Browsing Category

ଖବର

କିଏ ହେବେ ବିରୋଧୀ ଦଳ ନେତା? କେଉଁ ଆସନରୁ ଇସ୍ତଫା ଦେବେ ରାହୁଲ? ଆଜି ନିଷ୍ପତ୍ତି ନେବ କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ସୋମବାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଅପରାହ୍ନ ୫ଟାରେ ହେବାକୁ ଥିବା ଏହି ବୈଠକରେ ରାହୁଲ ଗାନ୍ଧିଙ୍କ ଆସନ ସହ ଲୋକସଭା…

୪ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ: ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ କରିଛି ବିଜେପି। ମହାରାଷ୍ଟ୍ରରେ ଭୂପେନ୍ଦ୍ର ଯାଦବଙ୍କୁ ନିର୍ବାଚନ ପ୍ରଭାରୀ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ନିର୍ବାଚନ ସହ ପ୍ରଭାରୀ…

ଖୁସି ଖବର! ଶସ୍ତାରେ କିଣନ୍ତୁ IPhone ନୂଆ ଫୋନ୍… କମ୍ ଦାମରେ ବିକ୍ରି ହେଉଛି ଏହିସବୁ ମଡେଲ

ଓଡିଶା ଭାସ୍କର: ଆପଲ କମ୍ପାନୀର ଆଇଫୋନକୁ ଆଜିକାଲି ପ୍ରତ୍ୟେକ ବର୍ଗର ବ୍ୟକ୍ତି ବ୍ୟବହାର କରିବାକୁ ବେଶ ପସନ୍ଦ କରୁଛନ୍ତି । ଏହି ଲୋକପ୍ରିୟ ଫୋନର ଦାମ ମଧ୍ୟ ବହୁତ ହୋଇଥାଏ । ଅଧିକ ଉଚ୍ଚା ରେଟ ହୋଇଥିବାରୁ କିଣିବାର…

୩୦ ଦିନରେ ୩୫ ଲକ୍ଷ ଟଙ୍କାର ଚିନି ଖାଇଗଲେ ମାଙ୍କଡ ! ଏହି ମାମଲାରେ ୨ ଜଣଙ୍କ ବିରୁଦ୍ଧରେ ଏଫଆଇଆର୍‌

ଆଲିଗଡ:ଉତ୍ତରପ୍ରଦେଶ ଆଲିଗଡର ଏକମାତ୍ର ସାଥା ଚିନି ମିଲ୍‌ରେ ୧୧୦୦ କ୍ୱିଣ୍ଟାଲ ଚିନିର ଘୋଟାଲା ମାମଲା ସାମ୍ନାକୁ ଆସିଛି । ଜଣାପଡିଛି ପ୍ରାୟ ୩୫ ଲକ୍ଷ ଟଙ୍କା ମୂଲ୍ୟର ଚିନି ମାଙ୍କଡ ଖାଇଯାଇଛନ୍ତି । ଏହି ଚିନି ମିଲ୍ ୨୬…

ବିଶ୍ୱକପରେ ବିଶ୍ୱ ରେକର୍ଡ କରିବେ ହିଟମ୍ୟାନ୍ ରୋହିତ! ଇତିହାସରେ ପ୍ରଥମ କ୍ରିକେଟର ଭାବରେ ହେବ କାରନାମା

ନୂଆଦିଲ୍ଲୀ: ଟି-୨୦ କ୍ରିକେଟରେ ବିଶ୍ୱ ରେକର୍ଡ କରିବାକୁ ଯାଉଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । କ୍ରିକେଟ ଇତିହାସର ପ୍ରଥମ ଖେଳାଳି ଭାବରେ ଏହି ଉପଲବ୍ଧି ହାସଲ କରିପାରନ୍ତି ରୋହିତ । ଜୁନ୍ ୧୯ ତାରିଖରୁ…

ସରକାରଙ୍କ ନୂଆ ଯୋଜନା! ବିବାହ କଲେ ଦିଆଯିବ ୫୧ ହଜାର ଟଙ୍କା: ଜାଣନ୍ତୁ ଏହି ଯୋଜନା ସମ୍ପର୍କରେ

ଓଡ଼ିଶା ଭାସ୍କର: ଦେଶର ନାଗରିକମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ଜାରି କରିଛନ୍ତି । ବିଭିନ୍ନ ବର୍ଗର ଲୋକମାନଙ୍କ ଆବଶ୍ୟକତାକୁ ନେଇ ବିଭିନ୍ନ ଯୋଜନା ପ୍ରଣୟନ କରିଥାନ୍ତି । ଏଥିରେ ଅଧିକାଂଶ ଯୋଜନା ଗରିବ…

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି: ମାନବୀୟ ତ୍ରୁଟି ପାଇଁ ହୋଇଛି ଦୁର୍ଘଟଣା… ସୂଚନା ଦେଲେ ରେଲୱେ ବୋର୍ଡ ଅଧ୍ୟକ୍ଷ

ଦାର୍ଜିଲିଂ: ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ଧିରେ ଧିରେ ବଢିବାକୁ ଲାଗିଛି । ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ଟ୍ରେନ ତଳୁ ଆହତ ଯାତ୍ରୀ ଏବଂ ମୃତକଙ୍କୁ ବାହାର…

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି; ମୃତକଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା: ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ଟ୍ରେନ ଟ୍ରାଜେଡିରେ ବୃଦ୍ଧି ପାଉଛି ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଥିବା ବେଳେ ୬୦ ଜଣରୁ…

(Video) BSKY ନା ଆୟୁଷ୍ମାନ… କେଉଁ କାର୍ଡରେ ସ୍ୱାସ୍ଥ୍ୟସେବା ପାଇବ ଓଡ଼ିଶା? କହିଦେଲେ ବିଭାଗୀୟ ମନ୍ତ୍ରୀ

ଓଡ଼ିଶା ଭାସ୍କର: ଓଡ଼ିଶାରେ ବଦଳି ଯାଇଛି ୨୪ ବର୍ଷର ସରକାର । ବଦଳି ଯାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଉ ଅନ୍ୟ ବିଭାଗର ମନ୍ତ୍ରୀମଣ୍ଡଳ । ନବୀନ ପଟ୍ଟନାୟକଙ୍କ ସ୍ଥାନରେ ଶପଥ ଗ୍ରହଣ କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ…

ଦାର୍ଜିଲିଂ ଟ୍ରେନ ଦୁର୍ଘଟଣା; Photosରେ ଦେଖନ୍ତୁ ପଶ୍ଚିମବଙ୍ଗ ଦୁର୍ଘଟଣାର ଛାତିଥରା ଦୃଶ୍ୟ: ଉଦ୍ଧାର କାର୍ଯ୍ୟ ଜାରି

ଓଡ଼ିଶା ଭାସ୍କର: ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଦେଖିବାକୁ ମିଳିଛି । ଟ୍ରାକରେ ଛିଡ଼ା ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନକୁ ପଛପଟୁ ଦୃତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା…