Browsing Category
ଖବର
INDvsNZ: ଦ୍ୱିତୀୟ ଦିନରେ ହାରିଲା ଟିମ୍ ଇଣ୍ଡିଆ, ୩୦୧ ରନ୍ ସଂଗ୍ରହ କରି ଆଧିପତ୍ୟ ଜାହିର କଲା ନ୍ୟୁଜିଲାଣ୍ଡ
ମୁମ୍ୱାଇ: ପୁଣେ ଟେଷ୍ଟର ଦ୍ୱିତୀୟ ଦିନଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ୱିକେଟ୍ ହରାଇ ୧୯୮ ରନ୍ କରିଛି। ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡର ମୋଟ ଅଗ୍ରଣୀ ଏବେ ୩୦୧ ରନ୍ ରେ ପହଞ୍ଚିଛି, ଯାହା କିୱି ଦଳକୁ ଦ୍ବିତୀୟ…
ବିଲ, ବାଡିରେ ଭରିଛି ପାଣି, ଜାଲ ପକାଇ ମାଛ ଧରିବାରେ ବ୍ୟସ୍ତ ଦାନା ପ୍ରଭାବିତ
ଭୁବନେଶ୍ୱର: ବାତ୍ୟା ଦାନା ଧୀରେ ଧୀରେ ଦୁର୍ବଳ ହୋଇଛି । କିନ୍ତୁ କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେଉଁଝର ଆଦି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରି ଯାଇଛି । ଅନେକ ସ୍ଥାନରେ ଘର ଉପରେ ଗଛ ପଡିଛି ତ ପୁଣି…
ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହେଲା ବିଦ୍ୟୁତ ସରବରାହ ମରାମତି କାର୍ଯ୍ୟ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶାରେ ବାତ୍ୟା 'ଦାନା' ସ୍ଥଳଭାଗ ଛୁଇଁବା ପରେ ଭଦ୍ରକ, ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବୈଦୁତିକ ଭିତ୍ତିଭୂମି ବହୁଳ ଭାବେ ପ୍ରଭାବିତ ହୋଇଛି ।…
ଡେରିରେ ହେଉପଛେ ଚେତିଲେ ଫାରୁକ, ପାକିସ୍ତାନକୁ ସୁଧୁରିବାକୁ ଦେଲେ ଚେତାବନୀ
ଶ୍ରୀନଗର: ନାସନାଲ କନଫେରେନ୍ସ ମୁଖ୍ୟ ଫାରୁକ ଅବଦ୍ଦୁଲ୍ଲା ଜମ୍ମୁ କାଶ୍ମୀରରେ ବଢୁଥିବା ଆତଙ୍କା ଆକ୍ରମଣକୁ ନେଇ ପାକିସ୍ତାନକୁ ଦାୟି କରିଛନ୍ତି । ଆକ୍ରମଣ ବନ୍ଦ କରିବାକୁ ଦେଇଛନ୍ତି ଚେତାବନୀ । ବନ୍ଧୁ ହେବାକୁ ଅନ୍ୟ…
ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ସିବିଆଇର ଆବେଦନ ଖାରଜ କଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଏବଂ ପିତାମାତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବାକୁ ସିବିଆଇ, ମହାରାଷ୍ଟ୍ର ସରକାର ଏବଂ ଇମିଗ୍ରେସନ ବ୍ୟୁରୋ ପକ୍ଷରୁ ଦାୟର କରାଯାଇଥିବା…
ମହାକାଳେଶ୍ୱରଙ୍କ ମନ୍ଦିରରେ ଆତସବାଜି ଉପରେ କଟକଣା
ଉଜ୍ଜୟିନୀ: ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେରେ ଚଳିତ ବର୍ଷ ଦୀପାବଳି ପ୍ରତିକାତ୍ମକ ରୂପେ ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ସମିତି ।୩୧ ଅକ୍ଟୋବରରେ ବାବା ମହାକାଳଙ୍କ ଦରବାରରେ ଗୋଟିଏ…
(Video) ବେଙ୍ଗାଲୁରୁରେ ଟ୍ରାଫିକ୍ ଜାମ୍ ଅସମ୍ଭାଳ! ୨ କିମି ରାସ୍ତା ଯିବାକୁ ଲାଗିଲା ୩ ଘଣ୍ଟା, ଲୋକମାନେ କାର ଛାଡ଼ି ଚାଲିଚାଲି ଘରକୁ ଗଲେ
ନୂଆଦିଲ୍ଲୀ: ଆପଣମାନେ କୌଣସି ଜରୁରୀ କାମରେ ଗାଡ଼ିରେ ଯାଉଥିବା ସମୟରେ ଯଦି ଦୁର୍ଭାଗ୍ୟବଶତଃ ଟ୍ରାଫିକ୍ ଜାମ୍ ହୁଏ, ତେବେ କଥା ସରିଲା । ଆପଣମାନେ ଯେତେ ପ୍ରୟାସ କଲେ ବି ଟ୍ରାଫିକ୍ ସମସ୍ୟାରୁ ମୁକୁଳି ପାରିବେ ନାହିଁ ।…
ଦୁଷ୍ଟାମୀ ପାଇଁ କାନ ମୂଳକୁ ମାରିଲେ ଟ୍ୟୁସନ ଶିକ୍ଷକ; ଭେଣ୍ଟିଲେଟରରେ ଭର୍ତ୍ତି ହେଲା କୁନି ଝିଅ
ମୁମ୍ୱାଇ: ଓଡ଼ିଆରେ ଗୋଟେ କଥା ଅଛି କଥାରେ ରାଗ ବ୍ରହ୍ମ ଚଣ୍ଡାଳ। ରାଗିଗଲେ ଯେ ଜଣେ ମଣିଷ ତାର ହିତାହତ ଜ୍ଞାନ ହରାଇ ବସେ, ତାହାର ଏକ ଉଦାହରଣ ଏଠି ଦେଖିବାକୁ ମିଳିଛି। ଏହି ଖବର ସମଗ୍ର ଦେଶରେ ଖେଳେଇ ହୋଇଯାଇଛି ଏବଂ…
ହାପୁଡରେ ନାଗୁଣୀ ନେଉଛି ପ୍ରତିଶୋଧ, ପଛର ବାସ୍ତବତା
ନୂଆଦିଲ୍ଲୀ: ୟୁପିର ହାପୁଡ ଜିଲ୍ଲାରେ ସାପ କାମୁଡାରେ ଅନେକ ଲୋକଙ୍କ ମୃତ୍ୟୁ ପରେ ଚର୍ଚ୍ଚା କି, ଏକ ନାଗୁଣୀ ନେଉଛି ପ୍ରତିଶୋଧ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି । ଲୋକେ ଯଥା ସମ୍ଭବ…
ଘର ଭାଙ୍ଗିଥିବା ପରିବାରଙ୍କୁ ମିଳିବ ପକ୍କା ଘର, ୭ ଦିନ ଭିତରେ ହେବ କ୍ଷୟକ୍ଷତି ଆକଳନ: ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ବାତ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲାରେ ଅନେକ କ୍ଷୟକ୍ଷତି ଘଟିଛି । ଏହି ବାତ୍ୟାରେ ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କ ପାଇଁ ପକ୍କା ଘରର…