Browsing Category

ଖବର

‘କୌଣସି ବ୍ୟକ୍ତି ବା ସମ୍ପର୍କ ଦେଶଠାରୁ ବଡ଼ ନୁହେଁ’: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଚିତ ଭୋଡଫୁକାନଙ୍କ ଜୀବନୀକୁ ନେଇ କହିଛନ୍ତି ଯେ, 'ଦେଶଠାରୁ କେହି ଅଧିକ ନୁହେଁ, ସେ ବ୍ୟକ୍ତି ହେଉ କି ସମ୍ପର୍କ।' ଏବଂ ଲଚିତଙ୍କ ଜୀବନୀ ଆମକୁ ଏହା ଉତ୍ସାହିତ କରୁଛି ଯେ,…

(Video) ପିପିଲିରୁ ଚିହ୍ନଟ ହେଲା ୧୨୦୦ ବର୍ଷ ତଳର ଏକ ପୁରୁଣା ମୂର୍ତ୍ତି

ନୂଆଦିଲ୍ଲୀ: ପୁରୀ ଜିଲ୍ଲା ପିପିଲିରୁ ଏକ ବିରଳ ମୂର୍ତ୍ତି ଉଦ୍ଧାର ହୋଇଛି । ପିପିଲିର ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ସିଂହାରପୁର ଗ୍ରାମରୁ ଏକ ୧୨୦୦ ବର୍ଷର ପୁରୁଣା ମୂର୍ତ୍ତି ମିଳିଛି । ଐତିହ୍ୟ ଗବେଷକ ଦୀପକ ନାୟକ…

(Video)ବଲିଉଡ ଗୀତ ମାଧ୍ୟମରେ ପାଠ ପଢାଇଲେ ଶିକ୍ଷକ;ଭିଡିଓ ହେଲା ଭାଇରଲ, ସେୟାର କଲେ IAS ଅଧିକାରୀ

ବିହାରର ଜଣେ ଶିକ୍ଷକ ଏକ ଭିଡିଓ ଭାଇରଲ ହେବା ପରେ ସେ ବହୁତ ଚର୍ଚ୍ଚାରେ ଆସିଛନ୍ତି। ଭିଡ଼ିଓ ରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ମଜାଳିଆ ଭାବରେ କଥାବାର୍ତ୍ତା କରୁଥିବା ଦେଖାଯାଉଛନ୍ତି । ତାଙ୍କ ଭିଡିଓ ଦେଖିବା ପରେ…

ବାଣ ଟ୍ରାଜେଡି:୨ ବାଣୁଆଙ୍କ ନାଁରେ ମାମଲା,୧୧ ଜଣଙ୍କୁ ଅଟକ

କେନ୍ଦ୍ରାପଡା: ବାଲିଆ ବାଣ ବିସ୍ଫୋରଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫଳରେ ୨ ବାଣୁଆଙ୍କ ନାମରେ ମାମଲା ରୁଜୁ ହୋଇଛି । ତେବେ ଏହି ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଆଇସିୟୁ ରେ ଥିବା ବେଳେ ଅନ୍ୟଜଣେ…

ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା: ମହଙ୍ଗା ମାଡରୁ ଖାଉଟିଙ୍କୁ ମିଳିବ ମୁକ୍ତି

ନୂଆଦିଲ୍ଲୀ: ରାଜ୍ୟ ତଥା ଦେଶରେ ସମସ୍ତ ଜିନିଷର ଦରଦାମ ହୁହୁ ହୋଇ ବଢି ଚାଲିଛି । ଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାସ କରି ଖାଇବା ତେଲ, ପନିପରିବା ଏବଂ ପେଟ୍ରୋଲ, ଡିଜେଲର ଦର ବୃଦ୍ଧି…

(Video) ଆରେ ସାପ, ତୋର ତ ଗୋଡ଼ ନାହିଁ, ମୋ ଚପଲ କାହିଁକି ଚୋରି କରି ନେଉଛୁ

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ ମିଡ଼ିଆରେ ପଶୁପକ୍ଷୀ, ସରୀସୃପଙ୍କର ଅନେକ ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ । ତେବେ ନିକଟରେ ଗୋଟିଏ ସାପର ଅଜବ ପ୍ରକାରର କାରନାମା ଦେଖିବାକୁ ମିଳିଛି । ସାପଟି ତା’ର ପାଟିରେ ଏକ ଚପଲକୁ…

ଆମାଜନ ବିରୁଦ୍ଧରେ ୪୦ ଦେଶ; ଦରମା ବୃଦ୍ଧି ନେଇ କର୍ମଚାରୀଙ୍କ ରାସ୍ତାରୋକ !

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଇ-କମର୍ସ ସାଇଟ୍ ଆମାଜନ ଚର୍ଚ୍ଚାରେ ରହିଆସୁଛି । ନିକଟରେ ସେ ୧୦,୦୦୦ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିଥିବା ବେଳେ ବର୍ତ୍ତମାନ ପୁଣି ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ…

ଆଜି ପୁଣି ଇଡିରେ ହାଜର ଶ୍ରଦ୍ଧା; ଧୀରେ ଧୀରେ ଖୋଲୁଛି ନାଗ ଫାସ ଗୁମର

ଭୁବନେଶ୍ୱର: ଲେଡି ବ୍ଲାକମିଲର୍ ଅର୍ଚ୍ଚନା ନାଗ ର ଗୁମର ଧୀରେ ଧୀରେ ଖୋଲିବାର ଲାଗିଛି । ଜଣକ ପରେ ଜଣକୁ ଜେରା କରୁଛି ଇଡି । ତେବେ ପୂର୍ବରୁ ଏହି ମାମଲାରେ ଅର୍ଚ୍ଚନାଙ୍କ ବାପା, ମା ଓ ଭାଇଙ୍କୁ ଇଡି ଜେରା କରିଛି ।…

ଦିଲ୍ଲୀ ଚାନ୍ଦିନୀ ଚୌକରେ ଅଗ୍ନିକାଣ୍ଡ; ନିଆଁରେ ଜଳିଗଲା ଅନେକ ଦୋକାନ ,୪୦ ଦମକଳ ନିୟୋଜିତ

ନୂଆଦିଲ୍ଲୀ: ଦିଲ୍ଲୀ ଚାନ୍ଦିନୀ ଚୌକର ଏକ ମାର୍କେଟ ପ୍ୟାଲେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଅନେକ ଦୋକାନ ବଜାର ପୋଡିଯିବା ସହ ଦୁଇ ମହଲା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ନିଆଁକୁ ଆୟତ୍ତ କରିବା…

ଦୁନିଆର ଏହି ୬ଟି ସ୍ଥାନରେ ହୁଏନାହିଁ ରାତି: ୨୪ଘଣ୍ଟା ଚମକୁଥାଏ ସୂର୍ଯ୍ୟ

ସୂର୍ଯ୍ୟକିରଣ ଆମ ଜୀବନରେ ଏକ ନୂଆ ସକାଳ ଆଣିଥାଏ । ପ୍ରକୃତିର ନିୟମ ଅନୁଯାୟୀ, ଏହା ପ୍ରତିଦିନ ଅସ୍ତ ମଧ୍ୟ ହୋଇଥାଏ । ୨୪ ଘଣ୍ଟା ମଧ୍ୟରୁ, ଆମେ ୧୨ ଘଣ୍ଟା ପାଇଁ ସୂର୍ଯ୍ୟକିରଣରେ ବାସ କରୁ ଏବଂ ଅବଶିଷ୍ଟ ସମୟ ଅନ୍ଧକାରରେ…