Browsing Category

ଖବର

ମୁରବୀ ବିହୀନ ବିଜେଡି, କଥା ଦାଣ୍ଡରେ ପଡି ହାଟରେ ଗଡ ଗଡେଇଲାଣି

ଭୁବନେଶ୍ୱର: ବିଜେଡିରେ ଏ କଣ ଚାଲିଛି । ଦଳର ଜଣେ ପ୍ରତିଷ୍ଠାତା ସଦସ୍ୟଙ୍କୁ ଦଳର ମୁଖପାତ୍ର ଦେଖାଉଛନ୍ତି ବାହାରର ରାସ୍ତା । ତାଙ୍କ ରହିବା ନ ରହିବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ କହୁଛନ୍ତି ମୁଖପାତ୍ର । ଆଜି…

ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା; ମିଳିତ ଭାବେ ପାଇବେ ତିନି ଅର୍ଥଶାସ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥନୈତିକ କ୍ଷେତ୍ରରେ ଅବଦାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରିଛି ରୟାଲ ସୁଇଡିଶ ଏକାଡେମୀ ଅଫ୍ ସାଇନ୍ସ। ମିଳିତ ଭାବେ ପାଇବେ ତିନି ଅର୍ଥଶାସ୍ତ୍ରୀ, ଡାରେନ ଏସ୍‌ମୋଗ୍ଲୁ, ସାଇମନ ଜନ୍‌ସନ୍‌, ଜେମ୍‌ସ ଏ.…

ଜଳୁଛି ବହରାଇଚ, ଦୁର୍ଗା ବିସର୍ଜନ ବେଳେ ପଥରମାଡରୁ ହିଂସା ସୃଷ୍ଟି, ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ

ବହରାଇଚ: ଅଶାନ୍ତ ୟୁପିର ବହରାଇଚ ଜିଲ୍ଲାର ହରଦି । ରବିବାର ଦୁର୍ଗାମୂର୍ତ୍ତି ବିସର୍ଜନ ଅବସରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ବଢିଛି ଉତ୍ତେଜନା । ବିସର୍ଜନ ଶୋଭାଯାତ୍ରାରେ ଡିଜେ ବଜାଇବାକୁ ନେଇ ଦେଖାଦେଇଥିଲା…

(Breaking) ରେରା ଆଇନରେ କରାଯିବ ସଂଶୋଧନ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ବଦଳିବ ରିଅଲିଷ୍ଟେଟ ରେଗୁଲେଟୋରୀ ଅଥୋରିଟି ଆଇନ । ଆଇନରେ ସଂଶୋଧନ ହେବ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ବଲପୁରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ଏଥିପାଇଁ ଆବଶ୍ୟକ ଆଲୋଚନା କରାଯିବ…

(Breaking) ଦୀପାବଳିରେ ଫୁଟିବନି ବାଣ, ଆସିଲା କଡା କଟକଣା

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବାଣ ଉପରେ ଲାଗିଲା ପ୍ରତିବନ୍ଧକ । ଏନସିଆର ଇଲାକାରେ ବାଣ ପ୍ରସ୍ତୁତି, ବିକ୍ରି ଓ ଫୁଟାଇବା ଉପରେ ଲାଗିଲା ବ୍ୟାନ । ଏହି କଟକଣା ଆସନ୍ତା ୨୦୨୫ ଜାନୁଆରୀ ୧ ଯାଏଁ ବଳବତ୍ତର ରହିବ ।…

ଭୟରେ ଭାଇଜାନ, ରାତିରେ ଆସୁଛି ଭୟଙ୍କର ସ୍ୱପ୍ନ, ଆଖିରୁ ହଜିଗଲାଣି ନିଦ

ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ମହାରାଷ୍ଟ୍ର ପୋଲିସ ସିଦ୍ଦିକିଙ୍କ ନିକଟତମ ଅଭିନେତା ସଲମାନ ଖାନଙ୍କ ସୁରକ୍ଷାକୁ ବଢାଇ ଦେଇଛି । ତାଙ୍କ ମୁମ୍ବାଇ ବାସଭବନରେ ଅଧିକ ସୁରକ୍ଷା କର୍ମୀ ମୁତୟନ…

ବାବା ସିଦ୍ଦିକି ହତ୍ୟାକାଣ୍ଡ, ଏବେ ବି ଦୁଇ ମୁଖ୍ୟ ଅଭିଯୁକ୍ତ ପୋଲିସଠୁ ବହୁ ଦୂରରେ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଲୋକଙ୍କ ନାଁ ବଢିବାରେ ଲାଗିଛି । ବର୍ତ୍ତମାନ ସାମ୍ନାକୁ ଆସିଛି ୫ଟି ନାଁ । ସେମାନେ ହେଲେ ଶିବ କୁମାର ଗୌତମ, ମହମ୍ମଦ…

ଅଜବ ପ୍ରେମ! ଗଛ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ଚାହୁଁଛନ୍ତି ମହିଳା, ଏମିତି ହୁଏ Romance

ନୂଆଦିଲ୍ଲୀ: ପ୍ରେମରେ ପଡିଲେ ଲୋକମାନେ କ’ଣ ଠିକ୍ ଓ କ’ଣ ଭୁଲ୍, ତାହାର ବାଛବିଚାର କରନ୍ତି ନାହିଁ । ପ୍ରେମର ଅନୁଭବକୁ ଯେତେ ଲୁଚାଇଲେ ବି ଲୁଚାଇ ହୁଏନାହିଁ । ପ୍ରେମ କେତେବେଳେ ବି କାହା ସହ ହୋଇପାରେ ଓ ଏହି…

ବଦଳିଲେ କୋଚ୍, ବଦଳିବେ କି Captain? ନୂଆ ପରିବର୍ତ୍ତନ ସହ IPL-2025ରେ ଫେରିବ ମୁମ୍ବାଇ

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ କୁ ନେଇ ଆଲୋଚନା-ପର୍ଯ୍ୟାଲୋଚନା ଜାରି ରହିଛି । କେଉଁ ଫ୍ରାଞ୍ଚାଇଜି କାହାକୁ ରଖିବ, କାହାକୁ ବାଦ୍ ଦେବ ସେ ନେଇ ଚାଲିଛି କଳ୍ପନା ଜଳ୍ପନା । ତେବେ ଏହାଭିତରେ ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି…

ଏହି କମ୍ପାନୀ ସହ ଡିଲ କଲା TVS ମୋଟର, ଭାରତରେ ଇଲେକ୍ଟ୍ରିକ୍ ୩ ହ୍ୱିଲର୍ସ ପାଇଁ ପ୍ରଦାନ କରିବ ଋଣ

ନୂଆଦିଲ୍ଲୀ: ନନ୍ ବ୍ୟାଙ୍କିଙ୍ଗ୍ ଫାଇନାନସିଆଲ କମ୍ପାନୀ Ecofy ୩ ଚକିଆ ବାହାନ ପାଇଁ ଋଣ ପ୍ରଦାନ କରିବା ପାଇଁ TVS ମୋଟର ସହ ପାର୍ଟନରସିପ୍ ଘୋଷଣା କରିଛି । ରଣନୀତିକ ସହଯୋଗର ଉଦେ୍ଦଶ୍ୟ ହେଉଛି ବୈଦୁ୍ୟତିକ ତିନି ଚକିଆ…