା। ତେବେ ଏହି…

ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ; ଆଜି ଇଡିରେ ହାଜର ହୋଇ ପାରନ୍ତି ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ

ଭୁବନେଶ୍ୱର:ହନୀଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଧୀରେ ଧୀରେ ଗୁମର ଫିଟିବାର ଲାଗିଛି । ଇଡି ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ମାମଲାରେ…

ରାଜ୍ୟରେ କମିଛି ଶୀତର ପ୍ରକୋପ; ୩ରୁ ଥରିବ ସାରା ଓଡିଶା

ଭୁବନେଶ୍ୱର: ରାଜ୍ୟକୁ ଉତ୍ତରା ପବନ ବହୁଥିବା ବେଳେ ବର୍ତ୍ତମାନ ଉତ୍ତର ପୂର୍ବରୁ ପବନ ବହିବ । ଫଳରେ ରାଜ୍ୟରେ କିଛି ଦିନ କମ ମାତ୍ରାରେ ଶୀତ ଅନୁଭୂତ ହେବ । କିନ୍ତୁ ଡିସେମ୍ବର ୩ ରୁ ସାରା ରାଜ୍ୟରେ ପୁଣିଥରେ ଉତ୍ତରା…

ଗ୍ରାମବାସୀ ଏବଂ ରେଞ୍ଜ ଅଧିକାରୀ ମୁହାଁମୁହିଁ; ୩ ଗୁରୁତର ୪ ନିଖୋଜ ଉଦ୍ଧାର

କେନ୍ଦୁଝର: କରଞ୍ଜିଆ ବନଖଣ୍ଡରେ ଗ୍ରାମବାସୀ ଓ ବନକର୍ମଚାରୀଙ୍କ ମଧ୍ୟରେ ମୁହାମୁହିଁ ହୋଇଛି । ଫଳରେ କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି…

ବିଦ୍ୟୁତ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟମାନଙ୍କୁ ସାହାଯ୍ୟ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ଶକ୍ତି ନୀତିର ଅନୁଚ୍ଛେଦ ଖ(ଙ) ଅନୁସାରେ ପାଞ୍ଚ ବର୍ଷ  ପାଇଁ ପ୍ରତିଯୋଗିତାମୂଳକ ଭିତ୍ତିରେ କିମ୍ବା ଅର୍ଥ, ମାଲିକାନା ଏବଂ କାର୍ଯ୍ୟ (ଏଫ୍‌ଓଓ) ଆଧାରରେ ସମୁଦାୟ ୪୫୦୦ ମେଗାୱାଟର…